Bureau
କାନ୍ଥ ଭୁଷୁଡ଼ିଲା: ୧୫ ମୃତ: ଅନେକ ଦବି ରହିଛନ୍ତି
ପୁଣେ ୨୯-୬ (ଓଡ଼ିଆ ପୁଅ) ମହାରାଷ୍ଟ୍ରର ପୁଣେରେ ଶନିବାର ସକାଳେ ଭୟଙ୍କର ଦୁର୍ଘଟଣା ହୋଇଯାଇଛି। କୋଣ୍ଢବା ନାମକ ସ୍ଥାନରେ କାନ୍ଥ ଭୁଷୁଡ଼ି ପଡ଼ିବାରୁ ୧୫ଜଣ ଲୋକ ଦବିଯିବାରୁ ମୃତ୍ୟୁ ହୋଇଯାଇଛି। ଏହି ଦୁର୍ଘଟଣାରେ...
ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ରୋଗୀଙ୍କ ସହ ଛଅ ଆହତ
ସମ୍ବଲପୁର, ୨୮/୬ (ଓଡ଼ିଆ ପୁଅ) - ସମ୍ବଲପୁର ଜିଲ୍ଲାର ୫୪ ନମ୍ବର ଜାତୀୟ ରାଜପଥର ଯୁଯୁମୁରା ଥାନା ଅନ୍ତର୍ଗତ ହାତୀବାଡ଼ି ଠାରେ ଏକ ଟ୍ରକ ଧକ୍କା ଦେବାରୁ ଆମ୍ବୁଲେନ୍ସ ଓ ବାଇକର ଛଅ...
ବିଜେପି ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚାର ସଦସ୍ୟତା ଅଭିଯାନ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର ୨୮/୦୬ (ଓଡ଼ିଆ ପୁଅ) : ଆସନ୍ତା ଜୁଲାଇ ୬ ତାରିଖରୁ ବିଜେପି ସଦସ୍ୟତା ଅଭିଯାନ ଆରମ୍ଭ ହେବ। ସମାଜର ସମସ୍ତ ବର୍ଗର ଲୋକଙ୍କୁ ଏହି ସଦସ୍ୟତା ଅଭିଯାନରେ ସାମିଲ କରାଯାଇ ଦଳର...
ଆନ୍ଧ୍ରର ପୋଲାଭରମ୍ପ୍ରକଳ୍ପ ପାଇଁ ମାଲକାନଗିରି ଆଦିବାସୀ ଉପେକ୍ଷିତ: କେନ୍ଦ୍ର ପରିବେଶ ବିଭାଗର ୨ବର୍ଷ ପୁନଶ୍ଚ...
ଭୁବନେଶ୍ୱର, ୨୮/୬ (ଓଡ଼ିଆ ପୁଅ) : ଆନ୍ଧ୍ର ପୋଲାଭରମ୍ପ୍ରକଳ୍ପ ନିର୍ମାଣ ଉପରେ ଦିଆଯାଇଥିବା ସ୍ଥଗିତାଦେଶକୁ ନିକଟରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଦେକର ପ୍ରତ୍ୟାହାର କରିନେଇ ପୁନଶ୍ଚ କାର୍ଯ୍ୟ ଆଗେଇ ନେବାକୁ ୨ବର୍ଷ ସମୟ ଦେଇଥିବାରୁ...
ଓଡ଼ିଶା ବଜେଟ୍ ୨୦୧୯-୨୦ କୃଷି ଓ ବେକାରୀ ସମସ୍ୟା ସମାଧାନରେ ସମର୍ଥ ନୁହେଁ :...
ଭୁବନେଶ୍ୱର, ୨୮ା୦୬ (ଓଡ଼ିଆ ପୁଅ) : ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ୨୦୧୯-୨୦ ମସିହା ପାଇଁ ବିଧାନସଭାରେ ୧ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ କରାଯାଇଛି। ଅର୍ଥମନ୍ତ୍ରୀ ସ୍ୱତନ୍ତ୍ର...
ସମ୍ବଲପୁର ଜିଲ୍ଲାରେ ଡ଼ାଲୁଅ ଋତୁରେ ବମ୍ପର ପରିମାଣର ଧାନ ସଂଗୃହୀତ: ପ୍ରାୟ ୨୫୮ କୋଟି...
ସମ୍ବଲପୁର, ୨୮/୦୬ (ଓଡ଼ିଆ ପୁଅ) - ସମ୍ବଲପୁର ଜିଲ୍ଲାରେ ୨୦୧୮-୧୯ ରବି ଋତୁର ଧାନ ସଂଗ୍ରହ କାର୍ଯ୍ୟ ସମ୍ପୂର୍ନ ହୋଇଛି। ଏଥର ପୂର୍ବ ବର୍ଷ ଅପେକ୍ଷା ଅଧୀକ ଧାନ ସଂଗୃହୀତ ହୋଇଛି। ପ୍ରାପ୍ତ...
ସମ୍ବଲପୁର ଜିଲ୍ଲାରେ ୧ ଲକ୍ଷ ୯୪ ହଜାର ହେକ୍ଟର ଜମିରେ ଖରିଫ ଫସଲ କରଯିବ...
ସମ୍ବଲପୁର, ୨୮/୬ (ଓଡ଼ିଆ ପୁଅ) - ସମ୍ବଲପୁର ଜିଲ୍ଲାରେ ଜୁନ୍ ମାସରେ ସ୍ୱାଭାବିକ ଠାରୁ କମ୍ ବର୍ଷା ଓ ଏଥିରେ ଅନିୟମିତତା ଯୋଗୁଁ ଚାଷୀମାନେ ଚିନ୍ତାରେ ପଡ଼ିଥିବା ବେଳେ ଜୁଲାଇ ମାସରେ ଭଲ...
ଚଳିତ ରାଜ୍ୟ ବଜେଟ କେନ୍ଦ୍ରୀୟ ଅନୁଦାନ ଉପରେ ନିର୍ଭରଶୀଳ :ବିଜେପି
- ଚଳିତ ବଜେଟ ହେଉଛି ଏକ ନୈରାଶ୍ୟ ଜନକ
- ଚଳିତ ବଜେଟରେ କିଛି ନୂତନତ୍ୱ ନାହିଁ
- ରାଜ୍ୟର ନିଜସ୍ୱ ଆୟ ହେଉଛି ୪୫, ୫୦୦ କୋଟି ଯାହା କେନ୍ଦ୍ରୀୟ ଅନୁଦାନ ଠାରୁ ୨୪,...
ସମ୍ବଲପୁର ଆକାଶବାଣୀ କେନ୍ଦ୍ରରେ ହିନ୍ଦୀ କର୍ମଶାଳା
ସମ୍ବଲପୁର, ୨୮/୬ (ଓଡ଼ିଆ ପୁଅ) - ଭାରତ ସରକାରଙ୍କ ଗୃହମନ୍ତ୍ରଣାଲୟର ରାଜଭାଷା ବିଭାଗର ନିର୍ଦ୍ଦେଶକ୍ରମେ ସରକାରୀ କାର୍ଯ୍ୟରେ ହିନ୍ଦୀ ଭାଷାର ବହୁଳ ପ୍ରୟୋଗ ଉଦ୍ଦେଶ୍ୟରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ହିନ୍ଦୀ କର୍ମଶାଳା ଆଜି...
ପାଇକ ସଂଗଠନ ସମୂହର ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେଲେ କେନ୍ଦ୍ରମନ୍ତ୍ରୀ
ଓଡିଶାର ବିନା ନେତୃତ୍ୱରେ ଭାରତ ସମୃଦ୍ଧଶାଳୀ ହେବା ଅସମ୍ଭବ - ଧର୍ମେନ୍ଦ୍ର ପ୍ରଧାନ
- ଓଡିଆ ଦୁଃସାହସୀ ଯୁବକ କଳିଙ୍ଗ ଯୁଦ୍ଧ ଓ ପାଇକ ବିଦ୍ରୋହର ନେତୃତ୍ୱ ନେଇଥିଲା
- ଚଳିତ ନିର୍ବାଚନର ବଳିଦାନ ୨୦୦...
ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ବ୍ୟାପକ ଠକାମୀ, ଆର୍ଥିକ ଅନିୟମିତା ଏବଂ ହରିଲୁଟ୍ ହୋଇଛି
– ନାବାର୍ଡ଼ ତଦନ୍ତ ରିପୋର୍ଟ
ଭୁବନେଶ୍ୱର, ତା ୨୮.୦୬.୨୦୧୯ (ଓଡ଼ିଆ ପୁଅ) : ରାଜ୍ୟ ସମବାୟ ବ୍ୟାଙ୍କରେ ବ୍ୟାପକ ଜାଲିଆତି, ଠକାମୀ ଏବଂ ଅନିୟମିତତା ଯୋଗୁଁ ୬୦୦ କୋଟି ଟଙ୍କାର ଲୁଟ୍ ହୋଇଛି ବୋଲି...
ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର ୨୮-୬ (ଓଡ଼ିଆ ପୁଅ) : ଓଡ଼ିଶାବାସୀଙ୍କ ଆଶାନୁରୂପ ବଜେଟ, ପୂର୍ଣ୍ଣାଙ୍ଗ ବଜେଟ ପ୍ରତିଫଳିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ବଜେଟରେ ‘କାଳିଆ’ ଯୋଜନା ଏବଂ ମହିଳାଙ୍କ...
ସେବାଦଳ ଲୋକଙ୍କ ମୌଳିକ ଅଧିକାର ପାଇଁ ଲଢେଇ କରିବ: କଂଗ୍ରେସ ସେବାଦଳର ରାଜ୍ୟସ୍ତରୀୟ ସମ୍ମିଳନୀରେ...
ଭୁବନେଶ୍ୱର ତା ୨୮.୬ (ଓଡ଼ିଆ ପୁଅ) - କଂଗ୍ରେସ ସେବାଦଳ ଦେଶର ସର୍ବ ପୁରାତନ ସଂଗଠନ। ସ୍ୱାଧିନତା ପୂର୍ବ ଓ ପରବର୍ତ୍ତୀ ସମୟରେ ସେବାଦଳ ଲୋକମାନଙ୍କର ଅଧିକାର ପାଇଁ ସଦାସର୍ବଦା ସ୍ୱର ଉତୋଳନ...
ଓଡ଼ିଶାର କଳିଙ୍ଗ ନଗରଠାରେ ଏକ ଜାତୀୟ ନିବେଶ ଏବଂ ଉତ୍ପାଦନ ଜୋନ୍ ପ୍ରତିଷ୍ଠାକୁ ଅନୁମୋଦନ
ନୂଆ ଦିଲ୍ଲୀ ୨୮-୬ (ଓଡ଼ିଆ ପୁଅ) ଓଡ଼ିଶାର ଯାଜପୁର ଜିଲ୍ଲାର କଳିଙ୍ଗ ନଗର ଠାରେ ଏକ ଜାତୀୟ ନିବେଶ ଏବଂ ଉତ୍ପାଦନ ଜୋନ (ଏନଆଇଏମଜେଡ) ପ୍ରତିଷ୍ଠାକୁ କେନ୍ଦ୍ର ସରକାର ଚୁଡ଼ାନ୍ତ ମଞ୍ଜୁରି ଦେଇଛନ୍ତି।...
ଆସ୍ଥା ଫାଉଣ୍ଡେସନ ଓଡ଼ିଶାରେ ଲଗାଇବ ଏକଲକ୍ଷ ଗଛ
ଭୁବନନେଶ୍ୱର ୨୮. ୬ (ଓଡ଼ିଆ ପୁଅ) ସମ୍ପ୍ରତି ଫନି ବାତ୍ୟାରେ ଓଡ଼ିଶାର ଗଛବୃକ୍ଷମାନଙ୍କର ବ୍ୟାପକ କ୍ଷତି ହୋଇଥିବାରୁ ପରିବେଶ ସନ୍ତୁଳନ ପାଇଁ ‘ଆସ୍ଥା ଫଣ୍ଡେସନ’ ରାଜ୍ୟରେ ଏକ ଲକ୍ଷ ବୃକ୍ଷରୋପଣ କରିବାକୁ ସଙ୍କଳ୍ପ...
କାଳିଆ ଯୋଜନାରେ ଉପକୃତ ହେବେ ୭୫ ଲକ୍ଷ ଚାଷୀ
ଭୁବନେଶ୍ୱର ୨୮-୬ (ଓଡ଼ିଆ ପୁଅ) ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଆଜି ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କୃଷିରୁ ଆରମ୍ଭ କରିଛନ୍ତି ବଜେଟ୍...
୨୦୧୯-୨୦ ଆର୍ଥିକ ବର୍ଷ ଲାଗି ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ
ଭୁବନେଶ୍ୱର ୨୮-୬ (ଓଡ଼ିଆ ପୁଅ) ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଆଜି ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କୃଷିରୁ ଆରମ୍ଭ କରିଛନ୍ତି ବଜେଟ୍...
ବିଜେପିର ମହିଳା କାର୍ଯ୍ୟକର୍ତ୍ତା ଏବଂ ତାଙ୍କର ପୁଅକୁ ଘର ପଶି ଗୁଳି ମାରିଲେ
ନୂଆ ଦିଲ୍ଲୀ ୨୮-୬ (ଓଡ଼ିଆ ପୁଅ) ଦିଲ୍ଲୀରେ ବିଜେପିର ମହିଳା କାର୍ଯ୍ୟକର୍ତ୍ତା ଏବଂ ତାଙ୍କର ପୁଅକୁ ଘରେ ପଶି ଗୁଳିମାରିଛନ୍ତି ଦୁର୍ବୃତ୍ତ। ଏଥିରେ ଦୁଇଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଁଣାସ୍ଥଳରେ ପୁଲିସ...
ଚୋରି ହୋଇଥିବା ବାଇକ ଉଦ୍ଧାର, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ
ବଡ଼ବିଲ, ତା ୨୬ ଜୁନ (ଓଡ଼ିଆ ପୁଅ/ସୀତାରାମ ଦିକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ରାସ୍ତାରୁ ଗତ ସୋମବାର ଚୋରି ହୋଇଥିବା ବାଇକକୁ ପୋଲିସ ଉଦ୍ଧାର କରି ଘଟଣାରେ...
ପାରିବାରିକ କଳହକୁ ନେଇ ସ୍ତ୍ରୀକୁ କଟୁରୀରେ ଆକ୍ରମଣ କରି ବିଷ ପିଇ ଆତ୍ମହତ୍ୟା କଲେ...
ବଡ଼ବିଲ, ତା ୨୬ ଜୁନ (ଓଡ଼ିଆ ପୁଅ/ସୀତାରାମ ଦିକ୍ଷିତ)କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବାରିଗାଁରେ ଘଟିଛି ଏଭଳି ଅଭାବନିୟ ଘଟଣା। ଗ୍ରାମର ୬୫ବର୍ଷୀୟ ବୃଦ୍ଧ ନବଘନ ସାହୁ ଗତକାଲି ବିଳମ୍ବିତ ରାତିରେ ପାରିବାରିକ...