Home ଓଡ଼ିଶା ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ

ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ

267

ମୁମ୍ବାଇ: ୧୬ ।୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଶେଷରେ ଭାରତୀୟ କ୍ରିକେଟ ଦଳର କୋଚ ହୋଇଛନ୍ତି ରବି ଶାସ୍ତ୍ରୀ । କପିଲ ଦେବଙ୍କ ଅଧ୍ୟକ୍ଷତାରେ ଗଠିତ ପରାମର୍ଶଦାତା କମିଟି ଭାରତୀୟ ଦଳର ନୂତନ ମୁଖ୍ୟ କୋଚ୍ଙ୍କ ନାମ ଆଜି ଘୋଷଣା କରିଛନ୍ତି । ରବି ଶାସ୍ତ୍ରୀ ଆସନ୍ତା ୨୦୨୧ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ ବୋଲି BCCI ପକ୍ଷରୁ ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.