Home ଅପରାଧ ଏୟାର ଷ୍ଟ୍ରାଇକର ୨ ଦିନ ପରେ ଯବାନଙ୍କ ଗୁଳିରେ ୨ ଆତଙ୍କି ନିହତ

ଏୟାର ଷ୍ଟ୍ରାଇକର ୨ ଦିନ ପରେ ଯବାନଙ୍କ ଗୁଳିରେ ୨ ଆତଙ୍କି ନିହତ

1346

ଶ୍ରୀନଗର:ବାୟୁସେନା ଦ୍ୱାରା ବାଲାକୋଟରେ ଆତଙ୍କି ସଙ୍ଗଠନ ଜୈସ-ଏ-ମୋହମ୍ମଦର ସବୁଠାରୁ ବଡ଼ ଆଡ୍ଡାକୁ ଧ୍ୱସ୍ତ କରିବାର ଦୁଇ ଦିନ ପରେ ସୁରକ୍ଷାବଳ ଜାମ୍ମୁ କାଶ୍ମୀରର ସୋପିଆଁ ଠାରେ ଦୁଇ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରି ନିହତ କରିଛନ୍ତି।ସୂଚନା ମୁତାବକ ଯେତେବେଳେ ସୁରକ୍ଷା ବଳ ସର୍ଚ୍ଚ ଅପରେସନ ଜାରି ରଖିଥିଲେ,ଦୁଇ ଆତଙ୍କି ସେମାନଙ୍କ ଉପରକୁ ଅଚାନକ ଗୁଳି ଚଳାଇବା ଆରମ୍ଭ କରି ଦେଇଥିଲେ।ପରେ ସୁରକ୍ଷାବଳଙ୍କ ପାଲଟା ଗୁଳିରେ ଦୁଇ ଆତଙ୍କି ନିହତ ହେଲେ।ଏବେ ବି ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.