Home ଓଡ଼ିଶା କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ହେବେ ମନ୍ତ୍ରୀ

କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ହେବେ ମନ୍ତ୍ରୀ

596

ଭୁବନେଶ୍ୱର ୨୮-୫ (ଓଡ଼ିଆ ପୁଅ) : କାମାକ୍ଷାନଗର ଆସନରୁ ୪ର୍ଥ ଥର କ୍ରମାଗତଭାବେ ବିଜୟୀ ହୋଇଥିବା ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ନବୀନଙ୍କ ପଞ୍ଚମ ପାଳିରେ ମନ୍ତ୍ରୀ ହେବେ ବୋଲି ଜଣାପଡ଼ିଛି। ୨୦୦୪ ମସିହାରୁ କାମାକ୍ଷାନଗର ଆସନରୁ ସେ ଲଗାତର ୩ ଥର ଜିତିଆସିଛନ୍ତି। ଶ୍ରୀ ମଲ୍ଲିକ ଏଥର ପୁଣି ବିଜୟୀ ହୋଇଛନ୍ତି। ସେ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ଶତ୍ରୁଘ୍ନ ଜେନାଙ୍କୁ ପରାସ୍ତ କରିଛନ୍ତି। ସେ ନବୀନଙ୍କ ଚତୁର୍ଥ ପାଳିରେ ମନ୍ତ୍ରୀ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.