Home ଓଡ଼ିଶା ଦର୍ଶକେ ଦେଖିପାରିଲେନି ‘ସାହୋ’

ଦର୍ଶକେ ଦେଖିପାରିଲେନି ‘ସାହୋ’

1297

ନୂଆଦିଲ୍ଲୀ,୩୧/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): କିଛି ମାସ ହେଲାଣି ଚର୍ଚ୍ଚାରେ ରହିଥିବା ଫିଲ୍ମ ‘ସାହୋ’ ଗତ କାଲି ରିଲିଜ୍ ହୋଇଛି । ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଥିବା ବେଳେ ଫିଲ୍ମକୁ ଦର୍ଶକଙ୍କ ଭଲ ପାଇବା ମିଳୁଥିବା ଦେଖାଯାଇଛି । ତେବେ ଏ ସବୁ ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି ।

ରିଲିଜର ପ୍ରଥମ ଦିନ ଅନେକ ବଡ଼ ବଡ଼ ସହରରେ ମର୍ଣ୍ଣିଙ୍ଗ୍ ସୋ’କୁ ରଦ୍ଦ କରାଯାଇଥିଲା ବୋଲି ଜଣାପଡ଼ିଛି । ପ୍ରକୃତ କାରଣ ଜଣା ପଡ଼ି ନ ଥିବା ବେଳେ ଦିଲ୍ଲୀ, ହାଇଦ୍ରାବାଦ୍, ଲକ୍ଷ୍ନୌ ଓ ଉଜ୍ଜୈନ୍ ଭଳି ଅନେକ ସହରରେ ‘ସାହୋ’ର ମର୍ଣ୍ଣିଙ୍ଗ୍ ସୋ’ କୁ ରଦ୍ଦ କରି ଦିଆଯାଇଥିବା ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.