Debadatta Rath
ବଡ଼ ଖବର: ସରକାର ବାତିଲ୍ କଲେ ୪.୩୯ କୋଟି ରାସନ କାର୍ଡ୍; ଆପଣଙ୍କର ହୋଇନି...
ନୂଆଦିଲ୍ଲୀ: ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ବିଭାଗ NFSA ଅଧୀନରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରିବା ପାଇଁ ୨୦୧୩ ରୁ ୪.୩୯ କୋଟି ନକଲି ରେସନ କାର୍ଡ ବାତିଲ କରାଯାଇଛି। ବାତିଲ ହୋଇଥିବା...
ଡାର୍ଟି ପଲ୍ଟିକ୍ସ୍: ଓଡ଼ିଶା ରାଜନୀତିରେ ଗୋଳକଧନ୍ଦା; ଧଳା ପୋଷାକ ତଳର କଳା କାରନାମା ..
ଭୁବନେଶ୍ୱର: ରାଜନୀତି ସହିତ ଅପରାଧ ସଂପର୍କ ବହୁ ପୂରୁଣା। ହତ୍ୟା, ଲୁଟ୍, ଠକେଇ, ଭ୍ରଷ୍ଟାଚାର, ଅପହରଣ, ଦାଦା ବଟି ଆଦାୟ, ଜମି ହଡ଼ପ ଆଦି ଭଳି ଅପରାଧିକ ଘଟଣା ସହିତ ଦୁଷ୍କର୍ମ, ସେକ୍ସ୍...
ଆଗକୁ ପିପିଲି ଉପ-ନିର୍ବାଚନ: କାହା କାହା ଭିତରେ ହେବ ଲଢ଼େଇ ?
ଭୁବନେଶ୍ୱର: ଦିବ୍ୟଙ୍ଗତ ବିଧାୟକ ମଦନମୋହନ ଦତ୍ତ ଏବଂ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ବାଲେଶ୍ଵର ସଦର ଏବଂ ତିର୍ତ୍ତୋଲ ପାଇଁ ତ' ଉପନିର୍ବାଚନ ହୋଇଗଲା। ଏବେ, ଆଉ ଜଣେ ଦିବ୍ୟଙ୍ଗତ ବିଧାୟକ ପ୍ରଦୀପ...
ଏ’ କି କଥା; ଘର ମରାମତି ହେଲେ ବୋହୁ ଯିବ ବାପ ଘରକୁ! ଭୁଲିଗଲେ...
ଭୁବନେଶ୍ୱର: ଘର ମରାମତି ହେଲେ ବୋହୁ ଯିବ ବାପ ଘରକୁ। ଏହିପରି କିଛି ଦାବି କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ମା' ମଧୁସ୍ମିତା ମହାନ୍ତି। ବୋହୁ ବର୍ଷା ପ୍ରିୟଦର୍ଶିନୀଙ୍କ ନାଆଁରେ ଥାନାରେ...
ପୁରୀ ବ୍ଲୁ-ଫ୍ଲାଗ୍ ବିଚରେ ଓଟିଡିସିର cafeteria(The White Crab) ଲୋକାର୍ପିତ
ଭୁବନେଶ୍ୱର: ସମ୍ମାନଜନକ ‘ବ୍ଲୁ-ଫ୍ଲାଗ୍’ ମାନ୍ୟତା ହାସଲ କରିଥିବା ସ୍ୱର୍ଣ୍ଣିଳ ପୁରୀ ବେଳାଭୂମିରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଏକ cafeteria ଲୋକାର୍ପିତ ହୋଇଛି। ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଆଜି ଏହି କାଫ୍ଟେରିଆକୁ...
ସୁଖ ଆଉ ସମୃଦ୍ଧିର ସୂତ୍ରଧର: ନବୀନଙ୍କୁ ନେଇ ଶ୍ରୀମୟୀଙ୍କ ଗୀତ ..
ଭୁବନେଶ୍ୱର: ବିଜେଡି ନେତ୍ରୀ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଗୀତ ଭିଡିଓ ରେକର୍ଡ କରିଛନ୍ତି। ଗୀତଟିକୁ ଶ୍ରମୟୀ ସୋସିଆଲ୍ ଆକାଉଣ୍ଟରେ ସେୟାର୍ କରିଛନ୍ତି। ଶ୍ରମୟୀଙ୍କ...
ରାଜ୍ୟପାଳ ଗଣେଶୀ ଲାଲ୍ ଏବଂ ପତ୍ନୀ ସୁଶୀଳା ଦେବୀ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ଓଡ଼ିଶା ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟପାଳ ଏବଂ ତାଙ୍କ ପତ୍ନୀ, ରାଜ୍ୟର ପ୍ରଥମ ମହିଳା ସୁଶୀଳା ଦେବୀ ଉଭୟ କରୋନା ଆକ୍ରାନ୍ତ ହୋଇଛନ୍ତି।...
ଧର୍ମ ମାସ; ଆଜିଠୁ ଆରମ୍ଭ ପବିତ୍ର କାର୍ତ୍ତିକ ମାସ: ପଡ଼ିଥାଏ ଅନେକ ପର୍ବପର୍ବାଣୀ ..
କାର୍ତ୍ତିକ ମାସକୁ ଧର୍ମ ମାସ ବୋଲି କୁହାଯାଇଥାଏ। ଆଜିଠୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସ। କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ କାର୍ତ୍ତିକ ମାସ କହନ୍ତି। ଏହାର ପୂର୍ବବର୍ତ୍ତୀ ମାସ...
ପବିତ୍ର ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ
ଆଜି ଗଜଲକ୍ଷ୍ମୀ ପୂଜା। ମା' ଲକ୍ଷ୍ମୀ ଧନସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖସମୃଦ୍ଧି, ସୌନ୍ଦର୍ଯ୍ୟ ଏବଂ ପ୍ରେମର ଦେବୀ ଅଟନ୍ତି। ଦେବୀ ଲକ୍ଷ୍ମୀ 'ଶ୍ରୀ' ଭାବେ ମଧ୍ୟ ପରିଚିତା। ସେ ଭଗବାନ ବିଷ୍ଣୁଙ୍କର ସହଧର୍ମିଣୀ...
କୁମାର ପୂର୍ଣ୍ଣିମା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ: “କୁଆଁର ପୁନେଇ ଜହ୍ନ ଗୋ, ଫୁଲ ବଉଳ...
କୁମାର ପୂର୍ଣ୍ଣିମା: ବାର ମାସରେ ତେର ପର୍ବ ମଧ୍ୟରେ କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ। ଏହାକୁ କୁମାରୋତ୍ସବ ମଧ୍ୟ କୁହାଯାଏ। ଏହି ଦିନ ମଧ୍ୟ ଗଜଲକ୍ଷ୍ମୀ ପୂଜା ହୋଇଥାଏ।...
ରାଜନୀତିରେ ଟ୍ରାନ୍ସଫର୍ମର ଉପାଖ୍ୟାନ: ପୋଡ଼ା ଟ୍ରାନ୍ସଫର୍ମର କିଏ; ମଙ୍ଗୁ ଦତ୍ତ, ମୋଦି, ନବୀନ ନାଁ...
ଭୁବନେଶ୍ୱର: ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ ଏବେ ପ୍ରଚାର ସରଗରମ ଧରିଛି। ଘନଘନ ପ୍ରଚାର ସାଙ୍ଗକୁ ଆରୋପ ପ୍ରତ୍ୟାରୋପ ଚାଲିଛି। ତେବେ ଏ' ଭିତରେ ଏବେ "ପୋଡ଼ା ଟ୍ରାନ୍ସଫର୍ମର" ମନ୍ତବ୍ୟକୁ ନେଇ ଚର୍ଚ୍ଚା...
ଭାରତ ସ୍ୱାଧୀନତା ସଂଗ୍ରାମର ପ୍ରଥମ ସହିଦ୍ ଜୟୀ ରାଜଗୁରୁ (୨୯, ଅକ୍ଟୋବର, ୧୭୩୯ –...
ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତର ପ୍ରଥମ ସହିଦ କୁହାଯାଉଥିବା ଜୟୀ ରାଜଗୁରୁ ୧୭୩୯ ମସିହା ଅକ୍ଟୋବର ମାସ ୨୯ ତାରିଖ (କାର୍ତ୍ତିକ, ଶୁକ୍ଳ ଅଁଳା ନବମୀ) ଦିନ ପୁରୀ ଜିଲ୍ଲାର ହରେକୃଷ୍ଣପୁର...
ଭାନାଥୀ ଶ୍ରୀନିବାସନ୍ ହେଲେ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା
ନୂଆଦିଲ୍ଲୀ: ତାମିଲନାଡୁ ପ୍ରଦେଶ ଉପଧ୍ୟକ୍ଷା ଭାବରେ ଦାୟିତ୍ୱ ତୁଲାଇ ସାରିଥିବା ଭାନାଥୀ ଶ୍ରୀନିବାସନ୍ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭାବରେ ନିଯୁକ୍ତ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା...
ତିର୍ତ୍ତୋଲ ଉପ-ନିର୍ବାଚନର ପ୍ରମୂଖ ସ୍ତମ୍ଭ: ପ୍ରଧାନଙ୍କୁ ପ୍ରଧାନ ପସନ୍ଦ ..
ଭୁବନେଶ୍ୱର: ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେପିର ପ୍ରମୂଖ ସ୍ତମ୍ଭ ସାଜିଛନ୍ତି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜଗତସିଂହପୁର ଜିଲ୍ଲା ପ୍ରଭାରୀ ସାରଦା ଓରଫ ବୁଲୁ ପ୍ରଧାନ। ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସେ ସବୁ...
ଇଏ କି ଗୋଳକଧନ୍ଦା: ଓଡ଼ିଶା ବିଜେପି ପାଇଁ ଅଲୋଡ଼ା କି ଅପରାଜିତା ?
ଭୁବନେଶ୍ୱର: କେନ୍ଦ୍ର ପାଇଁ ସିନା ଲୋଡ଼ା କିନ୍ତୁ, ଓଡ଼ିଶା ବିଜେପି ପାଇଁ ବୋଧେ ଅଲୋଡ଼ା ହୋଇ ପଡ଼ିଛନ୍ତି ଅପରାଜିତା ଷଡ଼ଙ୍ଗୀ। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଓଡ଼ିଶା...
କୋଭିଡ୍ ନିୟମ ଉଲଘଂନ ଏବଂ ଅପରାଜିତାଙ୍କ ରଣହୁଙ୍କାର: ଗୁଆ ଗଛକୁ ଚଡ଼କ ମାରିଲେ ତାଳ...
ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ହେବା ପରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ଆସିଲେ। ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଦିଆଗଲା ବିପୁଳ ସମ୍ବର୍ଦ୍ଧନା। ଅଭିଯୋଗ ହେଲା...
ଦୁର୍ଗାପୂଜା ଅଭିନନ୍ଦନ ଜଣାଇ ବିବାଦରେ ବନ୍ତ ଥାନା ଅଧିକାରିଣୀ !
ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ଅଭିନନ୍ଦନ ଜଣାଇ ବିବାଦ ଘେରକୁ ଆସିଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧିକାରିଣୀ ମିନା ବିନ୍ଧାଣୀ। ଏକ ଦୈନିକ ଖବର କାଗଜରେ ଶାରଦୀୟ ଦୁର୍ଗାପୂଜା ଅଭିନନ୍ଦନ, ଶୁଭେଚ୍ଛା ଏବଂ...
ବାଲେଶ୍ଵର ଉପନିର୍ବାଚନ: ଅପରାଜିତାଙ୍କ ମାରାଥନ୍ ପ୍ରଚାର
ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ବାଲେଶ୍ଵର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନର ଅନ୍ୟତମ ଷ୍ଟାର୍ ପ୍ରଚାରକ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗୁରୁବାର ବାଲେଶ୍ଵର ଗସ୍ତ କରି ବିଜେପି ପାର୍ଥି ମାନସ...
ବାଲେଶ୍ଵର ଗସ୍ତ ବେଳେ ଅପରାଜିତାଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା; ଭଦ୍ରକ ବିଜେପିରେ ନେତୃତ୍ୱ...
ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ବାଲେଶ୍ଵର ସଦର ଏବଂ ତିର୍ତ୍ତୋଲ ଉପ ନିର୍ବାଚନର ଅନ୍ୟତମ ଷ୍ଟାର୍ ପ୍ରଚାରକ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନିର୍ବାଚନ ପ୍ରଚାର ପାଇଁ ବାଲେଶ୍ଵର ଗସ୍ତ ଅବସରରେ...
ସମ୍ବୋଧନ କରିବେ: ୪ଟାରେ ନବୀନ, ୬ଟାରେ ମୋଦି
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନ ୪ଟା ସମୟରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି। ସେହିପରି ସନ୍ଧ୍ୟା ୬ଟା ସମୟରେ...