Home ଓଡ଼ିଶା ନିର୍ବାଚନର ବିଗୁଲ ବାଜିବ ଚିଲିକାରୁ:ପୃଥ୍ବୀରାଜ

ନିର୍ବାଚନର ବିଗୁଲ ବାଜିବ ଚିଲିକାରୁ:ପୃଥ୍ବୀରାଜ

1165

ଭୁବନେଶ୍ୱର:ଆସନ୍ତା ୨୦ ତାରିଖରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ନାଚୁଣୀ ଗସ୍ତରେ ଆସିବେ।ଏହି ସମୟରେ ସେ ୪ଟି ଲୋକସଭା ସଂସଦୀୟ କ୍ଷେତ୍ରର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଦ୍ଧିତ କରିବେ।ଭୁବନେଶ୍ୱର,ଆସ୍କା,ବ୍ରହ୍ମପୁର ଏବଂ ପୁରୀ ସଂସଦୀୟ କ୍ଷେତ୍ରର ବୁଥ ସ୍ତରୀୟ କାର୍ଯ୍ୟକର୍ତ୍ତାମାନେ ଏଠାରେ ଉପସ୍ଥିତ ରହିବେ।ଓଡ଼ିଶାରେ ବିଜେପିର ରାଜନୈତିକ ବିଗୁଲ ଚିଲିକା ନିର୍ବାଚନ ମଣ୍ଡଳୀରୁ ଯୋଗୀ ଆଦିତ୍ୟନାଥ ଆରମ୍ଭ କରିବେ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ।/ଦେବଦତ୍ତ

https://twitter.com/odiapuanews/status/1097074081659203585

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.