Home ଓଡ଼ିଶା ୩୬ଟି ସାଙ୍ଗଠନିକ ଜିଲ୍ଲା ପାଇଁ ବିଜେପି ପ୍ରଭାରୀ ନିଯୁକ୍ତ

୩୬ଟି ସାଙ୍ଗଠନିକ ଜିଲ୍ଲା ପାଇଁ ବିଜେପି ପ୍ରଭାରୀ ନିଯୁକ୍ତ

97

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ୩୬ଟି
ସାଙ୍ଗଠନିକ ଜିଲ୍ଲା ପ୍ରଭାରୀ ନଯିୁକ୍ତ କରାଯାଇଛି। ୩୬ଟି ଜିଲ୍ଲା ପ୍ରଭାରୀ ମାନେ ହେଲେ –

ଅନୁଗୁଳ- ସୀମାଞ୍ଚଳ ଖଟେଇ, ବାଲେଶ୍ବର- ଗୋଲକ ପ୍ରସାଦ ମହାପାତ୍ର, ବରଗଡ଼- ନାଉରୀ ନାଏକ, ବାରିପଦା- ବିଷ୍ଣୁ ସେଠୀ, ବଲାଙ୍ଗୀର- ସୁରେଶ୍ୱର ଶତପଥୀ, ଭଦ୍ରକ- କାଳନ୍ଦୀ ସାମଲ, ଭୁବନେଶ୍ୱର- ଭୁବନ ମୋହନ ଜେନା, ବୌଦ୍ଧ- ରାମଚନ୍ଦ୍ର ମେହେର, ବଣାଇ- ବଟ୍ଟ କିଶୋର ମିଶ୍ର, କଟକ ସହର- ପୃଥ୍ଵୀରାଜ ହରିଚନ୍ଦନ, କଟକ ସଦର- ଅମର ନାଏକ, ଦେଓଗଡ଼- ଧୀରେନ ସେନାପତି, ଢେଙ୍କାନାଳ- ପ୍ରଭାତୀ ପରିଡ଼ା, ଗଜପତି- ସରୋଜ ସାବତ, ଘୁମୁସର (ଗଞ୍ଜାମ)- ସୁରଥ ବିଶ୍ୱାଳ, ଗଞ୍ଜାମ- ଅଶୋକ ମିଶ୍ର, ଯାଜପୁର- ସାରଦା ପ୍ରସାଦ ଶତପଥି, ଜଗତସିଂହପୁର- ସାରଦା ପ୍ରଧାନ, ଝାରସୁଗୁଡ଼ା- ଶଙ୍କର ଓରାମ, କଳାହାଣ୍ଡି- ରମେଶ ସାହୁ, କନ୍ଧମାଳ- ବିରଞ୍ଚି ନାରାୟଣ ତ୍ରିପାଠୀ, କେନ୍ଦ୍ରାପଡ଼ା- ଯତୀନ ମହାନ୍ତି, କେନ୍ଦୁଝର- ନବୀନ ରାମ, କୋରାପୁଟ- ବଳଭଦ୍ର ମାଝୀ, ଖୋର୍ଦ୍ଧା- ଭୃଗୁ ବକ୍ସିପାତ୍ର, ମାଲକାନଗିରି- କାଳୀରାମ ମାଝୀ, ନୟାଗଡ଼- ନିରଞ୍ଜନ ମିଶ୍ର, ନବରଙ୍ଗପୁର- ମୁକେଶ ମହାଲିଙ୍ଗ୍, ନୂଆପଡ଼ା- ଆର୍ତ୍ତତ୍ରାଣ ମହାପାତ୍ର, ପାନପୋଷ- ରବି ନାରାୟଣ ନାଏକ, ପୁରୀ- ଲେଖାଶ୍ରୀ ସାମନ୍ତସିଂହାର, ରାଇରଙ୍ଗପୁର- ମୋହନ ମାଝୀ, ରାୟଗଡ଼ା- ଗୋବିନ୍ଦ ଜୈନ, ସମ୍ବଲପୁର- ଟଙ୍କଧର ତ୍ରିପାଠୀ, ସୁନ୍ଦରଗଡ଼- ମୁରଲି କ୍ରିଷ୍ଣା ଏବଂ ସୁବର୍ଣ୍ଣପୁର- ଭବେନ୍ଦ୍ର ପଣ୍ଡା। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.