Home Authors Posts by Bureau

Bureau

17676 POSTS 0 COMMENTS

ମହିଳାଙ୍କୁ ମାଗଣା ବସ ସେବା

0
ନୂଆଦିଲ୍ଲୀ,୧୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଡିଟିସି ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଭଉଣୀମାନଙ୍କୁ ଫ୍ରିରେ ବସ୍ ଯାତ୍ରା କରିବା ପାଇଁ ଉପହାର ପ୍ରଦାନ କରାଯାଇଛି। ମହିଳାମାନେ କେବଳ ଦିଲ୍ଲୀ ନୁହେଁ ବରଂ ଏନସିଆର...

ସ୍ବାଧୀନତା ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

0
ଭୁବନେଶ୍ଵର,୧୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ସ୍ୱାଧୀନତା ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ବିଟ ଜରିଆରେ ଏହି ଶୁଭେଚ୍ଛା ଜଣାଇବା ସହ  ନିଜର ଟ୍ୱିଟର...

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା

0
ଭୁବନେଶ୍ଵର,୧୫/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା । ମୁଖ୍ୟତଃ ଏକ ହିନ୍ଦୁ ପର୍ବ ଯାହା ଭାରତୀୟଙ୍କ ଦ୍ୱାରା ପାଳନ କରାଯାଏ । ଏହି ପର୍ବ ଭାଇ ଓ ଭଉଣୀଙ୍କ...

କେବେ ଦୂର ହେବ ଅନ୍ଧବିଶ୍ୱାସ

0
ମାଲକାନଗିରି,୧୫/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ଅନ୍ଧବିଶ୍ୱାସର ଅନ୍ଧଗଳିରେ ଦିଗହରା ଚିକିତ୍ସା। ମାଲକାନଗିରିରେ ମୃତ ଶିଶୁକୁ ବଞ୍ଚାଇବାକୁ ଗୁଣିଆର ସହାୟତା ନେଲେ ପରିବାର। ଏମଭି -୯ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗାଁର ଶଙ୍କର...

ପତାକା ଉତ୍ତୋଳନ କଲେ ନବୀନ

0
ଭୁବନେଶ୍ଵର,୧୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଭୁବନେଶ୍ୱରରେ ପାଳିତ ହେଉଛି ୭୩ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ। ଏଥିପାଇଁ ପ୍ରଦର୍ଶନୀ ପଡ଼ିଆରେ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି...

ପତାକା ଉତ୍ତୋଳନ କଲେ ମୋଦି

0
ନୂଆଦିଲ୍ଲୀ,୧୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ଦେଶ ପାଳୁଛି ୭୩ତମ ସ୍ୱାଧୀନତା ଦିବସ। ଏଥିପାଇଁ ଗାଁ ଠାରୁ ସହର ଓ ରାଜ୍ୟ ଯାଏଁ ସବୁଠି ବନ୍ଦେ ମା ତରମ ଓ ଜନଗଣ ମନ...

ରାଜ୍ୟରେ ସ୍ୱାଧିନତା ସଂଗ୍ରାମୀମାନଙ୍କୁ ମାନ୍ୟବର ସମ୍ବୋଧନ କରାଯିବ

0
ଭୁବନେଶ୍ୱର ୧୪-୮ (ଓଡ଼ିଆ ପୁଅ) ସ୍ୱାଧିନତା ସଂଗ୍ରାମରେ ସେମାନଙ୍କ ମହନୀୟ ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର ସ୍ବାଧିନତା ସଂଗ୍ରାମୀମାନଙ୍କୁ ସଭାସମିତିରେ ସମ୍ବୋଧନ କରିବା ସମୟରେ “ମାନ୍ୟବର” ଭାବରେ ସମ୍ବୋଧନ କରିବା ପାଇଁ...

ଗାର୍ଡ ଅଫ ଅନର ବ୍ୟବସ୍ଥାର ଉଚ୍ଛେଦ କଲେ ମୁଖ୍ୟମନ୍ତ୍ରୀ

0
ଭୁବନେଶ୍ୱର ୧୪-୮ (ଓଡ଼ିଆ ପୁଅ) ରାଜ୍ୟରେ ‘ଗାର୍ଡ ଅଫ ଅନର ହାଉସ ଗାର୍ଡ ବ୍ୟବସ୍ଥା ଆଜିଠାରୁ ଉଚ୍ଛେଦ କରାଯିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି କେବଳ ସାଧାରଣତନ୍ତ୍ର...

ପେଟରୁ ବାହାରିଲା ଲୁହା କଣ୍ଟା, ନେଲ୍ କଟର, କଏନ୍, ବୋଲ୍ଟ ଆଦି ୪୫୨ଟି ଧାତୁ!

0
ଅହମ୍ମଦାବାଦ ୧୪ – ୦୮ (ଓଡ଼ିଆ ପୁଅ) ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲରେ ଡାକ୍ତରମାନେ ସେହି ସମୟରେ ଆଶ୍ଚର୍ଯ୍ୟ ହୋଇଗଲେ, ଯେତେବେଳେ ସେମାନେ ଅପରେସନ କରି ଜଣେ ବ୍ୟକ୍ତିଙ୍କର ପେଟରୁ ବୋଲ୍ଟ, ଲୁହାକଣ୍ଟା, ନେଲକଟର,...

୪୦୦ ଜଣଙ୍କୁ ସୁନା ମୁଦି ଦେଲେ ବିଜୟ

0
ନୂଆଦିଲ୍ଲୀ,୧୪/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ତାମିଲ ଅଭିନେତା ବିଜୟ ନିଜ ଅପ୍‌କମିଙ୍ଗ୍‌ ଫିଲ୍ମ ‘ବିଗିଲ’ର ଶୁଟିଂ ଶେଷ ହେବା ଖୁସିରେ ୪୦୦ କୃ ମେମ୍ବର୍ସଙ୍କୁ ଉପହାରରେ ଦେଇଛନ୍ତି ‘ସୁନା ମୁଦି’। ଯେତେବେଳେ ମଙ୍ଗଳବାର ଦ୍ୱିପ୍ରହରରେ...

ଆୟୋଜିତ ହେବ ଟିକଟକ ଫେଷ୍ଟିଭାଲ

0
ପୁନେ,୧୪/୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଟିକଟକକୁ ନେଇ ଆପଣଙ୍କର ଯାହାବି ଧାରଣା ଥାଉ ନା କାହିଁକି ଗୋଟିଏ କଥା ତ ଆପଣଙ୍କୁ ନିଶ୍ଚୟ ମାନିବାକୁ ପଡିବ ଯେ ଏହି ଆପ ଆମକୁ ଏପରି...

ଆଦିତ୍ୟ ପ୍ରସାଦଙ୍କୁ ମିଳିଲା ନୂଆ ଦାୟିତ୍ବ

0
ଭୁବନେଶ୍ୱର, ୧୪ା୮(ଓଡ଼ିଆ ପୁଅ /ପଙ୍କଜି ନାୟକ): ରାଜ୍ୟ ନିର୍ବାଚନ କମିଶନର ହେବେ ଆଦିତ୍ୟ ପାଢ଼ୀ । ଖୁବଶୀଘ୍ର ମୁଖ୍ୟ ଶାସନ ସଚିବ ପଦରୁ ଇସ୍ତଫା ଦେବେ ଆଦିତ୍ୟ ପାଢ଼ୀ । ତାଙ୍କ ନିଯୁକ୍ତିକୁ...

ନାଳରେ ବୁଡ଼ି ବାଳକର ମୃତ୍ୟୁ

0
କୋରାପୁଟ : ୧୪/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ବିଲପୁଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖିନମୁଙ୍ଗ ଗ୍ରାମର ରବୀଖିଲଙ୍କ ପୁଅ ସନ୍ଦୀପ ଖିଲ(୯)ନାଳରେ ବୁଡ଼ି ମୃତ୍ୟୁ ହୋଇଛି। ମୃତ୍ୟୁ...

କନ୍ଧମାଳ ସାଂସଦଙ୍କ ବାଲିଗୁଡା ନିର୍ବାଚନ ମଣ୍ଡଳୀ ଗସ୍ତ : ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା

0
ବାଲିଗୁଡା, ୧୪/୮ (ଓଡ଼ିଆ ପୁଅ) କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀକୁ ଶନିବାର ଦିନିକିଆ ଗସ୍ତରେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତସାମନ୍ତ ଆସି ବାଲିଗୁଡା ବିଜେଡି କାର୍ଯ୍ୟାଳୟରେ ପହଂଚିବା ପରେ ଦଳୀୟ କର୍ମୀମାନଙ୍କ...

ବନ୍ଦ ହେଲା ହୀରାକୁଦ ଗେଟ

0
ଭୁବନେଶ୍ୱର, ୧୪ା୮(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ବନ୍ଦ ହୋଇଛି ହୀରାକୁଦ ଡ୍ୟାମର ଗେଟ । ତଳମୁଣ୍ଡରେ ବନ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି ହୀରାକୁଦର ଗେଟକୁ ଆଜି ବନ୍ଦ କରାଯାଇଛି । ତେବେ ଏନେଇ...

୫ ପାଇଲଟ ଙ୍କୁ ବାୟୁସେନା ପଦକ

0
ନୂଆଦିଲ୍ଲୀ, ୧୪ା୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):  ସାହସିକତା ପାଇଁ କାଲି ପାଞ୍ଚ ପାଇଲଟଙ୍କୁ ବାୟୁସେନା ପଦକ ମିଳିବ । ପାକିସ୍ତାନର ବାଲାକୋଟରେ ଆତଙ୍କବାଦୀ ଶିବିର ଧ୍ୱଂସ କରିଥିଲେ । ୫ଜଣ ଯାକ ମିରାଜ-୨୦୦୦...

ଏବେ ସବୁ ନେତାଙ୍କୁ ମିଳିବନି ଗାର୍ଡ ଅଫ ଅନର

0
ଭୁବନେଶ୍ୱର, ୧୪ା୮(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ରାଜ୍ୟରେ ଗାର୍ଡ଼ ଅଫ ଅନର ବ୍ୟବସ୍ଥା ଉଚ୍ଛେଦ ହୋଇଛି । ଏଣିକି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସରକାରୀ ପଦାଧିକାରୀ ମାନଙ୍କୁ ଗାର୍ଡ଼ ଅଫ ଅନର ବ୍ୟବସ୍ଥା ଦିଆଯିବ...

ଅଭିନନ୍ଦନ ପାଇବେ ‘ବୀରଚକ୍ର’ ସମ୍ମାନ

0
ନୂଆଦିଲ୍ଲୀ,୧୪/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଭାରତୀୟ ବାୟୁ ସେନାର ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ସ୍ୱାଧୀନତା ଦିବସ ଅବସରରେ ‘ବୀର ଚକ୍ର’ରେ ସମ୍ମାନିତ କରାଯିବ। ଏହାସହିତ ଅଶ୍ୱାରୋହୀ ସୈନ୍ୟଦଳ ମୁଖ୍ୟ ମିଣ୍ଟି ଅଗ୍ରଓ୍ଵାଲଙ୍କୁ...

ଆସନ୍ତା କାଲି ସ୍ବାଧୀନତା ଦିବସ, ୩୯ ଜଣ ପାଇବେ ପଦକ

0
ଭୁବନେଶ୍ୱର, ୧୪ା୮(ଓଡିଆ ପୁଅ /ପଙ୍କଜିନୀ ନାୟକ): ଆସନ୍ତାକାଲି ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଅନୁଷ୍ଠିତ ହେବ । ଏହି ସମାରୋହରେ ୩୯ଜଣ ପୋଲିସଙ୍କୁ କର୍ମଚାରୀ ପଦକ ପ୍ରଦାନ କରାଯିବ । ଏହାଛଡା ଦୁଇଜଣଙ୍କୁ...

ମୁହଁ ଖୋଲିଲେ ରଞ୍ଜୀବ ବିଶ୍ବାଳ

0
ଭୁବନେଶ୍ୱର, ୧୪ା୮(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ୱାଳ । ସେ କହିଛନ୍ତି ଯେ,  ମୁଁ ଏବେ କଂଗ୍ରେସ ଦଳରେ ଅଛି । ଯେତେବେଳେ ଯାଏଁ...