Home ଓଡ଼ିଶା ୬ଟି ଗାଁ ବୁଲି ସ୍ଥିତି ଅନୁଧ୍ୟାନ କଲେ ଆଇଏଏସ ଅଫିସର

୬ଟି ଗାଁ ବୁଲି ସ୍ଥିତି ଅନୁଧ୍ୟାନ କଲେ ଆଇଏଏସ ଅଫିସର

125
ବ୍ରହ୍ମପୁର ୮।୯,(ଓଡ଼ିଆ ପୁଅ ପି ନାଏକ):  ଯୁବ ଆଇ .ଏ.ଏସ୍ ଅଫିସର ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଙ୍କ ଉପାନ୍ତ ଅଞ୍ଚଳ ଗସ୍ତ ।   ପାତ୍ରପୁର ବ୍ଳକ୍ ଆଙ୍କୁଲି ପଞ୍ଚାୟତର ୬ଟି ଗାଆଁ ବୁଲି ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି ।
 ବ୍ରହ୍ମପୁର ଉପଜିଲ୍ଲାପାଳ ମାଡୁଆ,  ଏଲଗଲ,  ବେହେରାପୁଟ୍ ପ୍ରମୁଖ ୬ଟି ଗାଆଁ କୁ ଗସ୍ତ କରିଛନ୍ତି ।
ଏହି  ଯୁବ ଆଇ   .ଏ.ଏସ୍ ଅଫିସର ଡଙ୍ଗାରେ ୬ କିଲୋମିଟର ଏବଂ ପାଦରେ ଚାଲି ଚାଲି ୧୦ କିଲୋମିଟର  ଏହି ଅଞ୍ଚଳର ବିକାଶ ଓ ବିଭିନ୍ନ ସମସ୍ୟା  ବିଷୟରେ ପଚାରି ବୁଝିଥିଲେ ।  ବିକାଶ ପହଞ୍ଚି ପାରି ନଥିବା ଏହି ଅପହଞ୍ଚ ଗ୍ରାମ ଗୁଡିକ ବିଷୟରେ ପଚାରି ବୁଝିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.