Home ଓଡ଼ିଶା ଦୂତୀଙ୍କୁ ପୁଣି ସଫଳତା

ଦୂତୀଙ୍କୁ ପୁଣି ସଫଳତା

846

ଭୁବନେଶ୍ଵର,୧୬/୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ଓଡ଼ିଆ ଆଥଲେଟ୍‌ ଦୂତୀ ଚାନ୍ଦଙ୍କୁ ଆଉ ଏକ ସଫଳତା ମିଳିଛି । ପଟିଆଲା ଇଣ୍ଡିଆନ ଗ୍ରାଁ ପ୍ରି.ରେ ସେ ୧୦୦ ମିଟର ଦୌଡ଼ରେ  ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହା ପୂର୍ବରୁ କିଛି ଦିନ ତଳେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡାର ୧୦୦ ମିଟରରେ ସ୍ୱର୍ଣ୍ଣ ଜିତିବାରେ ଦୂତୀ ପ୍ରଥମ ଭାରତୀୟ ହୋଇଥିଲେ । ଏହା ସହ ଏସୀୟ କ୍ରୀଡ଼ାରେ ଦୁଇଟି ରୌପ୍ୟ ପଦକ ଜିତିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.