Home ଓଡ଼ିଶା ମହାରାଷ୍ଟ୍ରରେ ବସ ଦୁର୍ଘଟଣା, ୧୧ ମୃତ

ମହାରାଷ୍ଟ୍ରରେ ବସ ଦୁର୍ଘଟଣା, ୧୧ ମୃତ

149

ମହାରାଷ୍ଟ୍ର,୧୯/୦୮,(ଓଡ଼ିଆ ପୁଅ/ ପି ନାୟକ)ବସ୍‌-କଣ୍ଟେନର ମୁହାଁମୁହିଁ ଧକ୍କାରେ ୧୧ ମୃତ, ୨୦ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଥିବା ବେଳେ ଆହତ ସମସ୍ତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମହାରାଷ୍ଟ୍ର ଧୁଲେ ଜିଲ୍ଲା ଶାହାଦା-ଔରଙ୍ଗାବାଦ ରାସ୍ତା ଦୌଡାଇଚା ଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌ଟି ପ୍ରାୟ ୪୫ ଜଣ ଯାତ୍ରୀଙ୍କୁ ନେଇ ଔରଙ୍ଗାବାଦ ଯାଉଥିବାବେଳେ ବିଳମ୍ବିତ ରାତିରେ କଣ୍ଚେନର ସହ ଧକ୍କା ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.