Home ଓଡ଼ିଶା ବଢୁଛି ହୀରାକୁଦ ଜଳସ୍ତର

ବଢୁଛି ହୀରାକୁଦ ଜଳସ୍ତର

274

ସମ୍ବଲପୁର,୧୯/୦୮,(ଓଡ଼ିଆ ପୁଅ/ ପି ନାୟକ):ଲଗାଣ ବର୍ଷାରେ ପୁଣି ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳପତ୍ତନ । ଏହାକୁ ଦୃଷ୍ଟିରେ ରଖି ଆଜି ଆଉ ୭ଟି ଗେଟ୍‌ ଖୋଲାଯାଇଛି। ଏବେ ୧୪ଟି ଗେଟ୍‌ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି । ସୂଚନା ଅନୁସାରେ ଏବେ ହୀରାକୁଦର ଜଳସ୍ତର ରହିଛି ୬୨୦.୮୧ ଫୁଟ । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଛି ୨ଲକ୍ଷ ୫ ହଜାର ୪୭ କ୍ୟୁସେକ୍‌ ଜଳ । ନିଷ୍କାସିତ ହେଉଛି ୧ ଲକ୍ଷ ୨୭ହଜାର ୭୨୪ କ୍ୟୁସେକ୍‌ ଜଳ । ହୀରାକୁଦ ଜଳଭଣ୍ଡାରର ଜଳଧାରଣା କ୍ଷମତା ରହିଛି ୬୩୦ ଘନଫୁଟ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.