Home ଓଡ଼ିଶା ମୋଦୀ ସରକାର ୨.୦ : ଓଡ଼ିଶାରୁ ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ ହେବେ : ଧର୍ମେନ୍ଦ୍ର...

ମୋଦୀ ସରକାର ୨.୦ : ଓଡ଼ିଶାରୁ ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ ହେବେ : ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ

2238

ନୂଆ ଦିଲ୍ଲୀ ୩୦-୫ (ଓଡ଼ିଆ ପୁଅ) : ମୋଦୀ ସରକାରଙ୍କର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଯାଉଛନ୍ତି ଦୁଇଜଣ ଓଡ଼ିଆ। ଅବଶ୍ୟ ଚର୍ଚ୍ଚାରେ ଥିବା ଅପରାଜିତା ଷଡ଼ଙ୍ଗୀ ଏବଂ ପୂର୍ବତନ ମନ୍ତ୍ରୀ ଜୁଏଲ ଓରାମଙ୍କର ବିଷୟରେ ବିଶେଷ ସ୍ପଷ୍ଟ ଖବର ହସ୍ତଗତ ହୋଇପାରିନାହିଁ। କିନ୍ତୁ ବର୍ତ୍ତମାନ ମିଳିଥିବା ଖବର ଅନୁଯାୟୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଢ଼ଙ୍ଗୀଙ୍କୁ ମୋଦୀ କ୍ୟାବିନେଟ୍‌ରେ ସ୍ଥାନ ମିଳିଥିବାର ଖବର ଆସୁଛି। ତେବେ ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଫୋନ୍‌ କଲ୍‌ ମିଳିସାରିଛି ବୋଲି ଜଣା ପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.