Debadatta Rath
ବାଇ- ଲ ପ୍ରସଙ୍ଗରେ ଅପରାଜିତାଙ୍କୁ ମାନସଙ୍କ ଜବାବ: ମିଥ୍ୟା ତଥ୍ୟ ଦ୍ୱାରା ଓଡ଼ିଶା ଲୋକଙ୍କୁ...
ଭୁବନେଶ୍ୱର: ବାଇ-ଲ ପ୍ରସଙ୍ଗକୁ ନେଇ ବିବାଦ ଲାଗି ରହିଛି। ଆରୋପ ପ୍ରତ୍ୟାରୋପ ଭିତରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଜବାବ୍ ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ...
ହୁ’ ହୁ’ ହୋଇ ବଢ଼ି ଚାଲିଛି ତେଲ ଦର; ନିଜ ବିଭାଗ କଥା ଛାଡ଼ି...
ଭୁବନେଶ୍ୱର: ହୁ' ହୁ' ହୋଇ ବଢ଼ି ଚାଲିଛି ପେଟ୍ରୋଲ ଆଉ ଡିଜେଲ ଦର। ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ଜୀବିକା ଉପରେ ଗୁରୁତର ପ୍ରଭାବ ପକାଉଛି। ତେଲ ବୃଦ୍ଧିକୁ ନେଇ...
ଅପରାଜିତା ନିଖୋଜ: ପୋଷ୍ଟର ପଛରେ କିଏ ଆଉ ଅସହିଷ୍ଣୁ କିଏ ?
ଭୁବନେଶ୍ୱର: ବିବାଦ ଉପୁଜିବା ପରେ ପୁରୀ ଜଗନ୍ନାଥ ମନ୍ଦିର ସଂପର୍କିତ ଏନଏମଏର ପ୍ରସ୍ତାବିତ ବାଇ- ଲ’ ପ୍ରତ୍ୟାହାର ହୋଇ ସାରିଥିବା ବେଳେ ଲିଙ୍ଗରାଜ ମନ୍ଦିର ସଂପର୍କିତ ଏନଏମଏର ପ୍ରସ୍ତାବିତ ବାଇ- ଲ’ ଏ'...
ସ୍ପଷ୍ଟ କରନ୍ତୁ ଅପରାଜିତା; ସ୍ପଷ୍ଟ କରୁ ବିଜେପି ..
ଭୁବନେଶ୍ୱର: ବିବାଦ ଉପୁଜିବା ପରେ ପୁରୀ ଜଗନ୍ନାଥ ମନ୍ଦିର ସଂପର୍କିତ ଏନଏମଏର ପ୍ରସ୍ତାବିତ ବାଇ- ଲ’ ପ୍ରତ୍ୟାହାର ହୋଇ ସାରିଥିବା ବେଳେ ଲିଙ୍ଗରାଜ ମନ୍ଦିର ସଂପର୍କିତ ଏନଏମଏର ପ୍ରସ୍ତାବିତ ବାଇ- ଲ’ ଏ'...
ମୃତ ବ୍ୟକ୍ତିଙ୍କ ଶ୍ରାଦ୍ଧ ତର୍ପଣ ନୁହେଁ, ଜୀବିତ ପିତାମାତାଙ୍କ ସେବା କରିବା ହେଲା ପ୍ରକୃତ...
ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଥିଲେ ଏକାଧାରରେ ଜଣେ ଲେଖକ, ସମାଜ ସଂସ୍କାରକ ଓ ଆର୍ଯ୍ୟ ସମାଜର ସଂସ୍ଥାପକ। ଦୟାନନ୍ଦ ସଂସ୍କୃତ ଓ ହିନ୍ଦୀ ଭାଷାରେ ପ୍ରଭାବଶାଳୀ ବକ୍ତା ଭାବେ ପରିଚିତ। ଦୟାନନ୍ଦଙ୍କ ମତ...
ନିର୍ବାଚନୀ ପ୍ରଚାର କରୁଛନ୍ତି, ନାଁ ଫିଲ୍ମ ସୁଟିଂ କରୁଛନ୍ତି?
ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ୩- ନମ୍ବର ଜୋନ୍ ଜିଲ୍ଲା ପରିଷଦ ଉପ- ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ଚାଲିଛି କ୍ୟାମ୍ପନିଂ। ତେବେ ବିଜେପି ପକ୍ଷରୁ ଚାଲିଥିବା କ୍ୟାମ୍ପନିଂ ସମୟରେ ଏକ...
ହାପି ରୋଜ୍ ଡେ’: ଆଜିଠୁ ଆରମ୍ଭ ଭାଲେଣ୍ଟାଇନ୍ ଉଇକ୍ ..
ଆଜି ରୋଜ୍ ଡେ' (ଗୋଲାପ ଦିବସ)। ଆଜିଠୁ ଆରମ୍ଭ ଭାଲେଣ୍ଟାଇନ୍ ଉଇକ୍। ଫେବୃୟାରୀ ୭ ତାରିଖରୁ ରୋଜ୍ ଡେ’ରୁ ଆରମ୍ଭ ହୋଇ ଫେବୃୟାରୀ ୧୪ ତାରିଖ ଭାଲେଣ୍ଟାଇନ ଡେ” ପର୍ଯ୍ୟନ୍ତ ଚାଲେ ଭାଲେଣ୍ଟାଇନ...
ଶୁନସାନ୍ ରାସ୍ତାରେ ଏକୁଟିଆ ଏ’ କିଏ ?
ଭୁବନେଶ୍ୱର/କଟକ: ଶୁନସାନ୍ ରାସ୍ତାରେ ଏକୁଟିଆ ଏ' ମହିଳା ଜଣଙ୍କ କିଏ? ଇଏ ହେଲେ ଓଲିଉଡ୍ ଅଭିନେତ୍ରୀ ତଥା ବିଜୁ ଯୁବ ଜନତା ଦଳ ରାଜ୍ୟ ମହାସଚିବ ଏଲିନା ଦାସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...
୭ରେ ଅପରାଜିତାଙ୍କ ଆସିକା ଗସ୍ତ: ୩ଟି ବିଧାନସଭା କ୍ଷେତ୍ରରେ ବ୍ୟାପକ କାର୍ଯ୍ୟକ୍ରମ ..
ବ୍ରହ୍ମପୁର/ଆସିକା: ଆସନ୍ତା ୭ ତାରିଖରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗଞ୍ଜାମ ଜିଲ୍ଲା ଆସିକା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଆସିକା ଲୋକସଭା କ୍ଷେତ୍ର ଅନ୍ତର୍ଗତ ଆସିକା...
“ନାରୀ ଶକ୍ତି ପୁରସ୍କାର”: ମନୋନୟନ ଦାଖଲ ପାଇଁ ବଢ଼ିଲା ଅବଧି
ନୂଆଦିଲ୍ଲୀ: ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ ମସିହା ପାଇଁ ସମ୍ମାନଜନକ ନାରୀଶକ୍ତି ପୁରସ୍କାର ନିମନ୍ତେ ଆବେଦନ କରିବାର ଅବଧି ବୃଦ୍ଧି କରାଯାଇଛି। ଏଥିପାଇଁ ୨୦୨୧ ମସିହା ଫେବୃୟାରୀ ୬...
ବିଜେଡି ସରକାରଙ୍କର ମିଛି ମିଛିକା ଚୋର ପୋଲିସ୍ ଖେଳ: ଅତି ଚାଲାକରେ କାଉ.. କାଉ...
କଟକ/ଭୁବନେଶ୍ୱର: ଦୁର୍ନୀତି ମାମଲାରେ ଛନ୍ଦି ହୋଇ ପଡ଼ିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ମାମଲାର ତଦନ୍ତ ଆବେଦନକାରୀ କରି ପାରିବେନି ଆଧାରରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ମାମଲାର...
ସୀତାଙ୍କ ରାଜ୍ୟରେ ₹୫୩, ରାବଣ ରାଜ୍ୟରେ ₹୫୧ ଆଉ ରାମ ରାଇଜେ ₹୯୩! ତେଲ...
ନୂଆଦିଲ୍ଲୀ/ଭୁବନେଶ୍ୱର: ହୁ ହୁ ହୋଇ ବଢ଼ି ଚାଲିଛି ତେଲ ଦର। ତେଲ ବୃଦ୍ଧିକୁ ନେଇ ଅତିଷ୍ଠ ହୋଇ ପଡ଼ିଲେଣି ସାଧାରଣ ଜନତା। ବିରୋଧି ଆସନରେ ଥିଲା ବେଳେ ବିଜେପି ଏହି ତେଲ ଦର...
ଭିଡିଓ: ସୁଟିଂ ବନ୍ଦ୍; କ୍ରିକେଟ ଖେଳିଲେ ଅଭିନେତ୍ରୀ ଜାହ୍ନବୀ କପୁର !
ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଫିଲ୍ମ 'ଗୁଡ୍ ଲକ୍ ଜେରୀ'ର ସୁଟିଂ ଚାଷୀ ଆନ୍ଦୋଳନ ଲାଗି ତୃତୀୟ ଥର ପାଇଁ ବନ୍ଦ ହୋଇଯାଇଛି। ଏହି କାରଣରୁ ଜାହ୍ନବୀ ମୁମ୍ବାଇ ଫେରି ଆସିଛନ୍ତି। ଜାହ୍ନବୀ...
ଉପକାରୀ ଅଙ୍ଗୁର; ସ୍ଵାସ୍ଥ୍ୟର ଭଣ୍ଡାର: ଅଙ୍ଗୁର ରସରୁ ମିଳିଥାଏ ଅନେକ ଫାଇଦା ..
ଅଙ୍ଗୁର ରସରେ ଭରି ରହିଥାଏ ଅନେକ ଉପାଦେୟ ତତ୍ତ୍ୱ। ଲୋକମାନେ ଅଙ୍ଗୁର ଖାଇବାକୁ ଖୁବ୍ ପସନ୍ଦ କରନ୍ତି। ଅଙ୍ଗୁରରେ କ୍ୟାଲୋରୀ, ଫାଇବର, ଭିଟାମିନ୍- ସି ଏବଂ ଭିଟାମିନ୍- ଇ ଭରପୂର ପରିମାଣରେ ରହିଥାଏ।...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ମନ୍ କି ବାତ୍’ର ଓଡ଼ିଆ ଭାଷାନ୍ତର ..
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଯେତେବେଳେ ମୁଁ ମନର କଥା କାର୍ଯ୍ୟକ୍ରମଟି କରେ, ସେତେବେଳେ ମୋତେ ଲାଗେ, ଯେମିତି ମୁଁ ଆପଣମାନଙ୍କ ଗହଣରେ, ଆପଣଙ୍କ ପରିବାରର ଜଣେ ସଦସ୍ୟ ଭାବରେ ଉପସ୍ଥିତ...
ଜାଣି ରଖନ୍ତୁ ମର୍ଣ୍ଣିଂ ୱାକ୍ (ପ୍ରାତଃ ଭ୍ରମଣ)ର ୨୧ଟି ଜବରଦସ୍ତ ଲାଭ: ଆଜି ହିଁ...
ଭୁବନେଶ୍ୱର: ଆପଣ ସକାଳେ ମର୍ଣ୍ଣିଂ ୱାକ୍ (ପ୍ରାତଃ ଭ୍ରମଣ)ରେ ଯାଆନ୍ତି କି? ଯଦି ନୁହେଁ, ଯିବା ଆରମ୍ଭ କରି ଦିଅନ୍ତୁ। ମର୍ଣ୍ଣିଂ ୱାକ୍ କାହିଁକି ଆବଶ୍ୟକ ତାହା ପ୍ରଥମେ ଜାଣିନେବା ଉଚିତ୍। ମାନସିକ...
ତ୍ରିରଙ୍ଗାର ଅପମାନ ସହିବ ନାହିଁ ହିନ୍ଦୁସ୍ଥାନ: ରାଷ୍ଟ୍ର ପାଇଁ ଉପବାସ କରିବ ବିଜେପି ଯୁବମୋର୍ଚ୍ଚା...
ଭୁବନେଶ୍ୱର/ଭଦ୍ରକ: ଗତ ଜାନୁଆରୀ ୨୬ ତାରିଖରେ ଦିଲ୍ଲୀ ଲାଲକିଲ୍ଲାରେ କୃଷକଙ୍କ ନାମ ନେଇ କିଛି ଦେଶ ବିରୋଧୀ ତତ୍ତ୍ୱ ରାଷ୍ଟ୍ର ଓ ତ୍ରିରଙ୍ଗାକୁ ଅପମାନିତ କରିଥିଲେ। ଏହା ବିରୋଧରେ ଭଦ୍ରକ ଜିଲ୍ଲା ବିଜେପି...
ଚାକିରୀ ତ’ ଗଲା; ମାନ ମହତ ସବୁ ବି ଗଲା ..
ନୂଆଦିଲ୍ଲୀ: ବାରମ୍ବାର ମିଛ ଖବର ପ୍ରକାଶ ଏବଂ ପ୍ରସାର କରିବା ଅଭିଯୋଗରେ ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କର ଏକ ମାସର ଦରମା ଇଣ୍ଡିଆ ଟୁଡେ ଗ୍ରୁପ୍ ପକ୍ଷରୁ ବନ୍ଦ କରାଯାଇଥିଲା ଏବଂ ଏହାସହ...
ରାଧା ହିଁ କୃଷ୍ଣ ହିଁ ରାଧା: ଯେବେ; ରୁକ୍ମିଣୀ ନେବାକୁ ଚାହିଁଲେ ରାଧାରାଣୀଙ୍କ ପ୍ରେମ...
ଦିନେ ରୁକ୍ମିଣୀ ଭୋଜନ ପରେ ଶ୍ରୀକୃଷ୍ଣଙ୍କୁ କ୍ଷୀର ପିଇବାକୁ ଦେଲେ। କ୍ଷୀର ଗରମ ଥିବା ହେତୁ ଏହା ଶ୍ରୀକୃଷ୍ଣଙ୍କ ହୃଦୟରେ କଷ୍ଟ ଅନୁଭୂତ ହେଲା ଏବଂ ତାଙ୍କ ଶ୍ରୀମୂଖରୁ ବାହାରିଲା, "ହେ ରାଧେ"।...
ଅଳଙ୍କାରର ଶୋ’ ରୁମରେ ୫୨୫ କୋଟିର ସୁଡ଼ଙ୍ଗ: ଆୟକର ବିଭାଗ ଚକିତ!
ଜୟପୁର; (ସଞ୍ଜୟ କୁମାର ସାହାଣୀ): ରାଜସ୍ଥାନରେ ଆୟକର ବିଭାଗର ଏପରି ଏକ କାର୍ଯ୍ୟାନୁଷ୍ଠାନ ଚାଲିଛି, ଯେଉଁଥିରେ ଏପର୍ଯ୍ୟନ୍ତ ପ୍ରାୟ ୧୪୦୦ କୋଟିର ଅଜ୍ଞାତ ଆୟ ଚିହ୍ନଟ ହୋଇଛି। ଅନୁସନ୍ଧାନ ଯେତେଯେତେ ଅଗ୍ରଗତି ହେଉଛି...