Home ଓଡ଼ିଶା ବିମାନରେ ଫସିଲେ କେନ୍ଦ୍ରମନ୍ତ୍ରୀ

ବିମାନରେ ଫସିଲେ କେନ୍ଦ୍ରମନ୍ତ୍ରୀ

408

ନୂଆଦିଲ୍ଲୀ,୧୩ ।୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):  ମହାରାଷ୍ଟ୍ରର ନାଗପୁରରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ଫ୍ଲାଇଟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି । ଫ୍ଲାଇଟରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଥିବା ବେଳେ ୬ଇ ୬୩୬ ଫ୍ଲାଇଟ ଆଜି ସକାଳେ ନାଗପୁରରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ବେଳେ ସେଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଏହା ପରେ ବିମାନକୁ ରନୱେରୁ ଟେକ୍ ଅଫ୍ କରିବାକୁ ନିଷ୍ପତ୍ତି ନିଆଗଲା । ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯିବା ସହ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି ।

ସୂଚନା ଅନୁସାରେ, ଦିଲ୍ଲୀରେ ହେବାକୁ ଥିବା କ୍ୟାବିନେଟ୍ ବୈଠକରେ ଯୋଗଦେବାକୁ ଆସୁଥିଲେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ । କିନ୍ତୁ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ତାଙ୍କର ଦିଲ୍ଲୀରେ ପହଞ୍ଚିବା ଅସମ୍ଭବ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.