Bureau
ଲ୍ୟାଣ୍ଡ ମାଇନ ବିସ୍ପୋରଣରେ ଟପ ମାଓବାଦୀ ଆହତ
ଛତିଶଗଡ,୦୨/୦୯,(ଓଡ଼ିଆ ପୁଅ ପି ନାଏକ): ନିଜ ଫାଶରେ ନିଜେ ଫସିଲେ ମାଓବାଦୀ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବିଛାଯାଇଥିବା ଲ୍ୟାଣ୍ଡ ମାଇନ ବିସ୍ପୋରଣରେ ଟପ ମାଓବାଦୀ ଆହତ । ଘଟଣା ଘଟିଛି ଛତିସଗଡରେ...
ତୃତୀୟ ଦିନରେ ସାହୋର କଲେକ୍ସନ
ମୁମ୍ବାଇ,୦୨/୦୯,(ଓଡ଼ିଆ ପୁଅ ପି ନାଏକ): ପ୍ରଭାସ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ସାହୋ’ କୁ ଯଦିଓ ଭଲ ରିଭିଉ ମିଳିପାରିନାହିଁ କିନ୍ତୁ ଏହାର ବକ୍ସ ଅଫିସ କଲେକ୍ସନ ବହୁତ ଭଲ ରହିଛି ।...
ମହମ୍ମଦ ଶମୀଙ୍କ ବିରୁଦ୍ଧରେ ଆରେଷ୍ଟ ୱାରେଣ୍ଟ ଜାରୀ, ଏବେ ଯିବେ ଜେଲ!
ନୂଆ ଦିଲ୍ଲୀ ୨-୯ (ଓଡ଼ିଆ ପୁଅ) ଟିମ ଇଣ୍ଡିଆର ଫାଷ୍ଟ ବୋଲର୍ ମହମ୍ମଦ ଶମୀ ପୁଣି ଥରେ ଅସୁବିଧାର ସମ୍ମୁଖାନ ହେବାକୁ ଯାଉଛନ୍ତି। କୋଲକାତା ନ୍ୟାୟାଳୟ ଶମୀଙ୍କ ବିରୁଦ୍ଧରେ ଆରେଷ୍ଟ ୱାରେଣ୍ଟ (Mohammed...
୧୨ ବର୍ଷର ପିଲା ପ୍ରସ୍ତୁତ କଲା ଏଭଳି ଡଷ୍ଟବିନ
ହାଇଦ୍ରାବାଦ,୦୨/୦୯,(ଓଡ଼ିଆ ପୁଅ ପି ନାଏକ): ହାଇଦ୍ରାବାଦର ଜଣେ ୧୨ ବର୍ଷର ବାଳକ ମହମ୍ମଦ ହସନ ସ୍ମାର୍ଟ ଡଷ୍ଟବିନ୍ ତିଆରି କରିଛନ୍ତି। ଏହାର ଖାସ୍ କଥା ହେଉଛି, ଆବର୍ଜନା ଭରିବା ପରେ ଏହା ଖାଲି...
ଏହି ଫୋନ ଉପରେ ବମ୍ପର ଅଫର
ନୂଆଦିଲ୍ଲୀ,୦୨/୦୯,(ଓଡ଼ିଆ ପୁଅ ପି ନାଏକ): ଆପଣ ନୂଆ ଫୋନ କିଣିବାକୁ ଚାହୁଁଛନ୍ତି କି ? ଯଦି ହଁ, ତେବେ ଆପଣଙ୍କ ପାଇଁ ଭିଭୋ ଆଣିଦେଇଛି ସୁଯୋଗ। ଭାରତରେ ଭିଭୋ ଇଣ୍ଡିଆ ପକ୍ଷରୁ ତାର...
ସ୍ବାସ୍ଥ୍ୟ ବିଭାଗରେ ନିଯୁକ୍ତି ସୁଯୋଗ
ନୂଆଦିଲ୍ଲୀ,୦୨/୦୯,(ଓଡ଼ିଆ ପୁଅ ପି ନାଏକ):ସ୍ୱାସ୍ଥ୍ୟ ବିଭାଗରେ ଚାକିରି କରିବାକୁ ଇଚ୍ଛୁକ କି ? ତେବେ ଆପଣଙ୍କ ପାଇଁ ସୁଯୋଗ। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ, ମଧ୍ୟପ୍ରଦେଶରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ...
୧୨ ଫୁଟିଆ ଅଜଗର ଉଦ୍ଧାର
ବାଲେଶ୍ବର,୦୨/୦୯,(ଓଡ଼ିଆ ପୁଅ ପି ନାଏକ):ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍.ଏ.ସି ସାଳବନ୍ଧ ଗାଁରୁ ପୁଣି ଏକ ୧୨ ଫୁଟିଆ ଅଜଗର ସାପ ଉଦ୍ଧାର ହୋଇଛି । କୂଳଡିହା ଅଭୟାରଣ୍ୟ ଜଙ୍ଗଲରୁ ସାପଟି ପଳାଇ ଆସିଥିବା...
ଶାରିରୀକ ସଂପର୍କ ଉଦ୍ୟମ ଅଭିଯୋଗରେ ଗିରଫ
ଭୁବନେଶ୍ଵର,୦୨/୦୯,(ଓଡ଼ିଆ ପୁଅ ପି ନାଏକ): ଶିକ୍ଷୟିତ୍ରୀଙ୍କୁ ପ୍ରେମ ନିବେଦନ ସହ ଶାରୀରିକ ସଂପର୍କ ଉଦ୍ୟମ ଅଭିଯୋଗରେ କିରାଣୀ ଗିରଫ । ରାୟଗଡା ଟାଉନ ଥାନା ପୋଲିସ ଅଭିଯୁକ୍ତ କିରାଣୀ ସତ୍ୟ ନାରାୟଣ ବିଶୋଇଙ୍କୁ...
ଶେଷ କକ୍ଷରେ ପହଞ୍ଚିଲା ଚନ୍ଦ୍ରଯାନ-୨
ନୂଆଦିଲ୍ଲୀ,୦୨/୦୯,(ଓଡ଼ିଆ ପୁଅ ପି ନାଏକ):
ଚନ୍ଦ୍ର ନିକଟରେ ଚନ୍ଦ୍ରଯାନ-୨ । ଚନ୍ଦ୍ରର ପଞ୍ଚମ ତଥା ଶେଷ କକ୍ଷରେ ପହଞ୍ଚିଛି ଚନ୍ଦ୍ରଯାନ-୨ । ଆଜି ଭାରତୀୟ ସମୟ ଦିନ ୧୨ଟା ୪୫ରୁ ଗୋଟାଏ ୪୫ ମଧ୍ୟରେ...
କଟକରେ ଆୟୋଜିତ ହେବ ୪୬ ତମ ବାସ୍କେଟ ବଲ ପ୍ରତିଯୋଗୀତା
କଟକ,୦୨/୦୯,(ଓଡ଼ିଆ ପୁଅ ପି ନାଏକ): କଟକରେ ଆୟୋଜିତ ହେବାକୁ ଯାଉଛି ୪୬ ତମ ସବ୍ ଜୁନିଅର ପୁରୁଷ ଓ ମହିଳା ବାସ୍କେଟ ବଲ୍ ପ୍ରତିଯୋଗିତା । ଯେଉଁଥିରେ ୨୬ଟି ରାଜ୍ୟର ପ୍ରାୟ ୧...
ଗୋଟିଏ ଦିନରେ ୪୯ ଲକ୍ଷ ୨୯ ହଜାର ୧୨୧ ଆଇଟିଆର ଦାଖଲ
ନୂଆଦିଲ୍ଲୀ,୦୨/୦୯,(ଓଡ଼ିଆ ପୁଅ ପି ନାଏକ): ଆଇଟିଆର ଇ-ଫାଇଲିଂରେ ଆୟକର ବିଭାଗ ରେକର୍ଡ କରିଛି । ୩୧ ଅଗଷ୍ଟ ଗୋଟିଏ ଦିନରେ ୪୯ ଲକ୍ଷ ୨୯ ହଜାର ୧୨୧ ଜଣ ଇ-ଫାଇଲିଂ ଜରିଆରେ ଆଇଟିଆର...
ସମ୍ବଲପୁରରେ ଏନକାଉଣ୍ଟର
ସମ୍ବଲପୁର,୦୨/୦୯,(ଓଡ଼ିଆ ପୁଅ ପି ନାଏକ): ସମ୍ବଲପୁରରେ ପୋଲିସର ଏନ୍କାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବିଟୁ ଓରଫ ମୁସିମ ଅଖତର ଆହତ ହୋଇଛି । ବିଟୁ ନାଁରେ ୧୫ରୁ ଅଧିକ ମାମଲା...
କୁଳଭୂଷଣ ଯାଦବ ଙ୍କୁ କନସୁଲାର ଆକ୍ସସେସ୍
ନୂଆଦିଲ୍ଲୀ,୦୨/୦୯,(ଓଡ଼ିଆ ପୁଅ ପି ନାଏକ): କୁଲଭୂଷଣ ଯାଦବଙ୍କୁ ଆଜି କନସୁଲାର ଆକ୍ସସେସ୍ ଦେବ ପାକିସ୍ତାନ । କୁଳଭୂଷଣଙ୍କୁ ପ୍ରଥମ ଥର ଲାଗି କନ୍ସୁଲାର ଆକ୍ସସେସ୍ ଯୋଗାଇ ଦେଉଛି ପାକିସ୍ତାନ । ଗତ ଜୁଲାଇ...
ବିଜୁ ଜନତା ଦଳର ସଦସ୍ୟତା ଅଭିଯାନ
ଭୁବନେଶ୍ଵର,୦୨/୦୯,(ଓଡ଼ିଆ ପୁଅ ପି ନାଏକ): ଆଜିଠୁ ଆରମ୍ଭ ହେବ ବିଜେଡିର ସଦସ୍ୟତା ଅଭିଯାନ । ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ ।...
ବସରେ ଗଲାବେଳେ ମିଳିବ ଖବରକାଗଜ ପଢ଼ିବାର ସୁଯୋଗ
ଭୁବନେଶ୍ଵର,୦୧/୦୯,(ଓଡ଼ିଆ ପୁଅ ପି ନାଏକ): ଏଣିକି ‘ମୋ ବସ’ରେ ଯାତ୍ରା ବେଳେ ମିଳିବ ଖବରକାଗଜ ପଢିବାର ସୁଯୋଗ। ଆଜିଠୁ ମୋ ବସରେ ଆରମ୍ଭ ହେଲା ନ୍ୟୁଜ ପେପର ଅନ ହ୍ଵିଲସ୍। ଏହାର ଶୁଭାରମ୍ଭ...
ମନ୍ଦିରର ପୂଜକ ରୋଵଟ
ଜାପାନ,୦୧/୦୯,(ଓଡ଼ିଆ ପୁଅ ପି ନାଏକ): ମନ୍ଦିରରେ ପୁରୁଷ ବ୍ରାହ୍ମଣ ପୂଜା କରୁଥିବା ଦେଖିଥିବେ । କିଛି କିଛି ସ୍ଥାନରେ ମହିଳା ପୂଜକ ମଧ୍ୟ ପୂଜା କରୁଥିବାର ଦେଖିବାକୁ ମିଳେ । ହେଲେ କେବେ...
ଦୁଇଟି ମୁଣ୍ଡ ଥିବା କଈଁଛ
ନୂଆଦିଲ୍ଲୀ,୦୧/୦୯,(ଓଡ଼ିଆ ପୁଅ ପି ନାଏକ): ଭଗବାନ ଯେଉଁଭଳି ଭାବେ ମଣିଷକୁ ବନାଇଛନ୍ତି ଠିକ ସେହିଭଳି ସେ ପଶୁ ମାନଙ୍କୁ ମଧ୍ୟ ବନାଇଛନ୍ତି । ପୃଥିବୀରେ ପଶୁ ମାନଙ୍କର ଅନେକ ପ୍ରକାର ପ୍ରଜାତି ଅଛନ୍ତି...
ଇଲେକ୍ଟ୍ରୋନିକ୍ସ ଦୋକାନରେ ନିଆଁ
ସୁନ୍ଦରଗଡ଼,୦୧/୦୯,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଜଳିଗଲା ଇଲେକ୍ଟ୍ରୋନିକ୍ସ ଦୋକାନ। ଆଉ ଜଳିପୋଡି ଛାରଖାର ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା କୋଇଡାରେ ଜିତୁ ଇଲେକ୍ଟ୍ରୋନିକ୍ସ ଦୋକାନରେ ବିଳମ୍ବିତ ରାତିରେ...
ଅର୍ଥ ବ୍ୟବସ୍ଥା କୁ ନେଇ ଚିନ୍ତା ପ୍ରକଟ କଲେ ମନମୋହନ ସିଂହ
ନୂଆଦିଲ୍ଲୀ,୦୧/୦୯,(ଓଡ଼ିଆ ପୁଅ ପି ନାଏକ): ଦେଶରେ ବିଗୁଡ଼ୁଥିବା ଅର୍ଥବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ଭାରତର ଅର୍ଥବ୍ୟବସ୍ଥାରେ ଦ୍ରୁତ ଗତିରେ ଆଗକୁ ବଢିବାର କ୍ଷମତା ରହିଥିବା...
ଇଡକଲ ଅଡିଟୋରିୟମରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଆରମ୍ଭ
ଭୁବନେଶ୍ଵର,୦୧/୦୯,(ଓଡ଼ିଆ ପୁଅ ପି ନାଏକ):ଇଡକଲ ଅଡିଟୋରିୟମରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଆରମ୍ଭ ହୋଇଛି । ବୈଠକର ପ୍ରଥମ ଅଧିବଶେନରେ ସଭ୍ୟ ସଂଗ୍ରହ ନେଇ ଆଲୋଚନା ହୋଇଛି । ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଜେଡିର...





