Home ଓଡ଼ିଶା ସୁଖ ଆଉ ସମୃଦ୍ଧିର ସୂତ୍ରଧର: ନବୀନଙ୍କୁ ନେଇ ଶ୍ରୀମୟୀଙ୍କ ଗୀତ ..

ସୁଖ ଆଉ ସମୃଦ୍ଧିର ସୂତ୍ରଧର: ନବୀନଙ୍କୁ ନେଇ ଶ୍ରୀମୟୀଙ୍କ ଗୀତ ..

151

ଭୁବନେଶ୍ୱର: ବିଜେଡି ନେତ୍ରୀ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଗୀତ ଭିଡିଓ ରେକର୍ଡ କରିଛନ୍ତି। ଗୀତଟିକୁ ଶ୍ରମୟୀ ସୋସିଆଲ୍ ଆକାଉଣ୍ଟରେ ସେୟାର୍ କରିଛନ୍ତି। ଶ୍ରମୟୀଙ୍କ ଏହି ଗୀତଟିକୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଖୁବ୍ ପସନ୍ଦ କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଶ୍ରମୀୟୀ ଗାଇଛନ୍ତି –
“ସୁଖ ଆଉ ସମୃଦ୍ଧିର ସୂତ୍ରଧର, ବିକାଶ ଆଉ ପ୍ରଗତିର କର୍ଣ୍ଣଧାର,
ଯାହା ପାଇଁ ହସେ ଆମ ମାନଚିତ୍ର, ଯାହାଙ୍କର ପିତା ଆମ ଭୂମିପୁତ୍ର।
ହସୁଛି ଓଡ଼ିଆ ହସେ ଓଡ଼ିଆଣି, ସବୁଠୁ ଖୁସି ମୋ ଉତ୍କଳ ଜନନୀ
କରେ ତ’ ଜୟ ଗାନ, ନବୀନ ନବୀନ ନବୀନ ନବୀନ।”
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.