ad
ଓଡ଼ିଶା

ବାର୍ଷିକ ୪୦୦ କୋଟି ପର୍ଯ୍ୟନ୍ତ କାରବାର ଥିବା କମ୍ପାନୀଙ୍କ ପାଇଁ ୨୫ ପ୍ରତିଶତ ହାରରେ କର୍ପୋରେଟ ଟିକସ ଲାଗୁ ହେବ

ନୂଆଦିଲ୍ଲୀ ୫-୭ (ଓଡ଼ିଆ ପୁଅ) ବାର୍ଷିକ ୪୦୦ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ସମସ୍ତ କମ୍ପାନୀମାନଙ୍କୁ ୨୫ ପ୍ରତିଶତ ନିମ୍ନ ହାରରେ କର୍ପୋରେଟ ଟିକସ ପ୍ରଦାନ କରିବା ପାଇଁ କେନ୍ଦ୍ର ବଜେଟ ୨୦୧୯-୨୦ରେ ପ୍ରସ୍ତାବ ରହିଛି। ସମ୍ପ୍ରତି ଏହି ହାର ବାର୍ଷିକ ୨୫୦ କୋଟି ଟଙ୍କା କାରବାର କରୁଥିବା କମ୍ପାନୀମାନଙ୍କ ପାଇଁ ଲାଗୁ ରହିଛି। ଆଜି ସଂସଦରେ ସାଧାରଣ ବଜେଟ ୨୦୧୯-୨୦ ଉପସ୍ଥାପନ କରିବା ଅବସରରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଲେ “ଏହା ମାଧ୍ୟମରେ ୯୯.୩ ପ୍ରତିଶତ କମ୍ପାନୀମାନଙ୍କୁ କଭର କରାଯିବ। କେବଳ ୦.୭ ପ୍ରତିଶତ କମ୍ପାନୀ ଏହି ହାର ବାହାରେ ରହିବେ।”

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top