Home ଓଡ଼ିଶା ବଢିଲା ସୁନା ରେଟ

ବଢିଲା ସୁନା ରେଟ

770

ନୂଆଦିଲ୍ଲୀ,୧୪/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର । ୧୦ ଗ୍ରାମ ସୁନାର ମୂଲ୍ୟ ୩୯ ହଜାର ୫୦୦ ଟଙ୍କା ହୋଇଛି । ଆମେରିକା ଓ ଚୀନ ଭିତରେ ଲାଗିରହିଥିବା ବାଣିଜ୍ୟିକ ଯୁଦ୍ଧ ଯୋଗୁଁ ସୁନା ଦର ବଢିଚାଲିଛି । ସେପଟେ ଦର ବୃଦ୍ଧି ଯୋଗୁ ସୁନା କିଣିବାରେ ନିବେଶକଙ୍କ ଆଗ୍ରହ ବଢିବାରୁ ବୈଷୟିକ ବଜାର ଓ ଭାରତୀୟ ବଜାରରେ ସୁନା ଦର ହୁ ହୁ ହୋଇ ବଢିଚାଲିଛି ।

ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଉଥିବା ଯୋଗୁଁ ମଧ୍ୟ ଦର ବଢିବାରେ ଲାଗିଛି । ୨୦୧୩ ମସିହା ପରଠାରୁ ସୁନାର ଏଭଳି ଦର ବୃଦ୍ଧି ପ୍ରଥମ ଥର ଘଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.