Home ଓଡ଼ିଶା ବଢିଲା କାଳିଆ ଯୋଜନା ଯାଞ୍ଚ ଅବଧି

ବଢିଲା କାଳିଆ ଯୋଜନା ଯାଞ୍ଚ ଅବଧି

744

ଭୁବନେଶ୍ୱର,୧୩ ।୮(ଓଡିଆ ପୁଅ /ପଙ୍କଜିନୀ ନାୟକ): ‘କାଳିଆ’ ଯୋଜନାର ଯାଞ୍ଚ ପ୍ରକ୍ରିୟା ଅବଧିକୁ ବଢେଇ ଦିଆଯାଇଛି । ଏହି ଯାଞ୍ଚ ପ୍ରକିୟା ଅଗଷ୍ଟ ୨୭ ଯାଏଁ ଚାଲିବ ବୋଲି ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ୧୩ ଲକ୍ଷଜ ହିତାଧିକାରୀଙ୍କ ଯାଞ୍ଚ ସରିଛି । ଆସନ୍ତ ୨୭ ତାରିଖରେ ପଞ୍ଚାୟତ ସ୍ତରରେ ପରୀକ୍ଷା ଆରମ୍ଭ ହେବ । ଏହା ସହ ୨୯ରେ ବ୍ଲକ ଲେଭଲ ଓ ୩୧ରେ ଜିଲ୍ଲାସ୍ତରରେ ସମୀକ୍ଷା ହେବ ବୋଲି ଆଜି କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

ତେବେ ‘କାଳିଆ’ ଯୋଜନାରେ ଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବାକୁ ଅରୁଣ ଆବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.