Home ଓଡ଼ିଶା ଗଡ଼କରୀଙ୍କ ପାଇଁ ଚିନ୍ତିତ ଶରଦ ପାୱାର!

ଗଡ଼କରୀଙ୍କ ପାଇଁ ଚିନ୍ତିତ ଶରଦ ପାୱାର!

87

ମୁମ୍ବାଇ:ଏନସିପି ପ୍ରମୁଖ ଶରଦ ପାୱାର ମହାରାଷ୍ଟ୍ରର ସୋଲାପୁରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ପାଇଁ ଚିନ୍ତିତ ଅଟନ୍ତି।କାରଣ ଗଡ଼କରୀଙ୍କ ନାମ ନରେନ୍ଦ୍ର ମୋଦୀଙ୍କ ବିକଳ୍ପ ଭାବରେ ପ୍ରଧାନମନ୍ତ୍ରୀ ପାଇଁ କୁଆଯାଉଛି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.