Home ଓଡ଼ିଶା ମୋଦୀଙ୍କ କ୍ୟାବିନେଟ୍ ୨.୦ : ସାମ୍ଭାବ୍ୟ ମନ୍ତ୍ରୀ ତାଲିକା

ମୋଦୀଙ୍କ କ୍ୟାବିନେଟ୍ ୨.୦ : ସାମ୍ଭାବ୍ୟ ମନ୍ତ୍ରୀ ତାଲିକା

2165

ନୂଆ ଦିଲ୍ଲୀ ୩୦-୫ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦ୍ୱିତୀୟ କାର୍ଯ୍ୟକାଳ ପାଇଁ କ୍ୟାବିନେଟରେ

– ରବିଶଙ୍କର ପ୍ରସାଦ

–  ସଦାନନ୍ଦ ଗୌଡ଼ା

–  ପୀୟୁଷ ଗୋୟଲ

–  ପ୍ରକାଶ ଜାବେଡ଼କର

–  ଜି କିଶନ ରେଡ୍ଡୀ

-ମୁଖ୍ତାର ଅବ୍ବାସ ନକବୀ

– ଅର୍ଜୁନ ମେଘୱାଲ

-ବାବୁଲ ସୁପ୍ରିୟୋ

– ରାଜନାଥ ସିଂହ

–  ସ୍ମୃତି ଈରାନୀ

–  ନିତିନ ଗଡକରୀ

–  ନିର୍ମଲା ସୀତାରମଣ

–  ପ୍ରକାଶ ଜାଭଡ଼େକର

–  ରବିଶଙ୍କର ପ୍ରସାଦ

– ଅନୁପ୍ରିୟା ପଟେଲ

–  ନରେନ୍ଦ୍ର ସିଂହ ତୋମର

–  ଧର୍ମେନ୍ଦ୍ର ପ୍ରଧାନ

–  ଜେପି ନଡ୍ଡା

–  ଗିରିରାଜ ସିଂହ

–  ଆରକେ ସିଂହ

–  ରାଜ୍ୟବର୍ଦ୍ଧନ ସିଂହ ରାଠୌର

–  ଅର୍ଜୁନ ସିଂହ

–  ଗଜେନ୍ଦ୍ର ସିଂହ ଶେଖାୱତ

–  ରାମଦାସ ଆଠୱଲେ

– କିରେନ ରିଜିଜୂ

–  ଗୁଜରାତ ସାଂସଦ ପୁରୁଷୋତ୍ତମ ରୁପାଲା

–  ମନସୁଖ ମାଣ୍ଡବୀୟା

–  ବାରମେଡରୁ ସାଂସଦ କୈଲାଶ ଚୌଧୁରୀ

–  AIADMK ରୁ ରବୀଦ୍ରନ

–  ରାଓ ଇନ୍ଦ୍ରଜୀତ

–  ହରସିମରତ କୌର

–  ପ୍ରହଲାଦ ଜୋଶୀ

–  ରାଜନାଥ ସିଂହ

–  ନିର୍ମଲା ସୀତାରମଣ

–  ସିକନ୍ଦରାବାଦରୁ ସାଂସଦ କିଶନ ରେଡ୍ଡୀ

–  ସୁରେଶ ଅଂଗଦୀ

–  ଡକ୍ଟର ଜିତେଂଦ୍ର ସିଂହ

–  ରାମଦାସ ଅଠାବଲେ

– ସୁରେଶ ଅଂଗାଡୀ

–  ଅର୍ଜୁନ ରାମ ମେଘବାଲ

–  ସଦାନନ୍ଦ ଗୌଡ଼ା

-ହୋଶିୟାରପୁରରୁ ସାଂସଦ ସୋମ ପ୍ରକାଶ

–  ପ୍ରହ୍ଲାଦ ଜୋଶୀ

–  ଉତ୍ତରାଖଣ୍ଡରୁ ସାଂସଦ ରମେଶ ପୋଖରିୟାଲ ନିଶଙ୍କ

–  ଅନୁପ୍ରିୟା ପଟେଲ

–  ବିହାରରୁ ସାଂସଦ ନିତ୍ୟାନନ୍ଦ ରାୟ

–  ଥାବର ଚନ୍ଦ ଗହଲୋତ

–  ନରେନ୍ଦ୍ର ସିଂହ ତୋମର

–  ଗୁଜରାତ ସାଂସଦ ମନସୁଖ ମାଣ୍ଡଭିୟା

–  ପଶ୍ଚିମ ବଂଗରୁ ଦେବୋଶ୍ରୀ ଚୌଧରୀ

–  ଜେଡିୟୁରୁ ଆରସିପି ସିଂହ

–  ଏଲଜେପିରୁ ରାମବିଳାସ ପାସୱାନ

– ଶିବସେନାରୁ ଅରବିନ୍ଦ ସାୱନ୍ତ

– ଅର୍ଜୁନ୍ ମୁଣ୍ଡା
– ମନସୁଖ ବସୱା

-ସନ୍ତୋଷ ଗଙ୍ଗୱାର

– ଦିଲ୍ଲିପ ଘୋଷ
– ଅନୁପ୍ରିୟା ପଟେଲ୍
– ଜୟନ୍ତ ସିହ୍ନା

– ନିରଞ୍ଜନ ଜ୍ୟୋତି
– ନିତ୍ୟାନନ୍ଦ ରାୟ

– ପ୍ରତାପ ଷଢ଼ଙ୍ଗୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶପଥ ନେବା ପୂର୍ବରୁ ଏମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗୁରୁବାର ସକାଳେ ମନ୍ତ୍ରୀମାନଙ୍କର ନାମ ଉପରେ ଫାଇନାଲ୍ ଚର୍ଚ୍ଚା କରିବା ପାଇଁ ୯୦ ମିନଟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତକରି ଥିଲେ।ସୂତ୍ର ଅନୁଯାୟୀ ଏଥର ମୋଦୀ ସରକାରଙ୍କର କ୍ୟାବିନେଟରେ କିଛି ବଡ଼ ଚେହେରାଙ୍କୁ ମଧ୍ୟ ଯାଗା ମିଳିପାରେ। ମଧ୍ୟ ଫୋନ ଆସିଛି।ପିଏମ ମୋଦୀ ଆଜି ସଂଧ୍ୟା ୪:୩୦ ମି ସମୟରେ ନିଜ ଆବାସରେ ସମ୍ଭାବିତ ମନ୍ତ୍ରୀମାନଙ୍କ ସହିତ ସାକ୍ଷାତ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.