Home ଓଡ଼ିଶା ନବୀନଙ୍କ ନୂଆ ମନ୍ତ୍ରୀ ମଣ୍ଡଳ: ଜାଣନ୍ତୁ କିଏ କେଉଁ ବିଭାଗର ମନ୍ତ୍ରୀ ହେଲେ

ନବୀନଙ୍କ ନୂଆ ମନ୍ତ୍ରୀ ମଣ୍ଡଳ: ଜାଣନ୍ତୁ କିଏ କେଉଁ ବିଭାଗର ମନ୍ତ୍ରୀ ହେଲେ

5508

ଭୁବନେଶ୍ୱର ୨୯-୫ (ଓଡ଼ିଆ ପୁଅ) : ଆଜି ପଞ୍ଚମଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନବୀନଙ୍କ ନୂଆମନ୍ତ୍ରୀମଣ୍ଡଳରେ ୨୦ ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ କ୍ୟାବିନେଟ ଓ ୯ ଜଣଙ୍କୁ ରାଷ୍ଟ୍ର ମନ୍ତ୍ରୀପଦ ମିଳିଛି। ତେବେ ଜାଣନ୍ତୁ କାହାକୁ କେଉଁ ବିଭାଗର ଦାୟୀତ୍ତ୍ୱ ମିଳିଲା।
– ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ – ଗୃହ ଓ ସାଧାରଣ ପ୍ରଶାସନ ବିଭାଗ
କ୍ୟାବିନେଟ ମନ୍ତ୍ରୀ ଭାବେ
– ପ୍ରଫୁଲ୍ଲ ମଲ୍ଲିକ – ଖଣି, ଇସ୍ପାତ ଓ ଶିଳ୍ପ,
– ବିକ୍ରମ ଆରୁଖ – ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ବିଭାଗ
– ନିରଞ୍ଜନ ପୂଜାରୀ – ଅର୍ଥ ଓ ଅବକାରୀ ବିଭାଗ
– ରଣେନ୍ଦ୍ର ପ୍ରତାପ ସ୍ୱାଇଁ – ଖାଦ୍ୟ ଓ ଯୋଗାଣ, ସମବାୟ ବିଭାଗ
– ଅରୁଣ କୁମାର ସାହୁ – କୃଷି, ମତ୍ସ୍ୟ, ପଶୁସଂପଦ ଏବଂ ଉଚ୍ଚଶିକ୍ଷା ବିଭାଗ
– ଟୁକୁନି ସାହୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ
– ପ୍ରତାପ ଜେନା – ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ ବିଭାଗ
– ସୁଦାମ ମାରାଣ୍ଡି – ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
– ପଦ୍ମନାଭ ବେହେରା – ବାଣିଜ୍ୟ ଓ ପରିବହନ, ଯୋଜନା ଓ ସମନ୍ନୟ
– ସୁଶାନ୍ତ ସିଂଙ୍କୁ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ
– ନବକିଶୋର ଦାସ – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀପଦ ମିଳିଥିବା ବେଳେ

ରାଷ୍ଟ୍ରମନ୍ତ୍ରୀ ଭାବେ
– ପଦ୍ମିନୀ ଦିଆନ୍‌ – ହସ୍ତ ଓ ବୟନ ଶିଳ୍ପ,
– ଅଶୋକ ପଣ୍ଡା – ବିଜ୍ଞାନ ଓ କାରିଗରୀ, ପବ୍ଲିକ୍ ଏଣ୍ଟର ପ୍ରାଇଜର୍ସ
– ସମୀର ରଞ୍ଜନ ଦାଶ – ସ୍କୁଲ ଓ ଗଣଶିକ୍ଷା ବିଭାଗ
– ଦିବ୍ୟଶଙ୍କର ମିଶ୍ର – ଶକ୍ତି, ଶିଳ୍ପ
– ଜ୍ୟୋତିପ୍ରକାଶ ପାଣିଗ୍ରାହୀ – ପର୍ଯ୍ୟଟନ, ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ
– ପ୍ରେମାନନ୍ଦ ନାୟକ – ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା
– ରଘୁନନ୍ଦନ ଦାସ – ଜଳ ସଂପଦ ଏବଂ ସୂଚନା ଓ ଲୋକସଂପର୍କ
– ତୁଷାରକାନ୍ତି ବେହେରା – କ୍ରୀଡ଼ା ଓ ଯୁବସେବା
– ଜଗନ୍ନାଥ ସାରକାଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗର ମନ୍ତ୍ରୀ ଦାୟିତ୍ୱ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.