Home Authors Posts by Bureau

Bureau

17661 POSTS 0 COMMENTS

ଅରୁଣ ଜେଟଲୀଙ୍କ ଚିଠି ମୋଦୀଙ୍କୁ : କହିଲେ, ଆବଶ୍ୟକ ନାହିଁ ମନ୍ତ୍ରୀ ପଦ!

0
ଜେଟଲୀଙ୍କର ଖରାପ ସ୍ୱାସ୍ଥ୍ୟର କାରଣ ଦର୍ଶାଇ କହିଲେ କି ତାଙ୍କୁ ନୂଆ ସରକାରରେ କୌଣସି ପଦର ଆବଶ୍ୟକତା ନାହିଁ ନୂଆ ଦିଲ୍ଲୀ ୨୯-୫ (ଓଡ଼ିଆ ପୁଅ) ଅରୁଣ ଜେଟଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି...

କିଏ ହେଲେ କ୍ୟାବିନେଟ୍ ମନ୍ତ୍ରୀ ଏବଂ କିଏ ହେଲେ ରାଷ୍ଟ୍ର ମନ୍ତ୍ରୀ ପଢ଼ନ୍ତୁ …

0
ଭୁବନେଶ୍ୱର ୨୮-୫ (ଓଡ଼ିଆ ପୁଅ) ଆସନ୍ତାକାଲି ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ପୂର୍ବାହ୍ନ ସାଢ଼େ ୧୦ଟାରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ। ମନ୍ତ୍ରିମଣ୍ଡଳରେ ୧୧ ଜଣ...

କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ହେବେ ମନ୍ତ୍ରୀ

0
ଭୁବନେଶ୍ୱର ୨୮-୫ (ଓଡ଼ିଆ ପୁଅ) : କାମାକ୍ଷାନଗର ଆସନରୁ ୪ର୍ଥ ଥର କ୍ରମାଗତଭାବେ ବିଜୟୀ ହୋଇଥିବା ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ନବୀନଙ୍କ ପଞ୍ଚମ ପାଳିରେ ମନ୍ତ୍ରୀ ହେବେ ବୋଲି ଜଣାପଡ଼ିଛି। ୨୦୦୪ ମସିହାରୁ...

ପ୍ରମିଳା ମଲ୍ଲିକ ସରକାରୀ ଦଳ ମୁଖ୍ୟ ସଚେତକ ହେବେ

0
ଭୁବନେଶ୍ୱର ୨୮-୫ (ଓଡ଼ିଆ ପୁଅ) ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ସରକାରୀ ଦଳ ମୁଖ୍ୟ ସଚେତକ ହେବେ ବୋଲି ଜଣାପଡ଼ିଛି। ପ୍ରମିଳା ମଲ୍ଲିକ ୧୯୯୦ ମସିହାରେ ସେ ଓଡ଼ିଶା ବିଧାନ ସଭାର ଦଶମ...

ସୂର୍ଯ୍ୟନାରାୟଣ ପାତ୍ର ହେବେ ବିଧାନସଭାର ବାଚସ୍ପତି

0
ଭୁବନେଶ୍ୱର ୨୮-୫ (ଓଡ଼ିଆ ପୁଅ) ଦିଗପହଣ୍ଡି ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର ହେବେ ବିଧାନସଭାର ବାଚସ୍ପତି। ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୂର୍ଯ୍ୟଙ୍କୁ ଫୋନ...

ଆସନ୍ତାକାଲି ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ :...

0
ଭୁବନେଶ୍ୱର ୨୮-୫ (ଓଡ଼ିଆ ପୁଅ) ନୂଆ ସରକାର ଗଢ଼ିବା ପୂର୍ବରୁ ପୁରୀ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ପୁରୀରୁ ଫେରିବା ପରେ ନିବାସରୁ ଫୋନ୍...

ଆମେ ଚାହୁଁଛୁ ରାହୁଲ ଗାନ୍ଧୀ ଆସନ୍ତା ୫୦ ବର୍ଷ ପର୍ଯ୍ୟନ୍ତ କଂଗ୍ରେସ ଅଧ୍ୟକ୍ଷ ବନି...

0
ନୂଆ ଦିଲ୍ଲୀ ୨୮-୫ (ଓଡ଼ିଆ ପୁଅ) ଭାରତୀୟ ଜନତା ପାର୍ଟୀର ନେତା ଏଚ.ବି.ଶର୍ମା ଆଜି କହିଛନ୍ତି କି ସଂସଦରେ ବିରୋଧି ଦଳ ପାଇଁ ଜାଗା ହେବା ଆବଶ୍ୟକ। ସେଥିପାଇଁ ଯଦି ରାହୁଲ ଗାନ୍ଧୀ...

ରାଜ୍ୟରେ ପ୍ରବଳ ଗରମ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା

0
ଭୁବନେଶ୍ୱର ୨୮-୫ (ଓଡ଼ିଆ ପୁଅ) ସିଜୁଛି ଓଡ଼ିଶା। ପ୍ରବଳ ଖରାରେ ଆଉଟୁପାଉଟୁ ହେଲେଣି ଲୋକେ। ସମ୍ପୂର୍ଣ୍ଣ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପଶ୍ଚିମ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ପ୍ରାୟ ସମସ୍ତ...

ଡକାୟତି ପୂର୍ବରୁ ପୁଲିସ ଜାଲରେ ୫ ଡକାୟତ

0
ରାଉରକେଲା ୨୮-୫ (ଓଡ଼ିଆ ପୁଅ/ସୁବୋଧ ନାୟକ) : ବ୍ୟାଙ୍କର ଡକାୟତି କରିବାକୁ ଉଦ୍ୟମ କରୁଥିଲେ ମାତ୍ର ସଫଳ ହେଲାଣି। ପୁଲିସ ଜାଲରେ ଧରାପଡ଼ିଛନ୍ତି ୫ କୁଖ୍ୟାତ ଡକାୟତ। ପୁଲିସ ସେମାନଙ୍କ ଠାରୁ ବିଭିନ୍ନ...

ପୀରାଗଢ଼ୀରେ ବିଜୁଳି ବଲ୍ବ ଫ୍ୟାକ୍ଟ୍ରୀରେ ନିଆଁ ଲାଗିଲା: ଦମକଳ ବିଭାଗର ୧୫ ଗାଡ଼ି ନିଆଁ...

0
ନୂଆ ଦିଲ୍ଲୀ ୨୮-୫ (ଓଡ଼ିଆ ପୁଅ) ଦିଲ୍ଲୀର ଉଦ୍ୟୋଗ ନଗର ପୀରା ଗଢ଼ୀ ନାମକ ସ୍ଥାନରେ ବିଜୁଳି ବଲ୍ବ ବନାଉଥିବା ଏକ ଫ୍ୟାକ୍ଟ୍ରୀରେ ନିଆଁ ଲାଗିଛି। ଦମକଳ ବିଭାଗର ୧୫ଟି ଗାଡ଼ି ସେଠାରେ...

ଆଇଇଡ଼ି ବିଷ୍ପୋରଣରେ ୧୧ ଯବାନ ଆହତ

0
ଝାରଖଣ୍ଡ ୨୮-୫ (ଓଡ଼ିଆ ପୁଅ) ଝାରଖଣ୍ଡରେ ସରାଯକେଲାର କୁଚାଇ ନାମକ ସ୍ଥାନରେ ବଢ଼ିଭୋର ୪:୫୩ ବେଳେ ଏକ ଆଇଇଡ଼ି (IED) ବିଷ୍ପୋରଣରେ ୮ଜଣ 20B କୋବରା (20B CoBRA) ଏବଂ ତିନି ଜଣ...

ଭୋଟର ମହାନ : ବିଧାନସଭା ପାଇଁ ୭ଟି ଯାକ ଆସନରୁ ବିଜେଡ଼ିକୁ ବିଜୟୀ କରିଥିବା...

0
ବରଗଡ଼, ୨୫/୫ - (ଓଡ଼ିଆ ପୁଅ) ଟେକ୍ଟିକାଲ ଭୋଟିଂ ବା ଯୋଜନାବଦ୍ଧ ଭୋଟିଂର ସବୁଠାରୁ ବଡ଼ ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ। ବରଗଡ଼ ଲୋକସଭା ଅନ୍ତର୍ଗତ ୭ଟି ଯାକ...

ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ୫ଟି ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘ ସଦସ୍ୟା

0
ଭୁବନେଶ୍ୱର, ୨୫/୫ (ଓଡ଼ିଆ ପୁଅ) : ବିଜୁ ଜନତା ଦଳ ପଞ୍ଚମଥର ପାଇଁ କ୍ରମାଗତ ଭାବରେ ବିଧାନସଭା ନିର୍ବାଚନ ବିପୁଳ ସଂଖ୍ୟାରେ ଜିତିବା ପରେ ସରକାର ଗଢ଼ିବାକୁ ଯାଉଥିବା ବେଳେ ଦଳର ସଭାପତି...

ସମ୍ବଲପୁର ଲୋକସଭା ଆସନରେ ପ୍ରଥମ ଥର ପାଇଁ ଜିତିଲା ବିଜେପି

0
ସମ୍ବଲପୁର, ୨୫/୫ (ଓଡ଼ିଆ ପୁଅ) ସମ୍ବଲପୁର ଲୋକସଭା ଆସନରେ ସର୍ବପ୍ରଥମ ଥର ପାଇଁ ବିଜେପିକୁ ଜିତାପଟ ମଳିଛି। ଦଳର ଦେବଗଡ଼ ବିଧାୟକ ନିତେଶ ଗଂଗଦେବ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡ଼ି ପ୍ରାର୍ଥୀ ଡ଼....

ବିଜେପିକୁ ବଡ ରାଜନୈତିକ ସମୂହ ଭାବେ ସ୍ୱୀକୃତୀ ପାଇଁ ଓଡିଶାବାସୀଙ୍କୁ ଧନ୍ୟବାଦ – ଧର୍ମେନ୍ଦ୍ର...

0
- ଓଡିଶାର ଲୋକସଭା ଓ ବିଧାନସଭା ନିର୍ବାଚନ ଫଳାଫଳ ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ - ଓଡିଶାବାସୀଙ୍କ ଜନମତ ଓ ନିଷ୍ପତିକୁ ମୁଣ୍ଡପାତି ସ୍ୱୀକାର କରୁଛି - ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ...

ନୂତନ ବିଧାୟକ ଭାବେ ନିର୍ବାଚିତ ପରେ ଅଧରାଜ ପାଣିଗ୍ରାହୀଙ୍କ ଭୋଟରଙ୍କୁ ପ୍ରତିଶ୍ରୃତି

0
ଖଡିଆଳ/ନୂଆପଡା-୨୪.୦୫.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ)ଛାତ୍ର ଜୀବନରୁ ସଂଘର୍ଷ କରି କଂଗ୍ରେସ ଦଳ ରାଜନୀତିରେ ପାଦ ଦେଇ ଦୀର୍ଘବର୍ଷ ସଂଘର୍ଷ କଳାପରେ ଚଳିତ ୨୦୧୯ ସାଧାରଣ ନିର୍ବାଚନରେ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି...

ବିଧାନସଭା ଆସନ: କେଉଁଠୁ କିଏ ବିଜୟୀ

0
ଭୁବନେଶ୍ୱର ୨୩-୫ (ଓଡ଼ିଆ ପୁଅ) କେଉଁ ବିଧାନସଭା ଆସନରୁ କିଏ ବିଜୟୀ ହୋଇଛନ୍ତି ଦେଖନ୍ତୁ ତାଲିକା ... ହିଞ୍ଜିଳି - ନବୀନ ପଟ୍ଟନାୟକ - ବିଜେଡି ବିଜେପୁର - ନବୀନ ପଟ୍ଟନାୟକ - ବିଜେଡି ଖଣ୍ଡପଡ଼ା -...

ଏଭରେଷ୍ଟ ଆରୋହୀ କଳ୍ପନା ଦାଶଙ୍କ ପରଲୋକ

0
ଭୁବନେଶ୍ୱର ୨୩-୫ (ଓଡ଼ିଆ ପୁଅ) ଏଭରେଷ୍ଟ ଆରୋହୀ କଳ୍ପନା ଦାସଙ୍କ ପରଲୋକ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ଏଭରେଷ୍ଟ ଚଢ଼ିବା ପାଇଁ ଯାଇଥିଲେ କଳ୍ପନା। ତେବେ ଏହି ଦୁଃଖ ଖବର ଆଜି ପହଁଚିଛି।...

ବେଗୁନିଆପଡ଼ା ବ୍ଳକ ମାଟ୍ରିକ ଟପ୍ପର ହେଲେ ରାଜେଶ ପଣ୍ଡା

0
କୋଦଳା :୨୨/୦୫ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ )ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି ଏବଂ ଚଳିତ ବର୍ଷ ମଧ୍ୟ ଛାତ୍ରକଂ ତୁଳନାରେ ଛାତ୍ରୀଙ୍କ ପ୍ରଦର୍ଶନ ଭଲ ରହିଥିବା ଜଣାପଡ଼ିଛି ।ବେଗୁନିଆପଡ଼ା...

ସିଂହାସନ ଅପେକ୍ଷାରେ : ସୁନ୍ଦରଗଡ଼ ଏମପି ଜୁଏଲ, ରାଉରକେଲା ଏମଏଲଏ ସାରଦା!

0
ରାଉରକେଲା ୨୨-୫ : (ଓଡ଼ିଆ ପୁଅ/ସୁବୋଧ ନାୟକ) ଆସନ୍ତାକାଲି ମେ’୨୩ ତାରିଖ ସମସ୍ତ ରାଜନୈତିକ ଦଳ, ପ୍ରାର୍ଥୀ ଓ କର୍ମୀଙ୍କ ପାଇଁ ଏକ ଚିରସ୍ମରଣୀୟ ଦିନ ହୋଇ ରହିବ। ନିଜ ରାଜନୈତିକ କ୍ୟାରିୟରର...