Home ଓଡ଼ିଶା ଭିଏସଆର୍ ନେଇପାରନ୍ତି ଗଗନ

ଭିଏସଆର୍ ନେଇପାରନ୍ତି ଗଗନ

196

ଭୁବନେଶ୍ୱର, ୧୬ା୮(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ସ୍ୱେଚ୍ଛାକୃତ ଭାବେ ଅବସର ନେଇପାରନ୍ତି ବରିଷ୍ଠ ଆଇଏଏସ ଗଗନ ଧଳ । ଅବସରର ୪ମାସ ପୂର୍ବରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ଜୋର ଧରିଛି । ଚଳିତବର୍ଷ ଡିସେମ୍ବର ଯାଏଁ ତାଙ୍କର ଚାକିରି କାର୍ଯ୍ୟକାଳ ଥିଲା ଓଓ କୃ ଉତ୍ପାଦନ କମିଶନର ଦାୟିତ୍ୱ ତୁଲାଇଥିଲେ ଗଗନ ଧଳ । ପ୍ରଦୀପ୍ତ ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ଦାୟିତ୍ୱ ମିଳିଛି । ଅସନ୍ତୋଷ କାରଣରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.