Home ଓଡ଼ିଶା ଆଜି ବସୁଛି ନୀତି ଆୟୋଗ ବୈଠକ

ଆଜି ବସୁଛି ନୀତି ଆୟୋଗ ବୈଠକ

281

ନୂଆଦିଲ୍ଲୀ,୧୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ମୁମ୍ବାଇରେ ବସୁଛି ନୀତି ଆୟୋଗ ବୈଠକ । ବୈଠକରେ ଚାଷୀମାନଙ୍କ ଆୟ ବୃଦ୍ଧି ଓ କୃଷି କ୍ଷେତ୍ରରେ ସଂସ୍କାର ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ଏଥିରେ ଚାଷୀଙ୍କ ଆୟ ବୃଦ୍ଧି ସହ କୃଷି କ୍ଷେତ୍ରରେ ସଂସ୍କାର ନେଇ ମତାମତ ନିଆଯିବ । କୃଷି ଉତ୍ପାଦନ ବୃଦ୍ଧି ଓ ପଶୁ ସମ୍ପଦର ବିକାଶ ଏବଂ ବିପଣନ ପାଇଁ ଏପି.ଏଲ.ଏମ୍‌ ଆଇନ-୨୦୧୭ କାର୍ଯ୍ୟକାରିତା ନେଇ ଆଲୋଚନା ହେବ । ସେହିପରି ୨୦୧୮ରେ ପ୍ରଣୟନ କରାଯାଇଥିବା ଠିକାଭିତ୍ତିକ କୃଷି ଓ ଆନୁସଙ୍ଗିକ ସେବା କ୍ଷେତ୍ରରେ ରାଜ୍ୟମାନେ କେତେ ସଫଳତା ପାଇଛନ୍ତି ତାର ସମୀକ୍ଷା କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.