Bureau
ଏହି ବଜେଟ ଦେଶର ସମସ୍ତ ବର୍ଗଙ୍କ ଆଶା, ବିଶ୍ୱାସ ଓ ଆକାଂକ୍ଷା ପୂରା କରିବା...
କେନ୍ଦ୍ର ବଜେଟ ୨୦୧୯ ପ୍ରସଙ୍ଗରେ
- ମୋଦି ସରକାରଙ୍କର ଦ୍ୱିତୀୟ ପାଳିର ପ୍ରଥମ ଆର୍ଥୀକ ବଜେଟ ଆମ ଦେଶର ଆର୍ଥୀକ ପ୍ରଗତିକୁ ଆଗେଇ ନେବା ଭଳି ଏକ କ୍ରାନ୍ତିକାରି ବଜେଟ
- ମୋଦିଜୀଙ୍କର ନୁଆ ଭାରତର...
ଦୁବାଇରେ ରଥଯାତ୍ରା
ଦୁବାଇ ୬-୭ (ଓଡ଼ିଆ ପୁଅ) ଓଡ଼ିଆ ସମାଜ ୟୁ.ଏ.ଇ ଅନୁକୁଲ୍ୟରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ୍ୟ ବହୁ ଆଡମ୍ବରରେ ପାଳନ...
କେନ୍ଦ୍ର ବଜେଟ୨୦୧୯-୨୦ର ମୁଖ୍ୟାଂଶ
ନୂଆଦିଲ୍ଲୀ ୬-୭ (ଓଡ଼ିଆ ପୁଅ) କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ତାଙ୍କର ପ୍ରଥମ ବଜେଟ ଅଭିଭାଷଣ ରଖିବା ସହିତ ସଂସଦରେ ୨୦୧୯-୨୦ ବର୍ଷ ଲାଗି ସାଧାରଣ...
ସମ୍ବଲପୁର ଜିଲ୍ଲାର ଗ୍ରାମାଂଚଳରେ ୧୦୪୭ ଟି କୂଅ ଖୋଲାଯିବ
ସମ୍ବଲପୁର, ୬/୭ (ଓଡ଼ିଆ ପୁଅ) ଆବଶ୍ୟକ ବେଳେ ଚାଷ ଜମିକୁ ପାଣି ମଡ଼ାଇବା ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକରେ ୧, ୦୪୭ଟି କୂଅ ଖୋଲାଯିବ। ୨୦୧୮-୧୯ ବର୍ଷରେ ଏହି ଯୋଜନା କାର୍ଯ୍ୟକାରୀ କରିବା...
ହାଇଟେକ ଯୁଗରେ ଦେଖିବାକୁ ମିଳୁନି ବହୁରୂପୀଙ୍କ କମାଲ
ରାଉରକେଲା ୬-୭ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଫୁରସତ୍ ସମୟରେ ମନୁଷ୍ୟ ନିଜ ମନ ପ୍ରଫୁଲିତ କରିବା ଖୋଜେ ନାନା ସାଧନ। ସେ ରଙ୍ଗୀନ ଟେଲିଭିଜନର ପରଦା ହେଉ ଅବା ରେଡିଓରୁ ଭାସି...
ପାଟକୁରା ନିର୍ବାଚନ: ଧର୍ମକୁ ଆଖିଠାର
ଭୁବନେଶ୍ୱର ୬ ଜୁଲାଇ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଚଳିତ ମାସ କୋଡ଼ିଏ ତାରିଖରେ ହେବାକୁ ଯାଉଛି ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ। ୨୪ ତାରିଖ ଦିନ ହେବ ଭୋଟ ଗଣତି। ଏଠାରେ...
ବଜେଟରେ ବିମାନ ଚଳାଚଳ, ମିଡିଆ ଏବଂ ବୀମା କ୍ଷେତ୍ରରେ ବୈଦେଶିକ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ବୃଦ୍ଧି...
- ବୀମା ମଧ୍ୟସ୍ଥଙ୍କ ପାଇଁ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ନିବେଶ ଅନୁମତି ପ୍ରସ୍ତାବ
- ସିଙ୍ଗଲ ବ୍ରାଣ୍ଡ ଖୁଚୁରା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ପାଇଁ ଆଂଚଳିକ ସମ୍ବଳ ଉପଯୋଗ...
ଏମଏସଏମଇକୁ ସୁଦୃଢ଼ କରିବା ନେଇ ବଜେଟରେ ପ୍ରସ୍ତାବ
- ଏମଏସଏମଇ ପାଇଁ ଋଣ ପ୍ରଦାନକୁ ସହଜ ଓ ସୁଗମ କରିବା ଲାଗି ଉତ୍ସର୍ଗୀକୃତ ଅନଲାଇନ ପୋର୍ଟାଲ
- ପ୍ରଧାନମନ୍ତ୍ରୀ କର୍ମଯୋଗୀ ମାନଧନ ଯୋଜନା ଅଧୀନରେ ବାର୍ଷିକ ୧.୫ କୋଟିରୁ କମ ଆୟ ଥିବା...
ପିଲାଟି ଦେହରେ ଗୁଡ଼େଇ ହେଲେ ୬ ଅଜଗର ସାପ, ହେଲେ ସେ ଦେଖିଚାଲିଥିଲା କାର୍ଟୁନ,...
ନୂଆ ଦିଲ୍ଲୀ ୬-୭ (ଓଡ଼ିଆ ପୁଅ) ସାପକୁ ପାଖରେ ଦେଖି ଆମମାନଙ୍କର ହାତ ଗୋଡ଼ ଥରିବା ଆରମ୍ଭ କରିବ ଏବଂ ଯଦି ଅନେକ ସାପ ପୁଣି ଅଜଗର, ଆପଣଙ୍କ ପାଖରେ ବେଡ ଉପରକୁ...
ପାସପୋର୍ଟଧାରୀ ପ୍ରବାସୀ ଭାରତୀୟଙ୍କୁ ପ୍ରଦାନ କରାଯିବ ଆଧାର କାର୍ଡ
- ୨୦୧୯-୨୦ରେ ସରକାର ୪ଟି ନୂତନ ଦୂତାବାସ ଖୋଲିବେ
ନୂଆ ଦିଲ୍ଲୀ ୬-୭ (ଓଡ଼ିଆ ପୁଅ) ପାସପୋର୍ଟଧାରୀ ପ୍ରବାସୀ ଭାରତୀୟମାନଙ୍କୁ ଆଧାର କାର୍ଡ ପ୍ରଦାନ କରାଯିବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ସେ...
ସରକାରୀ ଓ ଘରୋଇ ଭାଗୀଦାରୀତାରେ ରେଳପଥର ଉନ୍ନତି, ସମ୍ପୂର୍ଣ୍ଣ ରୋଲିଂ ଷ୍ଟକ ନିର୍ମାଣ ଓ...
- ସହରତଳି ଅଂଚଳରେ ରେଳବାଇ ନିମନ୍ତେ ସ୍ୱତନ୍ତ୍ର ଯାନ ପାଇଁ ପ୍ରସ୍ତାବ
- ୨୦୨୨ ସୁଦ୍ଧା ଉତ୍ସର୍ଗୀକୃତ ରେଳବାଇ ମାଲ ପରିବହନ ପ୍ରକଳ୍ପଗୁଡିକୁ ସମ୍ପୂର୍ଣ୍ଣ କରିବାକୁ ପ୍ରସ୍ତାବ
- ଚଳିତ ବର୍ଷ ରେଳ ଷ୍ଟେସନଗୁଡିକର ଆଧୁନୀକିକରଣ...
ଆବଶ୍ୟକ ଘୋଷଣା ପତ୍ର ଫାଇଲ କରୁଥିବା ଷ୍ଟାର୍ଟ-ଅପ୍ ନିବେଶକାରୀ ମାନଙ୍କୁ ମୂଲ୍ୟାଙ୍କନ ଓ ସେୟାର...
- ନିବେଶକାରୀଙ୍କ ଅନୁଦାନ ଉତ୍ସ ଚିହ୍ନଟ ଲାଗି ଇ-ଭେରିଫିକେସନ ପ୍ରକ୍ରିୟା
- ଡିଡି ଚ୍ୟାନେଲ ମାନଙ୍କରେ ଷ୍ଟାର୍ଟ-ଅପ୍ ଗୁଡିକ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
- ମେଗା-ନିର୍ମାଣକାରୀ ପ୍ଲାଂଟ ପ୍ରତିଷ୍ଠା ପାଇଁ ବିଦେଶୀ କମ୍ପାନୀକୁ ଆମନ୍ତ୍ରଣ କରିବେ...
ଦକ୍ଷୀଣ କାଲିଫର୍ଣ୍ଣିଆରେ ଗତ ୨୫ ବର୍ଷରେ ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ
ନୂଆ ଦିଲ୍ଲୀ ୬-୭ (ଓଡ଼ିଆ ପୁଅ) ଦକ୍ଷୀଣ କାଲିଫର୍ଣ୍ଣିଆରେ ଶକ୍ତିଶାଲୀ ଭୂମିକମ୍ପର ଝଟକା ଅନୁଭବ କରାଯାଇଛି। ଏହାର ତୀବ୍ରତା ୭.୧ ଥିଲା ବୋଲି କୁହାଯାଉଛି। ଶୁକ୍ରବାର ଦିନ ରିଜକ୍ରେଷ୍ଟ ନିକଟରେ ଏହା ଅନୁଭୁତ...
କେନ୍ଦ୍ର ବଜେଟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, ଏକବିଂଶ ଶତାବ୍ଦୀରେ ବିକାଶକୁ ତ୍ୱରାନ୍ୱିତ କରିବ ଏହି ବଜେଟ
ନୂଆ ଦିଲ୍ଲୀ ୬-୭ (ଓଡ଼ିଆ ପୁଅ) ନୂତନ ଭାରତ ଗଠନରେ ୨୦୧୯-୨୦ କେନ୍ଦ୍ର ବଜେଟ ଏକ ପ୍ରମୁଖ ଭୂମିକା ନେବ ବୋଲି କହି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାର ଉଚ୍ଚ ପ୍ରଶଂସା...
ଡିଜିଟାଲ ଦେୟକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ
ନୂଆଦିଲ୍ଲୀ ୫-୭ (ଓଡ଼ିଆ ପୁଅ) ବର୍ଷକ ମଧ୍ୟରେ ବ୍ୟାଙ୍କ ଖାତାରୁ ୧ କୋଟି ଟଙ୍କାରୁ ଉର୍ଦ୍ଧ ଅର୍ଥ ଉଠାଇଲେ ୨ ପ୍ରତିଶତର ଟିଡିଏସ ଲାଗୁ କରାଯିବାର ବଜେଟରେ ପ୍ରସ୍ତାବ ରହିଛି। ଡିଜିଟାଲ ଦେୟ,...
ବେଆଇନ କାର୍ଯ୍ୟକଳାପ ଦୂର କରିବା ପାଇଁ ଫେସଲେସ ଇ-ଆସେସମେଂଟ
ନୂଆଦିଲ୍ଲୀ ୫-୭ (ଓଡ଼ିଆ ପୁଅ) ଆୟକର ବିଭାଗରେ ଯାଂଚ ଆକଳନର ପ୍ରଚଳିତ ବ୍ୟବସ୍ଥାରେ କରଦାତା ଏବଂ ବିଭାଗ ମଧ୍ୟରେ ଉଚ୍ଚସ୍ତରୀୟ ବ୍ୟକ୍ତିଗତ ଭାବ ଆଦାନ ପ୍ରଦାନ ବ୍ୟବସ୍ଥା ରହୁଛି। ଏହା ଫଳରେ କର...
ଆୟକର ରିଟର୍ଣ୍ଣର ପ୍ରି-ଫାଇଲିଂ
ନୂଆଦିଲ୍ଲୀ ୫-୭ (ଓଡ଼ିଆ ପୁଅ) ଅର୍ଥମନ୍ତ୍ରୀ କହିଥିଲେ ଯେ କରଦାତାଙ୍କ ପାଇଁ ପୂର୍ବରୁ ଫାଇଲ ହୋଇଥିବା ଟ୍ୟାକ୍ସ ରିଟର୍ଣ୍ଣ ଉପଲବ୍ଧ ହେବ। ଯେଉଁଥିରେ ଦରମା, ବିଭିନ୍ନ ସିକ୍ୟୁରିଟିରୁ ଆର୍ଥିକ ଲାଭ, ବ୍ୟାଙ୍କ ସୁଧ...
ପ୍ୟାନ ନଥିଲେ ଆଧାର ନମ୍ବରରେ ଆୟକର ରିଟର୍ଣ୍ଣ ଫାଇଲ କରିପାରିବେ
ନୂଆଦିଲ୍ଲୀ ୫-୭ (ଓଡ଼ିଆ ପୁଅ) ଆଜି ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତୀରମଣ। ତେବେ ପ୍ୟାନ ବଦଳରେ ଆଧାର ଦାଖଲ କରିବାର ଅନୁମତି ପ୍ରଦାନ କରାଯାଇଛି। ଯେଉଁମାନଙ୍କର ପ୍ୟାନ ନାହିଁ...
ବାର୍ଷିକ ୪୦୦ କୋଟି ପର୍ଯ୍ୟନ୍ତ କାରବାର ଥିବା କମ୍ପାନୀଙ୍କ ପାଇଁ ୨୫ ପ୍ରତିଶତ ହାରରେ...
ନୂଆଦିଲ୍ଲୀ ୫-୭ (ଓଡ଼ିଆ ପୁଅ) ବାର୍ଷିକ ୪୦୦ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ସମସ୍ତ କମ୍ପାନୀମାନଙ୍କୁ ୨୫ ପ୍ରତିଶତ ନିମ୍ନ ହାରରେ କର୍ପୋରେଟ ଟିକସ ପ୍ରଦାନ କରିବା ପାଇଁ କେନ୍ଦ୍ର ବଜେଟ...
ମହାକାଶ ସାମର୍ଥ୍ୟର ବାଣିଜ୍ୟିକ ଉପଯୋଗ କରିବ ଭାରତ- ଗଠିତ ହେବ ନିୟୁ ଇଣ୍ଡିଆ ସ୍ପେସ...
- ମହାକାଶରୁ ଉଦ୍ବୃତ ବିଭିନ୍ନ ସାମଗ୍ରୀର ବାଣିଜ୍ୟିକ ବିକାଶ କରିବ ଭାରତ
ନୂଆଦିଲ୍ଲୀ ୫-୭ (ଓଡ଼ିଆ ପୁଅ) ମହାକାଶ ବିଭାଗ ଅର୍ନ୍ତଗତ ନିୟୁ ଇଣ୍ଡିଆ ସ୍ପେସ ଲିମିଟେଡ ନାମକ ଏକ ବାଣିଜ୍ୟିକ ସଂସ୍ଥା ସୃଷ୍ଟି...








