Home ଓଡ଼ିଶା ସୁଷମା ସ୍ୱରାଜ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ ନାହିଁ!

ସୁଷମା ସ୍ୱରାଜ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ ନାହିଁ!

1132

ନୂଆ ଦିଲ୍ଲୀ ୩୦-୫ (ଓଡ଼ିଆ ପୁଅ) ମୋଦୀ ସରକାର ୨.୦ ରେ ସୁଷମା ସ୍ୱରାଜ ମନ୍ତ୍ରୀ ହେବେ ନାହିଁ ବୋଲି ଜଣାପଡ଼ିଛି। ସୁଷମା ସ୍ୱରାଜ ରାଷ୍ଟ୍ରପତି ଭବନରେ ପହଁଚି ସାରିବା ପରେ ସେ ଦର୍ଶକଙ୍କ ଗହଣରେ ବସିଥିବାର ଦେଖାଯାଇଛି। ଅର୍ଥାତ୍ ଏଥିରୁ ଅଟକଳ ଲଗାଯାଉଛିଯେ, ମୋଦା ସରକାରଙ୍କର ନୂଆ ମନ୍ତ୍ରୀ ମଣ୍ଡଳରେ ସୁଷମା ସ୍ୱରାଜ ମନ୍ତ୍ରୀ ପଦର ଶପଥ ନ ନେଇ ପାରନ୍ତି।

ଅପର ପକ୍ଷରେ ସୂଚନା ଯୋଗ୍ୟଯେ, ପୂର୍ବତନ ବିଦେଶ ସଚିବ ଏସ. ଜୟଶଙ୍କର ପ୍ରଧାନ ମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିଥିବା ଜଣାପଡ଼ିଛି। ଅଟକଳ ଲଗାଯାଉଛିଯେ, ସେ ମୋଦୀ ସରକାର ୨.୦ ରେ କେନ୍ଦ୍ର ମନ୍ତ୍ରୀ ହେଇପାରନ୍ତି। ତାଙ୍କୁ ବିଦେଶ ମନ୍ତ୍ରଣାଳୟର କାର୍ଯ୍ୟଭାର ଦିଆଯାଇପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.