Home ଓଡ଼ିଶା ଚୋର ସନ୍ଦେହରେ ନିର୍ଦ୍ଧୁମ ମାଡ

ଚୋର ସନ୍ଦେହରେ ନିର୍ଦ୍ଧୁମ ମାଡ

449

ବାଲେଶ୍ଵର,୩୧/୦୮:

ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ରାସ୍ତାରେ ଆଣ୍ଠେଇ ପିଟିଲେ ଯୁବକ । ଏଭଳି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ରେଳ ଷ୍ଟେସନରେ । ସୂଚନା ଅନୁସାରେ ଷ୍ଟେସନରେ ଜଣେ ବ୍ୟକ୍ତିଙ୍କ ବ୍ୟାଗ ଚୋରି କରୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ କିଛି ଲୋକ ଧରିଥିଲେ । ପରେ ପୋଲିସ ଜିମା ନଦେଇ ଷ୍ଟେସନ ଆଗରେ ଥିବା ରାସ୍ତାରେ ଯୁବକଙ୍କୁ ଆଣ୍ଠେଇ ମାଡ଼ ମାରିଥିବା ଭିଡିଓ ଭାଇରାଲ ହୋଇଛି । ଷ୍ଟେସନ ବାହାରେ ଏଭଳି ଘଟଣା ଘଟିଥିଲେ ମଧ୍ୟ ସ୍ଥାନୀୟ ଆରପିଏଫ୍‌ ଓ ଜିଆରପି ପୋଲିସର ନିଷ୍କ୍ରିୟତାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.