Bureau
କିଛିସମୟ ପରେ ବନ୍ଦ ହେବ ହୀରାକୁଦ ଡ୍ୟାମର ୧୦ଟି ଗେଟ
ଭୁବନେଶ୍ୱର ୧୬-୮ (ଓଡ଼ିଆ ପୁଅ) ଆଉ ଅଳ୍ପ ସମୟ ପରେ ବନ୍ଦ ହେବ ହୀରାକୁଦ ଡ୍ୟାମର ୧୦ଟି ଗେଟ। ଏହା ପରେ ପର୍ଯ୍ୟାୟ କ୍ରମେ ଧିରେ ଧିରେ ଅନ୍ୟ ଗେଟ୍ ବନ୍ଦ ହେବା...
ଆଜି ବସୁଛି ନୀତି ଆୟୋଗ ବୈଠକ
ନୂଆଦିଲ୍ଲୀ,୧୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ମୁମ୍ବାଇରେ ବସୁଛି ନୀତି ଆୟୋଗ ବୈଠକ । ବୈଠକରେ ଚାଷୀମାନଙ୍କ ଆୟ ବୃଦ୍ଧି ଓ କୃଷି କ୍ଷେତ୍ରରେ ସଂସ୍କାର ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ।...
ଆଜିଠୁ ସ୍ପଟ୍ ଆଡମିଶନ
ଭୁବନେଶ୍ଵର,୧୬/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ରାଜ୍ୟରେ ଯୁକ୍ତ ତିନି କଲେଜରେ ଖାଲିପଡିଥିବା ସିଟ୍ ପୂରଣ ପାଇଁ ଆଜିଟୁ ସ୍ପଟ ଆଡମିଶନ। ଆଜି ଓ ଆସନ୍ତାକାଲି ଦୁଇ ଦିନ ଛାତ୍ରଛାତ୍ରୀମାନେ ସେମାନଙ୍କ ନାମ ପ଼ଞ୍ଜୀକରଣ କରିପାରିବେ।...
ମୁଣ୍ଡଳୀ ପହଞ୍ଚିବ ବନ୍ୟାଜଳ
କଟକ,୧୬/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ମହାନଦୀରେ ଆସିଥିବା ବନ୍ୟାରେ ସୁଧାର । ମୁଣ୍ଡଳିଠାରେ ଏବେ ୪ ଲକ୍ଷ ୭୪ ହଜାର ୬୨୪ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । କାଠଯୋଡ଼ି ନଦୀକୂଳରେ ରହୁଥିବା ବସ୍ତିବାସିନ୍ଦା...
ଆଜି ସନ୍ଧ୍ୟାରେ ବସିବ କ୍ୟାବିନେଟ ବୈଠକ
ଭୁବନେଶ୍ଵର,୧୬/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟା ୪୫ରେ ବୈଠକ ବସିବ । ରାଜ୍ୟ ଯୋଜନା ବୋର୍ଡକୁ ମିଳିବ ନୂଆ ରୂପ। ଯୋଜନା...
ବିପୁଳ ପରିମାଣର ଦେଶୀମଦ ଜବତ, ୨ ଗିରଫ
ବାଲେଶ୍ଵର,୧୬/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଚୋରା ଚାଲାଣ ବେଳେ ଜବତ ହେଲା ବିପୁଳ ପରିମାଣର ଦେଶୀମଦ। ପ୍ରାୟ ୧ ହଜାର ଲିଟର ଦେଶୀ ମଦ ମାରୁତି ଭ୍ୟାନ ଜବତ କରିଛି ଜଳେଶ୍ୱର ଅବକାରୀ...
ଏବେ ଖଜଣା ପୈଠ କରିବାକୁ ଆଉ ଯିବାକୁ ପଡ଼ିବନି ଅଫିସ
ଭୁବନେଶ୍ଵର,୧୫/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ଏଣିକି ଜମି ଖଜଣା ପଇଠ କରିବାକୁ ଗୋଟିଏ ଅଫିସରୁ ଆଉ ଗୋଟିଏ ଅଫିସକୁ ଦଉଡିବାକୁ ପଡିବନି। ଭୂ ରାଜସ୍ୱ ପଇଠ ପାଇଁ ଆରମ୍ଭ ହୋଇଛି ଅନ୍ ଲାଇନ୍ ଲ୍ୟାଣ୍ଡ...
ଦିଲ୍ଲୀ ସରକାରଙ୍କ ଏକ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୧୫/୦୮,(ଓଡ଼ିଆ ପୁଅ /ପଙ୍କଜି ନାୟକ) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ଙ୍କ ପରୀକ୍ଷା ଶୁଳ୍କ ବୃଦ୍ଧି ପରିପ୍ରେକ୍ଷୀରେ ଦିଲ୍ଲୀ ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ବର୍ଷ ଦଶମ ଓ ଦ୍ୱାଦଶ...
ଜଳ ନିଷ୍କାସିତ ପାଇଁ ଖୋଲିଲା ହୀରାକୁଦର ୧୬ଟି ଗେଟ
ସମ୍ବଲପୁର,୧୫/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ହୀରାକୁଦ ଜଳଭଣ୍ଡାରରୁ ୧୬ଟି ଗେଟ୍ ଦେଇ ବର୍ତ୍ତମାନ ଜଳ ନିଷ୍କାସନ ଜାରି ରହିଛି । ପ୍ରଥମେ ଜଳଭଣ୍ଡାରର ୨ଟି ଗେଟ୍ ଖୋଲିଥିବା ବେଳେ ପର୍ଯ୍ୟାୟକ୍ରମେ ଆଉ ୧୪ଟି...
ନିଲମ୍ବିତ ହେଲେ ଆଇଏଏସ ଅଧିକାରୀ
ନୂଆଦିଲ୍ଲୀ,୧୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଧୋକା ଦେବାକୁ ଚେଷ୍ଟା କରି ଫସିଛନ୍ତି ଆଇଏଏସ ଅଫିସର। ତେବେ ଧୋକା ଦେଇ ଦ୍ବିତୀୟ ବିବାହ କରିବା ଅଭିଯୋଗରେ ଗୁଜୁରାଟ ସରକାର ବୁଧବାର ଦିନ ଆଇଏଏସ ଅଧିକାରୀ...
ଯୁଦ୍ଧ କରିବାକୁ ଆମନ୍ତ୍ରଣ
ନୂଆଦିଲ୍ଲୀ, ୧୫/୦୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଗୋଟେ ପରେ ଗୋଟେ ଆପତ୍ତିଜନକ ମନ୍ତବ୍ୟ ଦେବାରେ ଲାଗିଛି।କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ପାକିସ୍ତାନର...
ନୂଆ କାଶ୍ମୀର- ନୂଆ ସ୍ବାଧୀନତା ଦିବସ
ଶ୍ରୀନଗର,୧୫/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଆଜି ପ୍ରଥମ ସ୍ୱାଧୀନତା ଦିବସ ପାଳନ ହୋଇଛି। ୭୩ତମ ସ୍ୱାଧୀନତା ଦିବସକୁ କଶ୍ମୀରବାସୀ ବେଶ ଆନନ୍ଦର ସହିତ ପାଳନ କରିଛନ୍ତି।
ଏହି...
ଅସିତ ତ୍ରିପାଠୀ ହେଲେ ନୂଆ ମୁଖ୍ୟ ଶାସନ ସଚିବ
ଭୁବନେଶ୍ଵର,୧୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଅସିତ୍ ତ୍ରିପାଠୀ ହେଲେ ମୁଖ୍ୟ ଶାସନ ସଚିବ। ୧୯୮୬ ବ୍ୟାଚ୍ ଆଇଏଏସ୍ ଅଫିସର ଅସିତ ତ୍ରିପାଠୀଙ୍କ ନାଁରେ ମୋହର ମାରିଛି ସାଧାରଣ ପ୍ରଶସାନ ବିଭାଗ। ଆସନ୍ତା ୧୯ ତାରିଖରେ...
IAS ସ୍ତରରେ ହେଲା ଅଦଳବଦଳ
ଭୁବନେଶ୍ଵର,୧୫/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ। ଜଙ୍ଗଲ ଓ ପରବେଶ ସଚିବ ସୁରେଶ ମହାପାତ୍ର ହେଲେ ଉନ୍ନୟନ କମିଶନର। ଏହାସହ ସେ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ...
କୁନି ପିଲା ହାତରେ ପତାକା
ପୁନେ,୧୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ମହାରାଷ୍ଟ୍ରରପୁନେର ଜଣେ ୯ ବର୍ଷିୟ ବାଳକ ବିଶ୍ୱର ଅନ୍ୟତମ ଉଚ୍ଚ ଶୃଙ୍ଗ ତାଞ୍ଜାନିଆ ସ୍ଥିତ ମାଉଣ୍ଟ କିଲିମଞ୍ଜାରୋ ରେ ଭାରତର ଜାତୀୟ ପତାକା ଉଡ଼ାଇଥିବା ଜଣାଯାଇଛି । ଏହି...
ଖୋଲିଲା ହୀରାକୁଦର ୨ଟି ଗେଟ
ସମ୍ବଲପୁର,୧୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ପ୍ରଥମେ ଦୁଇଟି ଗେଟ୍ ଖୋଲାଯାଇଛି । ପର୍ଯ୍ୟାୟ କ୍ରମେ ଆଜି ୧୬ଟି ଗେଟ୍ ଖୋଲାଯିବ। ଗତକାଲି ହୀରାକୁଦର ପ୍ରଥମ ଗେଟ୍ ଖୋଲିଥିଲା । ତିନି ଘଣ୍ଟା...
ମହାନଦୀ ବନ୍ୟାରେ ବୁଡିଲା ଗାଁ
ଅନୁଗୁଳ,୧୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ମହାନଦୀ ବନ୍ୟା ପାଣିରେ ବୁଡ଼ିଛି ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଓ ଟିକରପଡ଼ା । ବିଭିନ୍ନ ଅଞ୍ଚଳରେ ପଶିଛି ବନ୍ୟା ପାଣି। ସାତକୋଶିଆ ଅଭୟାରଣ୍ୟର ଟିକରପଡ଼ାର ୮ଟି ଗାଁ ବାହ୍ୟ...
ଭାରତର ସିରିଜର ବିଜୟ
ନୂଆଦିଲ୍ଲୀ,୧୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ତୃତୀୟ ଦିନିକିଆରେ ଘରୋଇଓ୍ଵଷ୍ଟଇଣ୍ଡିଜ୍କୁ ୬ ଓ୍ଵିକେଟ୍ରେ ହରାଇ ଭାରତୀୟ ଦଳ ଦିନିକିଆ ଆନ୍ତର୍ଜାତିକ ସିରିଜ୍ ବିଜୟୀ ହୋଇଛି । ଗତକାଲି ଖେଳା ଯାଇଥିବା ଏହି ମ୍ୟାଚ୍ରେ ବି ବର୍ଷା...
କେନ୍ଦ୍ରାପଡାରେ ଗୁଳିକାଣ୍ଡ
କେନ୍ଦ୍ରାପଡା,୧୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): କେନ୍ଦ୍ରାପଡ଼ା ସହର ଥାନା କଳପଡ଼ା ଲୁଣାନଦୀ ପୋଲ ଉପରେ ଆଜି ଗୁଳିକାଣ୍ଡ ହୋଇଛି । ଫଳରେ ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନେ ପାଟକୁରା ଥାନା...
୨ ଓଡିଆ ପୋଲିସ ଅଧିକାରୀଙ୍କୁ ରାଷ୍ଟ୍ରପତି ପୁରସ୍କାର
ନୂଆଦିଲ୍ଲୀ,୧୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ପୁଲିସ ସେବା କ୍ଷେତ୍ରରେ ବିଶିଷ୍ଟ ସେବା ପାଇଁ ଦୁଇ ଜଣ ଓଡ଼ିଆ ପୋଲିସ ଅଫିସରଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯିବ। ଏନେଇ ଘୋଷଣା ହୋଇଛି । ଦୁଇ...





