Home ଓଡ଼ିଶା ଅକ୍ଟୋବର ୨ ରୁ ‘ମହାନଦୀ ବଞ୍ଚାଅ ଜୀବିକା ବଞ୍ଚାଅ’ ଅଭିଯାନ

ଅକ୍ଟୋବର ୨ ରୁ ‘ମହାନଦୀ ବଞ୍ଚାଅ ଜୀବିକା ବଞ୍ଚାଅ’ ଅଭିଯାନ

97

ଭୁବନେଶ୍ଵର,୧୩/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ଆରମ୍ଭ ହେବ ମହାନଦୀ ବଞ୍ଚାଅ ଜିବୀକା ବଞ୍ଚାଅ ଅଭିଯାନ । ମହାନଦୀ ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକାର ସୁରକ୍ଷାକୁ ନେଇ ସଚେତନତା କରାଯିବ ।

ତେବେ ଓଡ଼ିଶା ସୀମାନ୍ତ ଅଞ୍ଚଳ ଓ ଛତିଶଗଡର ବିିଭିନ୍ନ ପ୍ରତିନିଧି ମଣ୍ଡଳୀ ଏଥିରେ ସାମିଲ ହେବେ । ସେପଟେ ରାଜ୍ୟ ସରକାର ମହାନଦୀ ସୁରକ୍ଷାକୁ ନେଇ ଆରମ୍ଭ କରିଥିବା ସୁଖାସୋଢା ଅଭିଯାନ ରାଜନୈତିକ ଉଦ୍ଦେଶ୍ୟ ନେଇ କରାଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.