Bureau
ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ
ସମ୍ବଲପୁର,୦୧/୦୯,(ଓଡ଼ିଆ ପୁଅ ପି ନାଏକ): ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସରେ ଲାଗିଲା ନିଆଁ। ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ। ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ମାନେଶ୍ୱର ଓ ସିଟି ଷ୍ଟେସନ ମଧ୍ୟରେ ଟ୍ରେନର...
ଆଜିଠୁ ଟ୍ରାଫିକ ନିୟମ କଡାକଡି
ଭୁବନେଶ୍ଵର,୦୧/୦୯,(ଓଡ଼ିଆ ପୁଅ ପି ନାଏକ): କଡ଼ାକଡ଼ି ହେବ ଟ୍ରାଫିକ ନିୟମ । ଆଜିଠୁ ସାରା ଦେଶରେ ଲାଗୁ ହେବ ସଂଶୋଧିତ ମୋଟର ଯାନ ଆଇନ । ଟ୍ରାଫିକ ନିୟମ ଭାଙ୍ଗିଲେ ଗଣିବେ ଅଧିକ...
ଗୁଗୁଲକୁ ଜରିମାନା
ନୂଆଦିଲ୍ଲୀ,୩୧/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଟେକ୍ନୋଲୋଜିର ଗନ୍ତାଘର ଗୁଗଲ ଉପରେ ୧୪୨୦ କୋଟି ଟଙ୍କାର ଜୋରିମାନା ଲଗାଯାଇଛି । ‘ୟୁଟ୍ୟୁବରେ ଚିଲଡ୍ରେନ ପ୍ରାଇଭେସି ଲ’ ର ଉଲଂଘନ କାରଣରୁ ଗୁଗଲ ଉପରେ ଏହି...
ପଢ଼ନ୍ତୁ ବ୍ୟାଙ୍କର ନୂଆ ନିୟମ
ନୂଆଦିଲ୍ଲୀ,୩୧/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ୨୦୧୯ ସେପ୍ଟେମ୍ବର ୧ରୁ ବ୍ୟାଙ୍କ ନିୟମରେ ବହୁ ପରିବର୍ତ୍ତନ ହେବ। କିଛି ନିୟମ ଗ୍ରାହକଙ୍କୁ ଫାଇଦା ଦେଉଥିବା ବେଳେ ଆଉ କିଛି କ୍ଷତି ମଧ୍ୟ ଦେବ। ନୂତନ...
କେନ୍ଦ୍ରମନ୍ତ୍ରୀଙ୍କ ଦୁଇଦିନିଆ ଋଷ ଗସ୍ତ ସମାପ୍ତ ଋଷ ସରକାର ଓ କମ୍ପାନୀ ମାନଙ୍କ ସହ...
- ଦୁଇ ଦେଶର ବ୍ୟବସାୟିକ ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱ
- ଉର୍ଜା ଏବଂ ଇସ୍ପାତ କ୍ଷେତ୍ରରେ ଭାଗିଦାରୀ ପାଇଁ ଉଭୟ ଦେଶ ପ୍ରତିଶ୍ରୁତିବଦ୍ଧ
- ମୋଦିଙ୍କ ଭ୍ଲାଡିଭୋଷ୍ଟୋକ ଗସ୍ତର ଏକ ସପ୍ତାହ ପୂର୍ବରୁ ଧର୍ମେନ୍ଦ୍ରଙ୍କ...
ବାଲିଗୁଡା ଏନଏସିରେ ସ୍ୱାୟତ ଶାସନ ନଦିବସ ପାଳିତ
ବାଲିଗୁଡା, ୩୧/୮ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) - ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦ ଦ୍ୱାରା ସର୍ବଭାରତୀୟ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହରେ ଏକ ବୈଠକ ହୋଇଥିଲା।...
ଗ୍ରୀଡ୍କୋର ବିଜୁଳି ଦର ପ୍ରସ୍ତାବକୁ ବିରୋଧ : ଓ.ଇ.ଆର.ସି. ଅଧ୍ୟକ୍ଷକଙ୍କୁ ଭେଟି ସ୍ମାରକପତ୍ର ଦେଲା...
ଭୁବନେଶ୍ୱର, ୩୧ା୮ (ଓଡ଼ିଆ ପୁଅ) : ‘ଗ୍ରୀଡ୍କୋ’ ତା’ର ବାର୍ଷିକ ରାଜସ୍ୱ କ୍ଷତିକୁ ଭରଣା କରିବା ପାଇଁ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନିମନ୍ତେ ଓ.ଇ.ଆର.ସି. ନିମନ୍ତେ ଏକ ଦରଖାସ୍ତ ପ୍ରଦାନ କରିଛି। ଓ.ଇ.ଆର.ସି....
ଶିଶୁମୃତ୍ୟୁ ହାର କମାଇବ ଏହି ମିଲ୍କ
ନୂଆଦିଲ୍ଲୀ,୩୧/୦୮,(ଓଡ଼ିଆ ପୁଅ ପି ନାଏକ): ସାରା ଦୁନିଆରେ ଶିଶୁ ମାନଙ୍କର ସ୍ୱାସ୍ଥ୍ୟରେ ସୁଧାର ଆଣିବା ପାଇଁ ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ‘ବ୍ରେଷ୍ଟଫିଡିଙ୍ଗ ଉଇକ’ ପାଳନ କରାଯାଇଥାଏ । ଏହା ବ୍ୟତୀତ...
ରାଜ୍ୟ ପ୍ରଶାସନରେ ୫ଟି ପ୍ରଚାର – ଏକ ପ୍ରହସନ, ମନଗଢା ଏବଂ ମିଥ୍ୟା ପ୍ରଚାର...
ଭୁବନେଶ୍ୱର, ୩୧.୮ (ଓଡ଼ିଆ ପୁଅ) : ରାଜ୍ୟ ପ୍ରଶାସନରେ ୫ଟିକୁ ମୁଖ୍ୟମନ୍ତ୍ରୀଙ୍କର ଗୁରୁମନ୍ତ୍ର ଏବଂ ପ୍ରଶାସନର ସମସ୍ତ ସ୍ତରରେ ଏହାକୁ କାର୍ଯ୍ୟକାରୀ କରେଇବା ପାଇଁ ବ୍ୟାପକ ପ୍ରଚାର କରାଯାଉଛି। ଏହି ୫ଟି ସ୍ୱଚ୍ଛତା...
ଜିଓ ନାଁ ରେ ଫେକ ମେସେଜ କରି ଟଙ୍କା ଲୁଟ
ନୂଆଦିଲ୍ଲୀ,୩୧/୦୮,(ଓଡ଼ିଆ ପୁଅ ପି ନାଏକ): ମାଗଣାରେ ଗ୍ରାହକଙ୍କୁ ବହୁ ସୁବିଧା ଯୋଗାଉଛି ରିଲାଏନ୍ସ ଜିଓ। ମାଗଣା ଡାଟା ହେଉ ବା କଲ୍ ସବୁଠାରୁ ଅଧିକ ସୁବିଧା ଜିଓ ଦେଉଛି। ତେବେ କିଛି ଦିନ...
ନୂତନ କ୍ୟାବିନେଟ ସଚିବ ଭାବେ ଶ୍ରୀ ରାଜୀବ ଗୌବାଙ୍କ ଦାୟିତ୍ୱଗ୍ରହଣ
ନୂଆ ଦିଲ୍ଲୀ ୩୧-୮ (ଓଡ଼ିଆ ପୁଅ) ନୂତନ କ୍ୟାବିନେଟ ସଚିବ ଭାବେ ଶ୍ରୀ ରାଜୀବ ଗୌବା ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦାୟୀ କ୍ୟାବିନେଟ ସଚିବ ଶ୍ରୀ ପି.କେ. ସିହ୍ନାଙ୍କ ଅବସର ପରେ ତାଙ୍କୁ...
ନ୍ୟୁ ଇଣ୍ଡିଆର ମୂଳରେ ଏକ ନାଗରିକ କୈନ୍ଦ୍ରିକ ସରକାର ରହିଛି : ପ୍ରଧାନମନ୍ତ୍ରୀ
ନୂଆ ଦିଲ୍ଲୀ ୩୧-୮ (ଓଡ଼ିଆ ପୁଅ)
ମାଲାୟାଲା ମନୋରମା ସମ୍ମେଳନ-୨୦୧୯ରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
- ନ୍ୟୁ ଇଣ୍ଡିଆ ନିର୍ମାଣ କରିବା ଲାଗି ସରକାର ସାମଗ୍ରିକ ଭାବେ କାର୍ଯ୍ୟ କରୁଛନ୍ତି
- ଭିନ୍ନ ଭାଷାଭାଷୀ ଲୋକଙ୍କ ମଧ୍ୟରେ ସେତୁ...
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦରୁ ନୃପେନ୍ଦ୍ର ମିଶ୍ରଙ୍କ ଅବ୍ୟାହତି
ନୂଆ ଦିଲ୍ଲୀ ୩୧-୮ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ନୃପେନ୍ଦ୍ର ମିଶ୍ର ତାଙ୍କ ଦାୟିତ୍ୱରୁ ଅବ୍ୟାହିତ ନେବା ଲାଗି ଇଚ୍ଛା ବ୍ୟକ୍ତ କରିଛନ୍ତି। ଦୁଇ ସପ୍ତାହ ପାଇଁ ପଦବୀରେ ରହିବା...
ପଢ଼ନ୍ତୁ ଏହି ଅଭିନେତାଙ୍କ ବିଷୟରେ
ମୁମ୍ବାଇ,୩୧/୦୮,(ଓଡ଼ିଆ ପୁଅ ପି ନାଏକ): ଆପଣମାନଙ୍କୁ ଯଦି ଦୁଇ ଦିନ ଖାଇବାକୁ ଦିଆ ନଯାଏ ତେବେ ଆପଣ କେମିତି ଅନୁଭବ କରିବେ? ନିଶ୍ଚିନ୍ତ ଆପଣମାନେ ଚିଡଚିଡା ହେବା ସହ କାହା ସହ କଥା...
ଶୁଭଫଳ ପାଇଁ ଘରେ ବଜାନ୍ତୁ ଶଙ୍ଖ
ଭୁବନେଶ୍ଵର,୩୧/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ହିନ୍ଦୁ ଧର୍ମ ମାନ୍ୟତା ଅନଯାୟୀ ପୂଜା ସମୟରେ ଶଙ୍ଖର ବ୍ୟବହାର କରିବା ଦ୍ୱାରା ଅନେକ ଲାଭ ମିଳିଥାଏ। ଯେକୌଣସି ଶୁଭ କାର୍ଯ୍ୟରେ ଶଙ୍ଖ ବଜାଇବା ଦ୍ୱାରା ବାହାରୁଥିବା...
ଇନିସ୍ପେକ୍ଟର ପ୍ରଫୁଲ କୁମାର ସାହୁ ସରକାରୀ ଚାକିରିରୁ ବହିଷ୍କୃତ – କିନ୍ତୁ କାହିଁକି ?
ଭୁବନେଶ୍ୱର ୩୧-୮ (ଓଡ଼ିଆ ପୁଅ) ରାଜ୍ୟ ଆରକ୍ଷୀ ମହା ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ଶର୍ମା କର୍ତ୍ତବ୍ୟରେ ଅବହେଳା ଓ ବିଶୃଙ୍ଖଳା ପ୍ରଦର୍ଶନ ସହ ଦୀର୍ଘ ପାଞ୍ଚ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି...
୧୦ଟି ସରକାରୀ ବ୍ୟାଙ୍କର ହେବ ମହା ମିଶ୍ରଣ : ଜାଣନ୍ତୁ ଗ୍ରାହକଙ୍କୁ କ’ଣ କରିବାକୁ...
ନୂଆ ଦିଲ୍ଲୀ ୩୧-୮ (ଓଡ଼ିଆ ପୁଅ) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧୦ଟି ବ୍ୟାଙ୍କର ମିଶ୍ରଣ କରିବାପାଇଁ ଘୋଷଣା କରିଛନ୍ତି। ଏହା ପରେ ବର୍ତ୍ତମାନ ଥିବା ୨୭ଟି ବ୍ୟାଙ୍କ ଜାଗାରେ କେବଳ ୧୨ଟି ସରକାରୀ...
ଦର୍ଶକେ ଦେଖିପାରିଲେନି ‘ସାହୋ’
ନୂଆଦିଲ୍ଲୀ,୩୧/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): କିଛି ମାସ ହେଲାଣି ଚର୍ଚ୍ଚାରେ ରହିଥିବା ଫିଲ୍ମ ‘ସାହୋ’ ଗତ କାଲି ରିଲିଜ୍ ହୋଇଛି । ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଥିବା ବେଳେ ଫିଲ୍ମକୁ ଦର୍ଶକଙ୍କ ଭଲ...
ସାଂସଦ ଅନୁଭବ ମହାନ୍ତିଙ୍କ କେନ୍ଦ୍ରାପଡ଼ା ମେଡିକାଲ ଗସ୍ତ
କେନ୍ଦ୍ରାପଡା,୩୧/୦୮,(ଓଡ଼ିଆ ପୁଅ ପି ନାଏକ): ସାଂସଦ ଅନୁଭବ ମହାନ୍ତିଙ୍କ ଅଚାନକ କେନ୍ଦ୍ରାପଡ଼ା ମେଡିକାଲ ଗସ୍ତ । ଗସ୍ତ ସମୟରେ ରୋଗୀଙ୍କ ସମସ୍ୟା ବୁଝିଥିଲେ ସାଂସଦ । ଠିକ୍ ଭାବେ ଚିକିତ୍ସା ହେଉଛି କି...
ଚୋର ସନ୍ଦେହରେ ନିର୍ଦ୍ଧୁମ ମାଡ
ବାଲେଶ୍ଵର,୩୧/୦୮:
ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ରାସ୍ତାରେ ଆଣ୍ଠେଇ ପିଟିଲେ ଯୁବକ । ଏଭଳି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ରେଳ ଷ୍ଟେସନରେ । ସୂଚନା ଅନୁସାରେ ଷ୍ଟେସନରେ ଜଣେ ବ୍ୟକ୍ତିଙ୍କ ବ୍ୟାଗ...






