Bureau
ଭାରତ-ଆମେରିକା ଫରୋମ କାଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ : ୫ ଟ୍ରିଲିୟନ ଅର୍ଥନୀତି ଲକ୍ଷ୍ୟ ହାସଲ କରିବାରେ...
- ୨୦୩୫ ପର୍ଯ୍ୟନ୍ତ ଭାରତରେ ଉର୍ଜା ବ୍ୟବହାର ପ୍ରତିବର୍ଷ ୪.୨ ପ୍ରତିଶତ ବୃଦ୍ଧି ପାଇବାର ଅନୁମାନ କରାଯାଉଛି, ଯାହା ବିଶ୍ୱର ସମସ୍ତ ପ୍ରମୁଖ ଅର୍ଥ ବ୍ୟବସ୍ଥାରୁ ଅଧିକ
- ବିଶ୍ୱ ଉର୍ଜା ପୁଞ୍ଜି ନିବେଶ...
ଦୂତୀଙ୍କୁ ପୁଣି ସଫଳତା
ଭୁବନେଶ୍ଵର,୧୬/୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ଓଡ଼ିଆ ଆଥଲେଟ୍ ଦୂତୀ ଚାନ୍ଦଙ୍କୁ ଆଉ ଏକ ସଫଳତା ମିଳିଛି । ପଟିଆଲା ଇଣ୍ଡିଆନ ଗ୍ରାଁ ପ୍ରି.ରେ ସେ ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।...
୧୦.୩୦ ସୁଦ୍ଧା ଏହି ଜିଲ୍ଲା ସାବଧାନ
ଭୁବନେଶ୍ଵର,୧୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ରାଜ୍ୟରେ ମୌସୁମୀ ସକ୍ରିୟ ଓ ଲଘୁଚାପ ସୃଷ୍ଟି କାରଣରୁ ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ଜାରି ରହିଛି । ଏହାରି ମଧ୍ୟରେ ଆଜି ରାତି ସାଢେ ୧୦ଟା ୩୦ସୁଦ୍ଧା...
ମହାକାଶରେ ଡିଜେ ଡ୍ୟାନ୍ସ
ନୂଆଦିଲ୍ଲୀ,୧୬/୦୮: ଇଟାଲିର ଲୁକା ପରମିଟାନୋ ସ୍ପେସ୍ରେ ଡିଜେ ଡ୍ୟାନ୍ସ କରୁଥିବା ପ୍ରଥମ ମହାକାଶ ଯାତ୍ରୀ ବନିଯାଇଛନ୍ତି। ଲୁକା ଅନ୍ତର୍ରାଷ୍ଟ୍ରୀୟ ମହାକାଶ ଷ୍ଟେଶନରେ ଡିଜେ ଧୁନ୍ରେ ଡ୍ୟାନ୍ସ କରିଛନ୍ତି। ସେ ଏକ ଡିଭାଇସ୍ ଜରିଆରେ...
ଗଗନ ଧଳଙ୍କ ପ୍ରସଙ୍ଗରେ ସରକାରଙ୍କ ସ୍ପଷ୍ଟୀକରଣ
ଭୁବନେଶ୍ୱର,୧୬ ।୮(ଓଡିଆ ପୁଅ/ ପଙ୍କଜିନୀ ନାୟକ):ଆଇଏଏସ୍ ଗଗନ ଧଳଙ୍କ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଲେ ସରକାର । ସରକାରଙ୍କ କହିବାନୁଯାଇ, ବ୍ୟକ୍ତିଗତ କାରଣ ପାଇଁ ସେ ଇସ୍ତଫା ମାଗିଛନ୍ତି । ଅଗଷ୍ଟ ୬ରେ ମଚଖ୍ୟ...
ରବି ଶାସ୍ତ୍ରୀ ହିଁ ଟିମ ଇଣ୍ଡିଆର ହେଡ କୋଚ ରହିବେ, ୨ ବର୍ଷର ହେବ...
ନୂଆ ଦିଲ୍ଲୀ ୧୬-୮ (ଓଡ଼ିଆ ପୁଅ) ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ କପିଳ ଦେବଙ୍କର ନେତୃତ୍ତ୍ୱରେ ତିନି ସଦସ୍ୟ ବିଶିଷ୍ଟ କ୍ରିକେଟ ଉପଦେଷ୍ଟା ସମିତି ଟିମ ଇଣ୍ଡିଆର ନୂଆ କୋଚଙ୍କର ନାମ...
ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ
ମୁମ୍ବାଇ: ୧୬ ।୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଶେଷରେ ଭାରତୀୟ କ୍ରିକେଟ ଦଳର କୋଚ ହୋଇଛନ୍ତି ରବି ଶାସ୍ତ୍ରୀ । କପିଲ ଦେବଙ୍କ ଅଧ୍ୟକ୍ଷତାରେ...
ସରକାରୀ ନିଗମ ଓ ସଂସ୍ଥାର ଅଧ୍ୟକ୍ଷଙ୍କ ନାମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୬ା୮ (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ଆଜି ଘୋଷଣା ହୋଇଛି ବିଭିନ୍ନ ସରକାରୀ ନିଗମ ଓ ସଂସ୍ଥାର ଅଧ୍ୟକ୍ଷ। ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଉତ୍କଳ କେଶରୀ ପରିଡ଼ା- ଚିଲିକା ଉନ୍ନୟନ...
କାଶ୍ମୀରରେ ଲ୍ୟାଣ୍ଡଲାଇନ ସେବା ଆରମ୍ଭ
ନୂଆଦିଲ୍ଲୀ,୧୬ ।୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଧାରା ୩୭୦ ଉଠିବା ପରେ ବର୍ତ୍ତମାନର ପରିସ୍ଥିତିକୁ ଲକ୍ଷ୍ୟ ରଖି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ସଚିବ ବି.ଆର. ସୁବ୍ରମଣ୍ୟମ...
ଇତିହାସ ରଚିଲେ ଏହି ବ୍ୟକ୍ତି
ବ୍ରିଟିସ,୧୬/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ କିଛି ନା କିଛି ଭିନ୍ନ କାମ କରିବାରେ ଲାଗିଥାଆନ୍ତି। ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ବ୍ରିଟେନର ଏଶ୍ ଡାଇକ୍ସ,...
ନୂଆ ଲୁକରେ ତାପସୀ ପନ୍ନୁ
ମୁମ୍ବାଇ,୧୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ବଲିଉଡ୍ରେ ନିଜର ସ୍ୱତନ୍ତ୍ର ଜାଗା ବନାଇଥିବା ଟଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ‘ବିୟୁଟି ଓ୍ଵିଥ୍ ବ୍ରେନ୍’ ନାମରେ ସିନେମା ଜଗତରେ ବେଶ୍ ଜଣାଶୁଣା। ଯଦିଓ ତାଙ୍କ ଷ୍ଟାଇଲକୁ ନେଇ...
ପାକିସ୍ତାନରେ ବିସ୍ଫୋରଣ
ବାଲୁଚିସ୍ତାନ,୧୬ ।୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ପାକିସ୍ତାନ ବାଲୁଚିସ୍ତାନ ଅନ୍ତର୍ଗତ କ୍ୱେଟ୍ଟାରେ ଆଜି ଶକ୍ତିଶାଳୀ ବିସ୍ଫୋରଣ ହୋଇଛି । କୁଚଲାକର ଏକ ମସଜିଦରେ ହୋଇଥିବା ଏହି ବିସ୍ଫୋରଣରେ ପ୍ରାୟ ୪ ଜଣଙ୍କର ମୃତ୍ୟୁ ହୋଇଥିବା...
କ୍ରିକେଟ ଖେଳିବେ କ୍ରିସ ଗେଲ
ନୂଆଦିଲ୍ଲୀ,୧୬/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):୨୦୧୯ ଫେବ୍ରୁଆରୀ ୧୮ରେ ସେ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେବେ ବୋଲି ଘୋଷଣା କରିଥିଲେ । କହିଥିଲେ ବିଶ୍ୱକପ୍ ପରେ ଅବସର ନେବେ । ହେଲେ ୨୦୧୯ ଜୁନ୍ରେ...
ଭିଏସଆର୍ ନେଇପାରନ୍ତି ଗଗନ
ଭୁବନେଶ୍ୱର, ୧୬ା୮(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ସ୍ୱେଚ୍ଛାକୃତ ଭାବେ ଅବସର ନେଇପାରନ୍ତି ବରିଷ୍ଠ ଆଇଏଏସ ଗଗନ ଧଳ । ଅବସରର ୪ମାସ ପୂର୍ବରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ଜୋର ଧରିଛି । ଚଳିତବର୍ଷ ଡିସେମ୍ବର...
ବାଲିଗୁଡାର ପୂର୍ବତନ କଂଗ୍ରେସ ବିଧାୟକ ସାହୁରା ମଲ୍ଲିକଙ୍କ ପରଲୋକ
ବାଲିଗୁଡା, ୧୬-୮ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ )କନ୍ଧମାଳ ଜିଲ୍ଲା ବାଲିଗୁଡାର ପୂର୍ବତନ କଂଗ୍ରେସ ବିଧାୟକ ସାହୁରା ମଲ୍ଲିକଙ୍କ ଶୁକ୍ରବାର ସକାଳ ୪ଟା ୧୫ ମିନିଟ୍ ସମୟରେ ବାଲିଗୁଡା ମେଡିକାଲରେ ପରଲୋକ...
ବଲିଉଡ ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କ ନିଧନ
ମୁମ୍ବାଇ,୧୬/୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କର ଗୁରୁବାର ଦିନ ୭୨ବର୍ଷ ବୟସରେ ନିଧନ ହୋଇଛି। ବିଦ୍ୟାଙ୍କୁ ମୁମ୍ବାଇର କ୍ରିଟିକେୟାର ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କର ହାର୍ଟ ସମ୍ବନ୍ଧୀୟ ସମସ୍ୟା ରହିଥିଲା ।...
ବନ୍ଦ ହେଲା ୧୦ଟି ଗେଟ
ସମ୍ବଲପୁର, ୧୬ା୮(ଓଡ଼ିଶା ପୁଅ/ପଙ୍କଜିନୀ ନାୟକ): ହୀରାକୁଦ ଡ୍ୟାମର ଆଜି ବନ୍ଦ କରାଯାଇଛି ୧୦ଟି ଗେଟ୍ । ବନ୍ୟାଜଳ ପ୍ରବେଶ ଓ ନିଷ୍କାସନକୁ ଦୃଷ୍ଟିରେ ରଖି ଗେଟକୁ ବନ୍ଦ କରିଦିଆଯାଇଛି । ତେବେ ଏନେଇ...
ଆଜି ବି ସମସ୍ତଙ୍କ ହୃଦୟରେ ବଞ୍ଚିଛନ୍ତି ଅଟଳ
ନୂଆଦିଲ୍ଲୀ, ୧୬ା୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଏନେଇ ସମାଧି ସ୍ଥଳ ସଦୈବ ଅଟଳରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଷ୍ଟ୍ରପତି । ତାଙ୍କ ସହ...
କିଛିସମୟ ପରେ ବନ୍ଦ ହେବ ହୀରାକୁଦ ଡ୍ୟାମର ୧୦ଟି ଗେଟ
ଭୁବନେଶ୍ୱର ୧୬-୮ (ଓଡ଼ିଆ ପୁଅ) ଆଉ ଅଳ୍ପ ସମୟ ପରେ ବନ୍ଦ ହେବ ହୀରାକୁଦ ଡ୍ୟାମର ୧୦ଟି ଗେଟ। ଏହା ପରେ ପର୍ଯ୍ୟାୟ କ୍ରମେ ଧିରେ ଧିରେ ଅନ୍ୟ ଗେଟ୍ ବନ୍ଦ ହେବା...
ଆଜି ବସୁଛି ନୀତି ଆୟୋଗ ବୈଠକ
ନୂଆଦିଲ୍ଲୀ,୧୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ମୁମ୍ବାଇରେ ବସୁଛି ନୀତି ଆୟୋଗ ବୈଠକ । ବୈଠକରେ ଚାଷୀମାନଙ୍କ ଆୟ ବୃଦ୍ଧି ଓ କୃଷି କ୍ଷେତ୍ରରେ ସଂସ୍କାର ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ।...





