Bureau
ନିଲମ୍ବିତ ହେଲେ ଜିଲ୍ଲାପାଳ
ଝାରସୁଗୁଡ଼ା, ୧୪ା୮(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଆଜି ଝାରସୁଗୁଡ଼ା ଜିଲ୍ଳାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ଏଡ଼ିଏମ...
ସ୍ୱାଧୀନତା କପ ଫୁଟବଲ ପ୍ରତିଯୋଗିତା ସେମି ଫାଇନାଲରେ ଜୁରୁକୁପୁଡା ଓ ସାଇନପଡl ଦଳ ବିଜୟୀ
ବାଲିଗୁଡା, ୧୪/୮.(ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ୍ରୀଡା ସଂଘ ଆନୁକୁଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସର ମଧ୍ୟରେ ୭୩ତମ ସ୍ୱାଧୀନତା ଦିବସ ଉପଲକ୍ଷେ...
ହୀରାକୁଦରେ ପ୍ରଥମ ବନ୍ୟାଜଳ ନିଷ୍କାସିତ
ସମ୍ବଲପୁର, ୧୪ା୮(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ା ଯାଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ପୂଜାର୍ଚ୍ଚନା ର ଆୟୋଜନ କରାଯାଇଥିଲା । ପରେ ପୂଜାର୍ଚ୍ଚନା ପରେ ...
ସମ୍ବଲପୁର ଜିଲ୍ଲା ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍
ସମ୍ବଲପୁର ୧୪-୮ (ଓଡ଼ିଆ ପୁଅ) : ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିଅମ୍ ର ଇନଡୋର ହଲ୍ ଠାରେ ସମ୍ବଲପୁର ଜିଲ୍ଲା ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ୧୩, ୧୫,...
ବଢିଲା ସୁନା ରେଟ
ନୂଆଦିଲ୍ଲୀ,୧୪/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର । ୧୦ ଗ୍ରାମ ସୁନାର ମୂଲ୍ୟ ୩୯ ହଜାର ୫୦୦ ଟଙ୍କା ହୋଇଛି । ଆମେରିକା ଓ ଚୀନ...
ମହାନଦୀରେ ନାହିଁ ବନ୍ୟା
ଭୁବନେଶ୍ଵର, ୧୪ା୮(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ମହାନଦୀରେ ସେପରି କିଛି ବଡ଼ ବନ୍ୟା ଆଶଙ୍କା ନାହିଁ ବୋଲି ଆଜି ସୂଚନା ଦେଇଛନ୍ତି ଜଳସମ୍ପଦ ସଚିବ ପ୍ରଦୀପ କୁମାର ଜେନା । ମହାନଦୀରେ ମଧ୍ୟମ...
ବଲାଙ୍ଗୀରରେ ସ୍ଥିତି ଗମ୍ଭୀର
ବଲାଙ୍ଗୀର,୧୪/୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ବଲାଙ୍ଗିରରେ ବନ୍ୟା ସ୍ଥିତି ଗମ୍ଭୀର । ଲଗାଣ ବର୍ଷା ଯୋଗୁଁ ସହରରେ ଘରେ ଘରେ ପାଣି ପସିଛି । ବଲାଙ୍ଗିରକୁ ସଂଯୋଗ କରୁଥିବା ପାଟଣାଗଡ଼, ସୋନପୁର, ଟିଟିଲାଗଡ଼...
ଆମାଜନର ଗ୍ରେଟ ସେଲ
ନୂଆଦିଲ୍ଲୀ,୧୩/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆରମ୍ଭ ହୋଇଛି ଆମାଜନର ଅଧିକରୁ ଅଧିକ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରାଇବା ପାଇଁ ଇ-କମର୍ସ କମ୍ପାନୀ ଆମାଜନ ୧୫ ଅଗଷ୍ଟରେ ଇଣ୍ଡିପେଡେଣ୍ଟସ୍ ଡେ ସେଲ ଆରମ୍ଭ...
ବଢିଲା କାଳିଆ ଯୋଜନା ଯାଞ୍ଚ ଅବଧି
ଭୁବନେଶ୍ୱର,୧୩ ।୮(ଓଡିଆ ପୁଅ /ପଙ୍କଜିନୀ ନାୟକ): ‘କାଳିଆ’ ଯୋଜନାର ଯାଞ୍ଚ ପ୍ରକ୍ରିୟା ଅବଧିକୁ ବଢେଇ ଦିଆଯାଇଛି । ଏହି ଯାଞ୍ଚ ପ୍ରକିୟା ଅଗଷ୍ଟ ୨୭ ଯାଏଁ ଚାଲିବ ବୋଲି ଜଣାପଡିଛି । ବର୍ତ୍ତମାନ...
ହରିଶଙ୍କର ରେ ଭୂସ୍ଖଳନ
ବଲାଙ୍ଗୀର,୧୩/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଲଗାଣ ବର୍ଷା ଯୋଗୁ ହରିଶଙ୍କରରେ ଭୂସ୍ଖଳନ । ଧସିଲା ମାଟି ଅତଡ଼ା । ପାହାଡ଼ ଉପରୁ ଅଚାନକ ମାଟି ଖସିଥିଲା । ବଡ଼ ବଡ଼ ପଥର ଧସିବା...
ଟ୍ରେନ ସେବା ବାତିଲ
ସମ୍ବଲପୁର,୧୩/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଲାଗି ରହିଛି ବର୍ଷା । ଟ୍ରାକରେ ପାଣି ଜମିବାରୁ ସାମୟିକ ଭାବେ ଟ୍ରେନ୍ ବାତିଲ୍ ରଖାଯାଇଛି। ଦେଓଗାଁ ରୋଡ, ବରଗଡ, ସମ୍ବଲପୁର ଟିଟଲାଗଡ ରୁଟ୍ରେ ଟ୍ରେନ୍ ସେବା...
ବିଜେପିରୁ ନିଳମ୍ବିତ
ଦଳୀୟ ଅନୁଶାସନ ଭଙ୍ଗ, ବିଶୃଙ୍ଖଳିତ ଓ ଦଳବିରୋଧୀ କାର୍ଯ୍ୟ କାରଣରୁ ଜଗତସିଂହପୁର ଜିଲ୍ଲା ପୁରଣ ମଣ୍ଡଳ ସଭାପତି ଶ୍ରୀ ଆଲୋକ କୁମାର ପଣ୍ଡାଙ୍କୁ ନିଲମ୍ବନ କଲେ ରାଜ୍ୟ ସଭାପତି
ଭୁବନେଶ୍ୱର ୧୧/୦୮ (ଓଡ଼ିଆ ପୁଅ/ନୃସିଂହଚରଣ...
ସ୍ୱାଧୀନତା ଦିବସ ପାଳନ ପାଇଁ ସ୍ଥାନ ପରିବର୍ତ୍ତନ ହେବା ଏବଂ ଗଣ ପ୍ୟାରେଡ୍ ବନ୍ଦ...
ଭୁବନେଶ୍ୱର, ୧୦/୦୮ (ଓଡ଼ିଆ ପୁଅ) : ରାଜ୍ୟସରକାର ସ୍ୱାଧୀନତା ଦିବସ ପାଳନ ପାଇଁ ସ୍ଥାନ ପରିବର୍ତ୍ତନ କରିବା ଏବଂ ବିନା କାରଣରେ ଗଣପ୍ୟାରେଡ ବନ୍ଦ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି କହିଛନ୍ତି ରାଜ୍ୟ...
ଏହି ବାଇକ ଦେଇଥାଏ ୯୯ କିମି ମାଇଲେଜ
ନୂଆଦିଲ୍ଲୀ,୧୩/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଭାରତରେ ସମସ୍ତ ଆବଶ୍ୟକତା ଅନୁଯାୟୀ ବାଇକ୍ ରହିଛି କିନ୍ତୁ ସବୁଠାରୁ ଅଧିକ ଡିମାଣ୍ଡ ୧୦୦ସିସି ବାଇକର ରହିଛି। କାରଣ ଏହାର ଦାମ କମ୍ ହୋଇଥାଏ ଏବଂ ମାଇଲେଜ୍...
ବିମାନରେ ଫସିଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ,୧୩ ।୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ମହାରାଷ୍ଟ୍ରର ନାଗପୁରରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ଫ୍ଲାଇଟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି । ଫ୍ଲାଇଟରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଥିବା ବେଳେ ୬ଇ ୬୩୬ ଫ୍ଲାଇଟ...
ଆସୁଛି ସ୍ବାଧିନତା ଦିବସ
ଭୁବନେଶ୍ଵର,୧୩/୦୪,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଉ ଦିନକ ପରେ ସ୍ବାଧିନତା ଦିବସ । ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଶେଷ ହେବା ଉପରେ ଅଛି ।ସ୍ୱାଧୀନତା ଦିବସ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି...
ଦିଲ୍ଲୀ ବିମାନ ବନ୍ଦରରେ ହୋଇପାରେ ଆତଙ୍କୀ ମାମଲା
ନୂଆଦିଲ୍ଲୀ,୧୩ ।୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଚିହିକି ଉଠିଛନ୍ତି ଆତଙ୍କବାଦୀ । ଅଗଷ୍ଟ ୧୫ ପୂର୍ବରୁ କୌଣସି ସ୍ଥାନରେ ବଡ ଧରଣର ଆକ୍ରମଣ କରିବାକୁ ସେମାନେ...
ବନ୍ୟା ସହ ଲଢ଼ୁଛି ବଲାଙ୍ଗୀର
ଭୁବନଶ୍ୱେର,୧୩ ।୮(ଓଡିଆ ପୁଅ/ ପଙ୍କଜିନୀ ନାୟକ): ଲଗାଣ ବର୍ଷାରେ ବେହାଲ ହୋଇପଡିଛି ବଲାଙ୍ଗିର ସହର । ତୁଷୁରା-ଗୁଡଭେଲା ମୁଖ୍ୟ ରାସ୍ତାରେ ୮ ଫୁଟର ବନ୍ୟାଜଳ ଥିବା ବେଳେ ତେଲ୍, ରାହୁଲ ଓ ଖଡଙ୍ଗ...
ଅକ୍ଟୋବର ୨ ରୁ ‘ମହାନଦୀ ବଞ୍ଚାଅ ଜୀବିକା ବଞ୍ଚାଅ’ ଅଭିଯାନ
ଭୁବନେଶ୍ଵର,୧୩/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ଆରମ୍ଭ ହେବ ମହାନଦୀ ବଞ୍ଚାଅ ଜିବୀକା ବଞ୍ଚାଅ ଅଭିଯାନ । ମହାନଦୀ ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ...
କାନ୍ଥ ଭୁଷୁଡି ଶାଶୁ ମୃତ, ବୋହୁ ହସ୍ପିଟାଲରେ ଭର୍ତ୍ତି
କଳାହାଣ୍ଡି,୧୩/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ମାଟି କାନ୍ଥ ଭୁଷୁଡ଼ି ଶାଶୁ ମୃତ, ବୋହୂ ଗୁରୁତର । କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଭବାନୀପାଟଣା ଅର୍କାବାହାଳିପଡ଼ାରେ ଏଭଳି ଘଟଣା ଘଟିଛି । ଗୁରୁତର...





