Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ଏୟାର ଷ୍ଟ୍ରାଇକର ୨ ଦିନ ପରେ ଯବାନଙ୍କ ଗୁଳିରେ ୨ ଆତଙ୍କି ନିହତ

0
ଶ୍ରୀନଗର:ବାୟୁସେନା ଦ୍ୱାରା ବାଲାକୋଟରେ ଆତଙ୍କି ସଙ୍ଗଠନ ଜୈସ-ଏ-ମୋହମ୍ମଦର ସବୁଠାରୁ ବଡ଼ ଆଡ୍ଡାକୁ ଧ୍ୱସ୍ତ କରିବାର ଦୁଇ ଦିନ ପରେ ସୁରକ୍ଷାବଳ ଜାମ୍ମୁ କାଶ୍ମୀରର ସୋପିଆଁ ଠାରେ ଦୁଇ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରି ନିହତ...

ପାକିସ୍ଥାନରେ ଆପାତକାଳୀନ ପ୍ରାୟ ପରିସ୍ଥିତି:ହୀନା ରବାନୀ

0
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ସୀମା ପାର ଏୟାର ଷ୍ଟ୍ରାଇକ ପରେ ପାକିସ୍ଥାନ ପୂର୍ବତନ ବିଦେଶ ମନ୍ତ୍ରୀ ହୀନା ରବାନୀ ଖେର କହିଛନ୍ତି, ପାକିସ୍ଥାନରେ ଏବେ ଆପାତକାଳୀନ ପ୍ରାୟ ପରିିସ୍ଥିତି।ପାକିସ୍ଥାନ ସଂସଦରେ ହୀନା...

ବେକେରୀ ନାଁ’ କୁ ନେଇ ବିବାଦ:ହଟିଲା କରାଚୀ ଶବ୍ଦ

0
ବେଙ୍ଗଲୁର:ବେଙ୍ଗୁଲୁରରେ ଥିବା ଏକ ବେକରୀ ସାଧାରଣରେ ବିରୋଧ ଯୋଗୁଁ ତା' ନାଁ ପରିବର୍ତ୍ତନ କରିଛି।"କରାଚୀ ବେକରୀ" ନାମରେ ଏହି ବେକରୀ ଥିଲା।କିନ୍ତୁ କରାଚୀ ଶବ୍ଦକୁ ନେଇ ସ୍ଥାନୀୟ ଲୋକ ବିରୋଧ କରିବା ପରେ...

ଭାଲେଣ୍ଟାଇନ ଡେ”ରେ ତଲାକ,ଭାଲେଣ୍ଟାଇନ ଡେ”ରେ ନିର୍ବନ୍ଧ!କିଏ ସେ ଅଭିନେତ୍ରୀ?

0
ମୁମ୍ବାଇ:ଭାଲେଣ୍ଟାଇନ ଡେ"ରେ ତଲାକ ପୁଣି ସେଇ ଭାଲେଣ୍ଟାଇନ ଡେ"ରେ ନିର୍ବନ୍ଧ।ଏହିପରି ଘଟିଛି ଅଭିନେତ୍ରୀ ପୂଜା ବେଦୀଙ୍କ ଜୀବନରେ।କିରଣ ବେଦୀଙ୍କ ଝିଅ ପୂଜା ବେଦୀ (୪୮)ଙ୍କର ଏହି ମାସ ୧୪ ତାରିଖ,ଅର୍ଥାତ ଭାଲେଣ୍ଟାଇନ ଡେ"...

ପାକିସ୍ଥାନୀ କଳାକାରଙ୍କୁ ବ୍ୟାନ ସପକ୍ଷରେ ବିଦ୍ୟା ବାଲନ

0
ମୁମ୍ବାଇ:ପୁଲୱାମା ଆକ୍ରମଣ ପରେ ଭାରତୀୟ ଫିଲ୍ମ ଉଦ୍ୟୋଗ ଦ୍ୱାରା ପାକିସ୍ଥାନୀ କଳାକାରଙ୍କ ଉପରେ ଲଗା ଯାଇଥିବା ବ୍ୟାନକୁ ସପକ୍ଷ କରିଛନ୍ତି ଅଭିନେତ୍ରୀ ବିଦ୍ୟା ବାଲନ।ବିଦ୍ୟା କହିଛନ୍ତି,ମତେ ଲାଗୁଛି ଏଥର ଆମକୁ ଶକ୍ତ ପଦକ୍ଷେପ...

୨୪ରେ ଓଡ଼ିଶା ଆସିବେ ତୋଗାଡ଼ିଆ:ଗଠନ ହେବ “ହିନ୍ଦୁସ୍ଥାନ ନିର୍ମାଣ ଦଳ”ର ପ୍ରଦେଶ କମିଟି

0
ଭୁବନେଶ୍ୱର/କଟକ:ଆସନ୍ତା ୨୪ ତାରିଖରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ତଥା ନୂଆ ରାଜନୈତିକ ଦଳ ହିନ୍ଦୁସ୍ଥାନ ନିର୍ମାଣ ଦଳର ପ୍ରତିଷ୍ଠାତା ଡଃ: ପ୍ରବୀଣ ତୋଗାଡ଼ିଆ ଓଡ଼ିଶା ଗସ୍ତରେ ଆସିବେ।ଏହି ଅବସରରେ ଡଃ: ତୋଗାଡ଼ିଆ...

ବାୟୁସେନା ବିମାନ ଦୁର୍ଘଟଣା:ଜଣେ ପାଇଲଟ ମୃତ

0
ବେଙ୍ଗୁଲୁର:ବେଙ୍ଗୁଲୁରରେ ମଙ୍ଗଳବାର ଘଟିଥିବା ବାୟୁସେନା ବିମାନ ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି।ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ସ ଟିମର ଦୁଇଟି ବିମାନ ଉଡ଼ାଣ ସମୟରେ ପରସ୍ପର ମଧ୍ୟରେ ଧକ୍କା ହୋଇ ଯାଇଥିଲେ।ଏହି ଦୁର୍ଘଟଣାରେ ଜଣେ...

ଅଗିଜଳା ପୂର୍ଣ୍ଣମୀ;ମାଘ ପୂର୍ଣ୍ଣମୀ:କାହିଁକି ଏବଂ କିପରି ପାଳନ ହୁଏ?

0
ମାଘ ମାସ ପୂର୍ଣ୍ଣମୀକୁ କୁହାଯାଏ ଅଗିଜଳା ପୂର୍ଣ୍ଣମୀ।ଏହାସହ ଏହାକୁ ଅଇଘରା ପୂର୍ଣ୍ଣିମା,ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା (ଅଗ୍ନ୍ୟୁତ୍ସବ),ଅଇଘେରା,ଅଇଘରା ପୁନେଇଁ ବା ଅଗିଜଳା ପୂର୍ଣ୍ଣିମା (ଅଗିଜଳା),ଅଗିରା ପୂର୍ଣ୍ଣମୀ ଆଦି କୁହାଯାଏ। ଅଗିଜଳା ପୁନେଇଁ ଏକ ପାରମ୍ପାରିକ ଓଡ଼ିଆ ଗଣପର୍ବ।ଏହି...

ଆତଙ୍କିଙ୍କ ମା”ଙ୍କୁ ଚରମ ଚେତାବନୀ:ପିଲାଙ୍କୁ ସର୍ପପଣ କରାଅ;ନଚେତ ସିଧା ଜହନମ୍ !

0
ପୁଲୱାମା ଆକ୍ରମଣ କରାଇଥିବା କାଶ୍ମୀରର ଜୈସ ନେତୃତ୍ୱ ୧୦୦ ଘଣ୍ଟା ଭିତରେ ନିପାତ:ସେନା ନୂଆଦିଲ୍ଲୀ: ଭାରତୀୟ ସେନା,ସିଆରପିଏଫ ଏବଂ ଜାମ୍ମୁ କାଶ୍ମୀର ପୁଲିସ ପକ୍ଷରୁ ମଙ୍ଗଳବାର ଦିନ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି,ପୁଲୱାମା...

ପାକିସ୍ଥାନ ବୋହୂଙ୍କୁ ଆମ୍ବାସଡ଼ର ପଦରୁ ହଟାଯାଉ : ରାଜା ସିଂ

0
ହାଇଦ୍ରାବାଦ: ଜାମ୍ମୁ କାଶ୍ମୀରର ପୁଲୱାମାରେ ପାକିସ୍ଥାନ ଆତଙ୍କବାଦୀଙ୍କ ଦ୍ଵାରା ଆତ୍ମଘାତୀ ଆକ୍ରମଣ ପରେ ଭାରତ ପାକିସ୍ଥାନ ସଂପର୍କ ଭିତରେ ତିକ୍ତତା ବୃଦ୍ଧି ପାଇଛି।କୂଟନୈତିକ ସ୍ତରରେ, ବିଶେଷ ଭାବରେ ବିଶ୍ୱ ସମୁଦାୟରେ ପାକିସ୍ଥାନକୁ ଏକ...

ନିର୍ବାଚନର ବିଗୁଲ ବାଜିବ ଚିଲିକାରୁ:ପୃଥ୍ବୀରାଜ

0
ଭୁବନେଶ୍ୱର:ଆସନ୍ତା ୨୦ ତାରିଖରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ନାଚୁଣୀ ଗସ୍ତରେ ଆସିବେ।ଏହି ସମୟରେ ସେ ୪ଟି ଲୋକସଭା ସଂସଦୀୟ କ୍ଷେତ୍ରର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଦ୍ଧିତ...

୨୦ରେ “ରାଷ୍ଟ୍ରଦୀପ”ର ବସନ୍ତ ମିଳନ ଉତ୍ସବ:ଯୋଗଦେବେ ମହାମହିମ ରାଜ୍ୟପାଳ

0
ଭୁବନେଶ୍ୱର:ରାଷ୍ଟ୍ରବାଦୀ ବିଚାରଧାରାର ସାପ୍ତାହିକ ପତ୍ରିକା "ରାଷ୍ଟ୍ରଦୀପ" ପକ୍ଷରୁ ଫେବୃୟାରୀ ୨୦ ତାରିଖରେ ପାଳନ ହେବ ଷଡ଼ ବିଶଂତମ "ବସନ୍ତ ମିଳନ ଉତ୍ସବ"।ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ...

ସହିଦ ଯବାନଙ୍କ ସ୍ମୃତିରେ ନିରବ ପ୍ରାର୍ଥନା

0
ଖୋର୍ଦ୍ଧା:ଜାମ୍ମୁ କାଶ୍ମୀରର ପୁଲୱାମାଠାରେ ସହିଦ ହୋଇଥିବା ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଖୋର୍ଦ୍ଧା ଡିଭିଜନ ବନ ବିଭାଗ,ବାଲୁଗାଁ ରେଞ୍ଜର ଧୂଆଁନଳୀ ସେକ୍ସନ ପକ୍ଷରୁ ନିରବ ପ୍ରାର୍ଥନା କରାଯାଇଛି।ଏଥିରେ ଧୂଆଁନଳୀ ସେକ୍ସନର ବନ ବିଭାଗ କର୍ମଚାରୀମାନେ...

କୃଷ୍ଣେଶ୍ବର ଦେବଙ୍କ ମାଘସପ୍ତମୀ ଯଜ୍ଞ

0
ଖୋର୍ଦ୍ଧା:ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ଅନ୍ତର୍ଗତ ଚନ୍ଦ୍ରମାପାଟପୁର, ଗୁଣ୍ଠୁଣି ଗ୍ରାମ କୃଷ୍ଣେଶ୍ବର ଦେବଙ୍କ ପୀଠରେ ମାଘ ସପ୍ତମୀ ଯଜ୍ଞ ଆୟୋଜିତ ହୋଇଯାଇଛି।୧୧ ତାରିଖରେ ଅଙ୍କୁରାରୋପଣ ପରେ ୧୨ ତାରିଖରେ ଯଜ୍ଞାରମ୍ଭ ହୋଇ ମଲଗୁଣୀ...

ମୁଲାୟମଙ୍କର ବୟସ ହେଇଗଲାଣି,କିଛି ମନେ ରହୁନି : ରାବିଡ଼ୀ ଦେବୀ

0
ପାଟଣା:ସମାଜବାଦୀ ପାର୍ଟି ସଂରକ୍ଷକ ମୁଲାୟମ ସିଂ ଯାଦବଙ୍କର ବୟସ ହେଇଗଲାଣି।ତାଙ୍କର କିଛି ମନେ ରହୁନି।ତାଙ୍କ ମୁଣ୍ଡ କାମ କରୁନି।କେତେବେଳେ କ'ଣ କହି ଦେଉଛନ୍ତି।ତାଙ୍କ କଥାର କୌଣସି ମୂଲ୍ୟ ନାହିଁ।ଏପରି କହିଛନ୍ତି ଲାଲୁ ଯାଦବଙ୍କର...

ଫେବୃୟାରୀ;୧୪: ଭାଲେଣ୍ଟାଇନ୍ ଡେ” ; କେବେଠାରୁ ଏବଂ କାହିଁକି ପାଳନ ହେଉଛି ?ପଢନ୍ତୁ ପୂରା...

0
ଭୁବନେଶ୍ୱର: ଫେବୃୟାରୀ ୧୪।ଆଜି ଭାଲେଣ୍ଟାଇନ୍ ଡେ' (ପ୍ରେମ ଦିବସ)।ପ୍ରେମୀ ଯୁଗଳଙ୍କର ବହୁ ପ୍ରତିକ୍ଷୀତ ତଥା ପସନ୍ଦିତ ଦିନ।ଫେବୃୟାରୀ ୭ ତାରିଖରୁ ରୋଜ ଡେ'ରୁ ଆରମ୍ଭ ହୋଇ ଫେବୃୟାରୀ ୧୪ ତାରିଖ ଭାଲେଣ୍ଟାଇନ ଡେ"...

୨୦ରେ ଓଡ଼ିଶା ଆସିବେ ଯୋଗୀ ଆଦିତ୍ୟନାଥ : ପ୍ରେବୃୟାରୀ ମାସରେ ବିଜେପିର ହେଭିୱେଟ ଜନସଭା

0
ଭୁବନେଶ୍ୱର:ଆସନ୍ତା ଫ୍ରେବୃୟାରୀ ୨୦ ତାରିଖରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଗସ୍ତରେ ଆସିବେ।ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାଚୁଣୀଠାରେ ଯୋଗୀ ଏକ ଜନସଭାକୁ ସମ୍ବୋଧନ କରିବେ।ଏହା ସହ ସେହିଦିନ...

“ସକାଳ ସୁରଜ ସଞ୍ଜକୁ ନାହିଁ” :ଗୋଳବାଇରେ ସାମାଜିକ ନାଟକ

0
ଖୋର୍ଦ୍ଧା:ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଗ୍ରାମରେ ଚୁଡ଼ୁଙ୍ଗ ସାହି ପୂଜା କମିଟି ପକ୍ଷରୁ ଆସନ୍ତା ୧୬ ତାରିଖରେ ମଞ୍ଚସ୍ଥ ହେବ ସାମାଜିକ ନାଟକ "ସକାଳ ସୁରଜ ସଞ୍ଜକୁ ନାହିଁ"।ସପ୍ତମ ବର୍ଷ ପାଇଁ ଅନୁଷ୍ଠାନ ପକ୍ଷରୁ...

ପୁଣି ଥରେ ପ୍ରେମ ପାଇଁ ପ୍ରସ୍ତୁତ ନୁହେଁ : ନେହା କକ୍କର୍

0
ମୁମ୍ବାଇ: ଆକ୍ଟର ହିମାଂଶ କୋହଲୀଙ୍କ ସହ ବ୍ରେକ ଅପ ହେବା ପରେ ବଲିଉଡ଼ ପ୍ରସିଦ୍ଧ ଗାୟିକା ନେହା କକ୍କର୍ କହିଛନ୍ତି ଏକ ଖରାପ ଅନୁଭବ ସହ,ମୁଁ ପୁଣି ଥରେ ପ୍ରେମ ପାଇଁ ପ୍ରସ୍ତୁତ...

ଗଡ଼କରୀଙ୍କ ପାଇଁ ଚିନ୍ତିତ ଶରଦ ପାୱାର!

0
ମୁମ୍ବାଇ:ଏନସିପି ପ୍ରମୁଖ ଶରଦ ପାୱାର ମହାରାଷ୍ଟ୍ରର ସୋଲାପୁରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ପାଇଁ ଚିନ୍ତିତ ଅଟନ୍ତି।କାରଣ ଗଡ଼କରୀଙ୍କ ନାମ ନରେନ୍ଦ୍ର ମୋଦୀଙ୍କ ବିକଳ୍ପ ଭାବରେ...