Bureau
ଛାତ୍ରଙ୍କୁ ମାଡ଼ ମାରିବା ପଡିଲା ମହଙ୍ଗା
କେନ୍ଦ୍ରାପଡା,୧୦/୦୯,(ଓଡ଼ିଆ ପୁଅ ପି ନାଏକ): ରାମନଗର ଉତ୍ତରପଡା ପ୍ରାଥମିକ ବିଦ୍ୟାଳୟରେ ୩ୟ ଶ୍ରେଣୀ ଛାତ୍ରକୁ ମାଡ଼ ମରାଯିବା ଘଟଣା । ରାହୁଲ ବେହେରାଙ୍କୁ ମାଡମାରିବା ଘଟଣାରେ ଜିଲ୍ଲାପାଳଙ୍କ ନିଦେର୍ଶ କ୍ରମେ ବ୍ଲକ ଶିକ୍ଷାଧିକାରୀ...
ଭାରତ ଓ ନେପାଳ ମଧ୍ୟରେ ତୈଳ ପାଇପଲାଇନ ଶୁଭାରମ୍ଭ କଲେ ମୋଦି
ନୂଆଦିଲ୍ଲୀ,୧୦/୦୯,(ଓଡ଼ିଆ ପୁଅ ପି ନାଏକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓ ନେପାଳ ମଧ୍ୟରେ ତେଲ ପାଇପ୍ଲାଇନ୍ ଉଦ୍ଘାଟନ କରିଛନ୍ତି । ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ସହ ଭିଡିଓ କନଫ୍ରେନ୍ସିଂ...
ସଂଶୋଧିତ ଟ୍ରାଫିକ ନିୟମକୁ ବିରୋଧ
ଜୟପୁର,୧୦/୦୯,(ଓଡ଼ିଆ ପୁଅ ପି ନାଏକ): ସଂଶୋଧିତ ମୋଟର ଯାନ ଆଇନ ୨୦୧୯କୁ ଜୟପୁରରେ ବିରୋଧ । ଏହି ଆଇନକୁ ବାତିଲ କରିବା ଦାବିରେ ଆଜି ମିଳିତ ମୋଟର କର୍ମଚାରୀ ସଂଘ ଓ ଅଟୋ...
ଭୋଡାର ନୂଆ ଅଫର
ନୂଆଦିଲ୍ଲୀ ୧୦/୯,(ଓଡ଼ିଆ ପୁଅ ପି ନାଏକ): ଭାରତୀୟ ଟେଲିକମ୍ ମାର୍କେଟରେ ଏବେ ରିଚାର୍ଜ ପ୍ଲାନକୁ ନେଇ ଯୁଦ୍ଧ ଆରମ୍ଭ ହୋଇଯାଇଛି ଯେଉଁଥିରେ ସମସ୍ତ ଦିଗ୍ଗଜ ଦୂରସଞ୍ଚାର କମ୍ପାନୀ ନିଜର ଡାଟା ପ୍ୟାକ୍ ଆରମ୍ଭ...
ନିଖୋଜ ମହିଳାଙ୍କ ମୃତ ଦେହ ଉଦ୍ଧାର
କେନ୍ଦ୍ରାପଡା,୧୦/୦୯,(ଓଡ଼ିଆ ପୁଅ ପି ନାଏକ): ଗତ ଶନିବାରଠାରୁ ନିଖୋଜ ଥିବା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ପାଣିରେ ଭାସୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ମାର୍ଶାଘାଇ ପୋଲିସ । ମୃତ୍ୟୁର କାରଣ...
ବିଦ୍ୟୁତ ଆଘାତରେ ଚାଷୀଙ୍କ ମୃତ୍ୟୁ
କୁଜଙ୍ଗ,୧୦/୦୯,(ଓଡ଼ିଆ ପୁଅ ପି ନାଏକ): ବିଦ୍ୟୁତ୍ ଆଘାତରେ ଜଣେ ଚାଷୀର ମୄତ୍ୟୁ ହୋଇଛି । ମୄତକ ହେଉଛନ୍ତି କୁଜଙ୍ଗ ଥାନା ପାରିଅଙ୍ଗ ଅଞ୍ଚଳର ଅଭୟ ପ୍ରଧାନ । ତାଙ୍କ ବୟସ ୫୨ ବର୍ଷ...
ବାତିଲ ହେବ ପରିବହନ ବିଭାଗର ସମସ୍ତ କର୍ମଚାରୀଙ୍କୁ ଛୁଟି
ଭୁବନେଶ୍ଵର,୧୦/୦୯,(ଓଡ଼ିଆ ପୁଅ ପି ନାଏକ): ପରିବହନ ବିଭାଗର ଛୁଟି ବାତିଲ ହୋଇଛି । ଟ୍ରାଫିକ୍ କଟକଣା କୋହଳ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତତ୍ପରତା ପ୍ରକାଶ ପାଇଛି । ପରିବହନ ବିଭାଗ ଓ...
ବଢିବ ଓମଫେଡ କ୍ଷୀର ଦର !
ଭୁବନେଶ୍ଵର,୧୦/୦୯,(ଓଡ଼ିଆ ପୁଅ ପି ନାଏକ): ବଢି ପାରେ ଓମ୍ଫେଡ୍ କ୍ଷୀର ଦର । ଦର ବଢିବା ନେଇ ବିଚାର ବିମର୍ଷ ଚାଲିଛି ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଦର...
ଦୁଇ ଶିଶୁଙ୍କ ସହ ମା’ଙ୍କ ମୃତଦେହ ମିଳିବା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ
କଳାହାଣ୍ଡି,୧୦/୦୯,(ଓଡ଼ିଆ ପୁଅ ପି ନାଏକ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଥାନା ସିଂଗଝରଣ ଗାଁରେ ଦୁଇ ଶିଶୁଙ୍କ ସହ ମା’ଙ୍କ ମୃତଦେହ ମିଳିବା ଘଟଣାରେ ନୂଆ ମୋଡ ଆସିଛି। ସ୍ତ୍ରୀକୁ ହତ୍ୟା କରିବା ପରେ...
କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପୁଣି ଆଗ୍ରହ ପ୍ରକାଶ କଲେ ଟ୍ରମ୍ପ
ନୂଆଦିଲ୍ଲୀ,୧୦/୦୯,(ଓଡ଼ିଆ ପୁଅ ପି ନାଏକ): କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପୁଣି ଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଗ୍ରହ ଦେଖାଇଛନ୍ତି । ସେ କହିଛନ୍ତି ଯେ, ଦୁଇ ସପ୍ତାହ ତଳ ଅପେକ୍ଷା...
ପୁଣି ଜବତ ହେଲା ଧଳା ଜହର
ଭୁବନେଶ୍ଵର,୧୦/୦୯,(ଓଡ଼ିଆ ପୁଅ ପି ନାଏକ): ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି । ବ୍ରାଉନସୁଗାର କାରବାର ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ଖଣ୍ଡଗିରି ଥାନା ପୋଲିସ ଓ ସ୍ପେଶାଲ...
ଆଜି ଭାରତ-ପାକ ମୁହାଁମୁହିଁ
ନୂଆଦିଲ୍ଲୀ, ୧୦/୦୯,(ଓଡ଼ିଆ ପୁଅ ପି ନାଏକ): ଆଜି ପୁଣି ମୁହାଁମୁହିଁ ହେବେ ଭାରତ ପାକିସ୍ତାନ । ମିଳିତ ଜାତିସଂଘର ମାନବାଧିକାର ଅଧିବେଶନରେ କାଶ୍ମୀର ପ୍ରସଙ୍ଗକୁ ନେଇ ଉଭୟ ନିଜନିଜ ପକ୍ଷ ରଖିବେ ।...
ଲଗାଣ ବର୍ଷା ପାଇଁ ନୟାଗଡ଼ରେ ସ୍ଥିତି ଗମ୍ଭୀର
ନୟାଗଡ଼,୧୦/୦୯,(ଓଡ଼ିଆ ପୁଅ ପି ନାଏକ): ମହାନଦୀ ଉପର ମୁଣ୍ଡରେ ୩ ଦିନ ଧରି ଲଗାଣ ବର୍ଷା ହେବା ଫଳରେ ନୟାଗଡ଼ ଗଣିଆ ଅଂଚଳରେ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ...
ଚେକିଂ ବେଳେ ଖସି ଯିବାକୁ ଉଦ୍ୟମ କରି ବାଇକ୍ ଚାଳକ ଆହତ
କଟକ,୧୦/୦୯,(ଓଡ଼ିଆ ପୁଅ ପି ନାଏକ): କଟକ ଯୋବ୍ରା ଠାରେ ହେଲମେଟ ଧରପଗଡ ବେଳେ ଜଣେ ବାଇକ ଆରୋହୀ ଗୁରୁତର । ଗୁରୁତର ବାଇକ୍ ଆରୋହୀ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି । ଘଟଣାସ୍ଥଳରେ...
ବ୍ରାହ୍ମଣୀ ନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣଙ୍କୁ ମୃତଦେହ ଠାବ
ଭୁବନେଶ୍ଵର,୧୦/୦୯,(ଓଡ଼ିଆ ପୁଅ ପି ନାଏକ): ବ୍ରାହ୍ମଣୀ ନଦୀ ଡଙ୍ଗାବୁଡି ଫଳରେ ନିଖୋଜ ଘଟଣାରେ ଆଜି ଚତୁର୍ଥ ଦିନରେ ୩ ନିଖୋଜ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ରୋଡ...
ଫୁଲ ତୋଳୁଥିବା ବେଳେ ମାଙ୍କଡ ଆତଙ୍କ, ବୃଦ୍ଧା ମୃତ
ଖଇରାପୋଡା,୧୦/୦୯,(ଓଡ଼ିଆ ପୁଅ ପି ନାଏକ): ହନୁ ମାଙ୍କଡ ଆକ୍ରମଣରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ନନ୍ଦନକାନନ ଥାନା ଅନ୍ତର୍ଗତ ଖଇରାପୋଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ହରସ...
ସ୍ତ୍ରୀ ମୁଣ୍ଡକୁ ପଥରରେ ଛେଚି ହତ୍ୟା କଲା ମଦ୍ୟପ ସ୍ବାମୀ
ଅନୁଗୁଳ,୧୦/୦୯,(ଓଡ଼ିଆ ପୁଅ ପି ନାଏକ): ଅନୁଗୋଳ ଜିଲ୍ଲା ତାଳଚେର ବଲଣ୍ଡା ଗୁରୁଦ୍ବାରରେ ମଦ୍ୟପ ସ୍ବାମୀର ଉନ୍ନତ୍ତ କାଣ୍ଡ। ସାମାନ୍ୟ ବଚସାକୁ ନେଇ ସ୍ତ୍ରୀର ମୁଣ୍ଡକୁ ପଥରରେ ଛେଚି ହତ୍ୟା କଲା ସ୍ବାମୀ ।...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ସାଇକେଲ ଆରୋହୀ ମୃତ
ଭଦ୍ରକ,୧୦/୦୯,(ଓଡ଼ିଆ ପୁଅ ପି ନାଏକ): ଭଦ୍ରକ ନୂଆ ବସଷ୍ଟାଣ୍ଡ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଅଜଣା ଗାଡ଼ି ଧକ୍କାରେ ଦୁଇ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିନଥିବା...
ପାଟଣାରେ ହାତୀ ଆତଙ୍କ
ପାଟଣା,୧୦/୦୯,(ଓଡ଼ିଆ ପୁଅ ପି ନାଏକ): କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ବାଇକଳା ଗ୍ରାମକୁ ବିଳମ୍ବିତ ରାତି ୨୩ ଟିକିଆ ଝାରଖଣ୍ଡୀ ହାତୀପଲ ଧସେଇ ପଶି ଧାନ ଫସଲ ଖାଇବା ସହିତ ଦଳି ଚକଟି...
ପୁରୀରେ ପୋଲିସର ଏନକାଉଣ୍ଟର
ପୁରୀ,୧୦/୦୯,(ଓଡ଼ିଆ ପୁଅ ପି ନାଏକ): ପୁରୀ ପୋଲିସର ଡବଲ୍ ଏନ୍କାଉଣ୍ଟର । ପୋଲିସ ଗୁଳିରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର...





