Home ଓଡ଼ିଶା ଦିଲ୍ଲୀ ବିମାନ ବନ୍ଦରରେ ହୋଇପାରେ ଆତଙ୍କୀ ମାମଲା

ଦିଲ୍ଲୀ ବିମାନ ବନ୍ଦରରେ ହୋଇପାରେ ଆତଙ୍କୀ ମାମଲା

254

ନୂଆଦିଲ୍ଲୀ,୧୩ ।୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଚିହିକି ଉଠିଛନ୍ତି ଆତଙ୍କବାଦୀ । ଅଗଷ୍ଟ ୧୫ ପୂର୍ବରୁ କୌଣସି ସ୍ଥାନରେ ବଡ ଧରଣର ଆକ୍ରମଣ କରିବାକୁ ସେମାନେ ଯୋଜନା କରୁଛନ୍ତି । ଏପରି ପରିସ୍ଥିତିରେ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମାରେ ଉଡାଇଦେବାକୁ ଧମକ ମିଳିବା ପରେ ସଜାଗ ରହିଛି ପୋଲିସ ।

ତେବେ ଗତକାଲି ସନ୍ଧ୍ୟାରେ ଟର୍ମିନାଲ-୨କୁ ଏକ ଫୋନ୍ କଲ୍ ଆସିଥିଲା, ଯେଉଁଥିରେ ବିମାନ ବନ୍ଦରକୁ ବଞ୍ଚାଇ ପାରିବ ତ ବଞ୍ଚାଅ ବୋଲି ଧମକ ଆସିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.