Home ଓଡ଼ିଶା ୧୦.୩୦ ସୁଦ୍ଧା ଏହି ଜିଲ୍ଲା ସାବଧାନ

୧୦.୩୦ ସୁଦ୍ଧା ଏହି ଜିଲ୍ଲା ସାବଧାନ

2119

ଭୁବନେଶ୍ଵର,୧୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ରାଜ୍ୟରେ ମୌସୁମୀ ସକ୍ରିୟ ଓ ଲଘୁଚାପ ସୃଷ୍ଟି କାରଣରୁ ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ଜାରି ରହିଛି । ଏହାରି ମଧ୍ୟରେ ଆଜି ରାତି ସାଢେ ୧୦ଟା ୩୦ସୁଦ୍ଧା ୧୪ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତକୁ ନେଇ ସତର୍କ କରିଛି ପାଣିପାଗ ବିଭାଗ । ଜିଲ୍ଲା ଗୁଡିକ ମଧ୍ୟରେ- ମୟୂରଭଞ୍ଜ, ବାଲେଶ୍ୱର, ନୟାଗଡ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ଅନୁଗୁଳ, କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, କୋରାପୁଟ, ମାଲକାନଗିର. ରାୟଗଡା, ଢେଙ୍କାନାଳ, ନବରଙ୍ଗପୁର ଓ ନୂଆପଡା ସାମିଲ ରହିଛି। ଏହି ସବୁ ଜିଲ୍ଲାଗୁଡ଼ିକ ବର୍ଷା ଓ ବଜ୍ରପାତକୁ ନେଇ ସତର୍କ କରିଛି ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.