Home ଓଡ଼ିଶା ଦାୟିତ୍ବ ନେଲେ ଆଦିତ୍ୟ ପ୍ରସାଦ ପାଢ଼ୀ

ଦାୟିତ୍ବ ନେଲେ ଆଦିତ୍ୟ ପ୍ରସାଦ ପାଢ଼ୀ

181

ଭୁବନେଶ୍ଵର,୧୯/୦୮,(ଓଡ଼ିଆ ପୁଅ/ ପି ନାଏକ): ମୁଖ୍ୟ ଶାସନ ସଚିବ ପଦବୀରୁ ଅବସର ନେବା ପରେ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ନୂଆ ନିଯୁକ୍ତି ମିଳିଛି । ୭ମ ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି ଆଦିତ୍ୟ ପ୍ରସାଦ ପାଢୀ । ନବ କୁମାର ନାୟକଙ୍କଠାରୁ ସେ ଦାୟିତ୍ୱ ନେଇଛନ୍ତି । ଦାୟିତ୍ୱ ନେବା ପରେ ଆଦିତ୍ୟ ପାଢୀ କହିଛନ୍ତି, ପଦ ମର୍ଯ୍ୟାଦାର ଗାରିମା ଅକ୍ଷୁର୍ଣ୍ଣ ରଖିବାକୁ ପ୍ରୟାସ କରିବି ।

୩୦ ନଭେମ୍ବର ୨୦୧୫ରୁ ସେ ମୁଖ୍ୟ ଶାସନ ଭାବେ ଦାୟିତ୍ୱ ତୁଲାଇଥିଲେ । ତାଙ୍କ ପାଇଁ ପୌର ନିର୍ବାଚନ କରାଇବା ପ୍ରମୁଖ ଚ୍ୟାଲେଞ୍ଜ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.