Home ଓଡ଼ିଶା ଗାଡି ପୋଡ଼ିଲେ ଦୁର୍ବୃତ୍ତ

ଗାଡି ପୋଡ଼ିଲେ ଦୁର୍ବୃତ୍ତ

147

ଭୁବନେଶ୍ଵର,୧୯/୦୮,(ଓଡ଼ିଆ ପୁଅ/ ପି ନାୟକ):ବିଧାୟକଙ୍କ ସରକାରୀ ବାସଭବନରେ ଅଗ୍ନିକାଣ୍ଡ। ଗାଡ଼ି ପୋଡି ଦେଲେ ଦୁର୍ବୃତ୍ତ । ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଥିବା ଗାଡି ପୋଡ଼ି ଦେଇଛନ୍ତି କିଛି ଦୁର୍ବୃତ୍ତ ।

୨ଟି କାର, ଗୋଟିଏ ବାଇକ ସହ ସାଇକେଲ ପୋଡ଼ିଦେଇଥିବା ସୂଚନା ମିଳିଛି । କିଏ ଓ କାହିଁକି ଏପରି କରିଛି, ତାହା ଜଣାପଡ଼ିନାହିଁ । କ୍ୟାପିଟାଲ ଥାନା ପୋଲିସ ବିଧାୟକଙ୍କ ବାସଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.