Bureau
ପାଟଣାରେ ହାତୀ ଆତଙ୍କ
ପାଟଣା,୧୦/୦୯,(ଓଡ଼ିଆ ପୁଅ ପି ନାଏକ): କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ବାଇକଳା ଗ୍ରାମକୁ ବିଳମ୍ବିତ ରାତି ୨୩ ଟିକିଆ ଝାରଖଣ୍ଡୀ ହାତୀପଲ ଧସେଇ ପଶି ଧାନ ଫସଲ ଖାଇବା ସହିତ ଦଳି ଚକଟି...
ପୁରୀରେ ପୋଲିସର ଏନକାଉଣ୍ଟର
ପୁରୀ,୧୦/୦୯,(ଓଡ଼ିଆ ପୁଅ ପି ନାଏକ): ପୁରୀ ପୋଲିସର ଡବଲ୍ ଏନ୍କାଉଣ୍ଟର । ପୋଲିସ ଗୁଳିରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର...
ଲସ୍କରର ୮ ଆତଙ୍କୀ ଗିରଫ
ଜମ୍ମୁ କାଶ୍ମୀର ୧୦-୯ (ଓଡ଼ିଆ ପୁଅ) ଉତ୍ତର କାଶ୍ମୀରରେ ସେନା ଏବଂ ପୁଲିସର ସଂଯୁକ୍ତ କାର୍ଯ୍ୟାନୁଷ୍ଠାନରେ ଲଶ୍କର-ଏ-ତୈୟବାର ଟେରର ମଡ୍ୟୁଲକୁ ଧରିବାରେ ସଫଳତା ମିଳିଛି। ଗୋଇନ୍ଦା ସଂସ୍ଥାରୁ ମିଳିଥିବା ଇନପୁଟ ପରେ ସେନା...
ପତ୍ନୀ ବାପ ଘରକୁ ଯିବାକୁ ଜିଦ୍ଦି କଲା ବୋଲି ୨୦ ଦିନର ଝିଅକୁ ତଣ୍ଟି...
ନୂଆ ଦିଲ୍ଲୀ ୧୦-୯ (ଓଡ଼ିଆ ପୁଅ) ଦିନକୁ ଦିନ ମଣିଷର କ୍ରୋଧ କଡ଼ିବାରେ ଲାଗିଛି। ଟିକିଏ ଟିକିଏ କଥାକୁ ନେଇ ଆଜିକାଲି ଲୋକମାନଙ୍କର କ୍ରୋଧ ଏତେ ଅଧିକା ହୋଇଯାଉଛିଯେ, ହତ୍ୟା ପରି ଜଘନ୍ୟ...
ଭାରତ-ପାକିସ୍ଥାନ ମଧ୍ୟରେ ଚାଲିଥିବା ଚିନ୍ତା କମ ହୋଇଛି : ଦୁଇ ଦେଶ ଚାହିଁଲେ ସହାୟତା...
ନୂଆ ଦିଲ୍ଲୀ ୧୦-୯ (ଓଡ଼ିଆ ପୁଅ) ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୁଇ ସପ୍ତାହ ପୂର୍ବ ତୁଳନାରେ ଚିନ୍ତା କମହୋଇଛି। ଟ୍ରମ୍ପ କହିଲେ କି...
ଆଣ୍ଟି-କାଷ୍ଟ ହ୍ୟୁମାନିଷ୍ଟ୍ ଓ ସମାଜ ରିଫର୍ମର ରମେଶ ଅଲ୍ଲିବେସାନ୍ତଙ୍କ ବିୟୋଗରେ “ଫ୍ରିଥଟ୍ ପାର୍ଟି ଅଫ୍...
ଭୁବନେଶ୍ୱର ୦୯/୦୯ (ଓଡ଼ିଆ ପୁଅ) : ଜାତି-ଜାତକ-ଯୌତୁକଶୂନ୍ୟ ପ୍ରେମବିବାହକାରୀ ସଂସ୍କାରବାଦୀ ସଂଗଠନ “ଆମୋଫୋଇ” ସହଯୋଗିତାରେ ଫ୍ରିଥର୍ଟ ପାର୍ଟି ଅଫ୍ ଇଣ୍ଡିଆ ପକ୍ଷରୁ ବିଶିଷ୍ଟ ଆଣ୍ଟି-କାଷ୍ଟ ହ୍ୟୁମାନିଷ୍ଟ୍ ତଥା ସୋସିଆଲ୍ ରିଫର୍ମର ତଥା ଚିତ୍ରଶିଳ୍ପୀ...
ବିରିପାଲି ମଦଭାଟି କର୍ମଚାରୀ ହତ୍ୟା ମାମଲାରେ ୨ ଅଭିଯୁକ୍ତ ଗିରଫ
ବରଗଡ,୯।୯,(ଓଡ଼ିଆ ପୁଅ ପି ନାଏକ): ବରଗଡ଼ ଜିଲ୍ଲା ପଦ୍ମପୁର ସବଡିଭିଜନ ବୋଡେନ ଥାନା ଅନ୍ତର୍ଗତ ବିରିପାଲି ମଦଭାଟି କର୍ମଚାରୀ ହତ୍ୟା ମାମଲାର ୨ ଅଭିଯୁକ୍ତ କୁ ଗିରଫ କରିଛି ପଦ୍ମପୁର ପୋଲିସ ।ଗିରଫ...
ବାତିଲ ହୋଇପାରେ ପାକିସ୍ତାନ-ଶ୍ରୀଲଙ୍କା ମ୍ୟାଚ
ନୂଆଦିଲ୍ଲୀ,୦୯/୦୯,(ଓଡ଼ିଆ ପୁଅ ପି ନାଏକ): ପାକିସ୍ତାନରେ ପୁଣିଥରେ ଅନ୍ତର୍ଜାତୀୟ କ୍ରିକେଟ ଯୁଗ ଆରମ୍ଭ କରିବା ଲାଗି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱପ୍ନକୁ ଝଟକା ଲାଗିଛି । ପାକ୍ ଟିମ୍ କୁ ଶ୍ରୀଲଙ୍କା ସହ...
ଓପାଫର ଦ୍ୱିତୀୟ ବାର୍ଷିକ ଉତ୍ସବରେ ସି.ବି.ଏସ୍.ଇ. ଦଶମ, ଦ୍ୱାଦଶ -୨୦୧୯ ପରୀକ୍ଷାରେ କୃତ୍ତି ଛାତ୍ରଛାତ୍ରୀମାନଙ୍କୁ...
ଭୁବନେଶ୍ୱର, ୦୯ା୦୯ (ଓଡ଼ିଆ ପୁଅ) : ଓପାଫ (ଅର୍ଗାନାଇଜେସନ୍ ଅଫ୍ ପ୍ୟାରେଣ୍ଟ୍ ଆସୋସିଏସନ୍ସ୍ ଫୋରମ୍) ତା’ର ଦ୍ୱିତୀୟ ବାର୍ଷିକ ଉତ୍ସବ ଭୁବନେଶ୍ୱରସ୍ଥିତ ଇଡ୍କଲ୍ ଅଡିଟୋରିୟମ୍ରେ ପାଳନ କରିଅଛି। ଏଥିରେ ଓପାଫ ତରଫରୁ ସଭାପତି...
ସ୍ମାର୍ଟ ସିଟି ଭିକ୍ଷୁକ: ତମକୁ ଭଗବାନ ଭରସା ହୁଅନ୍ତୁ ବାବୁ…
ରାଉରକେଲା ୯-୯ (ଓଡ଼ିଆ ପୁଅ/ସୁବୋଧ ନାୟକ) : କଥାରେ ଅଛି ବୃତି ମୋର ପୋଷେ କୁଟୁମ୍ବ। ପେଟ ଚାଖଣ୍ଡକଙ୍କ ପାଇଁ ମନୁଷ୍ୟ ବିଭିନ୍ନ ପ୍ରକାର ବୃତି କରିଥାଏ। ଏହି ବୃତିରୁ ଦୁଇ ପଇସା...
୧୯ ତମ ଜାତୀୟ ସୁପରଭାଇଜରି ଦକ୍ଷତା ପ୍ରତିଯୋଗିତାରେ ରାଉରକେଲା ଇସ୍ପାତ କାରଖାନାର ଦଳ ବିଜୟୀ
ରାଉରକେଲା ୯-୯ (ଓଡ଼ିଆ ପୁଅ/ସୁବୋଧ ନାୟକ) ରାଉରକେଲା ଇସ୍ପାତ କାରଖାନାର ଏକ ୩ ଜଣିଆ କର୍ମଚାରୀ ଦଳ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପୂର୍ବାଞ୍ଚଳ ଜୋନ ଦ୍ଵାରା କୋଲକାତାଠାରେ ଆୟୋଜିତ ୧୯ ତମ...
ରାଉରକେଲା ଇସ୍ପାତ କାରଖାନାର ଷ୍ଟିଲ ମେଲ୍ଟିଂ ସପ-୨ ବିଭାଗରେ ନୂତନ ବ୍ୟବସ୍ଥାର କମିଶନିଙ୍ଗ ସମ୍ପନ୍ନ
ରାଉରକେଲା ୯-୯ (ଓଡ଼ିଆ ପୁଅ/ସୁବୋଧ ନାୟକ) ରାଉରକେଲା ଇସ୍ପାତ କାରଖାନାର ଷ୍ଟିଲ ମେଲ୍ଟିଂ ସପ-୨ ବିଭାଗର କନଭର୍ଟର-୧ ଇଣ୍ଡ୍ୟୁସ ଡ୍ରାଫ୍ଟ ଫ୍ୟାନ (ଆଇଡ଼ି ଫ୍ୟାନ) ନିମନ୍ତେ ଏକ ନୂତନ ଭେରିଏବୁଲ ଫ୍ରିକ୍ଵେନ୍ସି ଡ୍ରାଇଭ...
ଷ୍ଟିଲସିଟିରେ ରୁଗଣ୍ ହେବାରେ ଲାଗିଛି ସିନେମା ବେପାର
ରାଉରକେଲା ୯-୯ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଦିନଥିଲା ଇସ୍ପାତ ସହର ରାଉରକେଲାର କୌଣସି ସିନେମା ହଲରେ ନୂତନ ଚଳଚିତ୍ରର ପୋଷ୍ଟର ଲାଗିବା ପରେ ତାକୁ ଦେଖିବା ଲାଗି ଦର୍ଶକଙ୍କ ଉତ୍ସୁକତା ପ୍ରକାଶ...
ଭୂ-କ୍ଷରଣ ସମସ୍ୟା ମୁକାବିଲା ଲାଗି ଭାରତରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର : ପ୍ରଧାନମନ୍ତ୍ରୀ
ଚତୁର୍ଦ୍ଦଶ ସିଓପି ସମ୍ମିଳନୀର ଉଚ୍ଚସ୍ତରୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
- ପରିବେଶର ସ୍ଥିତି ସହିତ ମାନବ ସଶକ୍ତିକରଣର ନିବିଡ଼ ସମ୍ପର୍କ ରହିଛି
- ଅନୁର୍ବରତା ସମସ୍ୟାର ମୁକାବିଲା ପାଇଁ ଭାରତ ପ୍ରଭାବୀ ଯୋଗଦାନ କରିବ
ନୂଆ ଦିଲ୍ଲୀ...
କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ : ୫ କୋଟି କ୍ଷୁଦ୍ର...
ନୂଆ ଦିଲ୍ଲୀ ୯-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡର ରାଞ୍ଚିଠାରେ ସେପ୍ଟେମ୍ବର ୧୨, ୨୦୧୯ରେ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କରିବେ।
ଏହି ଯୋଜନା ଅନ୍ତର୍ଗତ ୬୦ ବର୍ଷରୁ...
ଦିଲ୍ଲୀପ ଭାଇ ସାମ୍ବାଦିକତା ଓ ରାଜନୈତିକ ବିଶ୍ଳେଷଣ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି...
ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ
- ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ଓଡିଶା ତଥା ଗଣମାଧ୍ୟମ ଜଗତକୁ କ୍ଷତି ହୋଇଛି
ଭୁବନେଶ୍ୱର, ସେପ୍ଟେମ୍ବର ୦୯ (ଓଡ଼ିଆ ପୁଅ) – ଦିଲ୍ଲୀପ ଭାଇ ଓଡିଶା...
ଓ.ଏମ୍ .ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ ହିନ୍ଦୁସ୍ଥାନୀ କଣ୍ଠ...
ଭୁବନେଶ୍ୱର ୮.୯ (ଓଡ଼ିଆ ପୁଅ) : ସୃଜନ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଓ.ଏମ୍ .ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଚତୁର୍ଥ ସଂଧ୍ୟା। ଆଜି ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ...
ତୈଳ ଓ ଗ୍ୟାସ କ୍ଷେତ୍ରରେ ଭାରତ ଏବଂ ୟୁଏଇ ମିଶି ଅନେକ ଐତିହାସିକ ମାଇଲଖୁଂଟକୁ...
ୟୁଏଇର ପ୍ରମୁଖ ତୈଳ, ଗ୍ୟାସ ଓ ପେଟ୍ରୋଲିୟମ ଏବଂ ଇସ୍ପାତ୍ କମ୍ପାନୀଙ୍କ ସହ ବୈଠକ
- ଉର୍ଜା କ୍ଷେତ୍ରରେ ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସାୟିକ ସହଯୋଗ ଏବଂ ପୁଞ୍ଜି ନିବେଶ ଉପରେ...
ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଲଲିପପ୍ ଦେଖା ବନ୍ଦ କରନ୍ତୁ – ଜ୍ଞାନେନ୍ଦ୍ର
ଭୁବନେଶ୍ୱର ତା ୯.୯ (ଓଡ଼ିଆ ପୁଅ) – ନୂଆ ମୋଟରଯାନ ଆଇନକୁତିନିମାସ ପାଇଁ କୋହଳ ଭାବେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଆଜି ଦେଇଥିବା ନିର୍ଦ୍ଦେଶକୁ ବରିଷ୍ଠ କଂଗ୍ରେସ ନେତା ଡଃ ଆର୍ଯ୍ୟ...
୭୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବାଣ ଜବତ
ବ୍ରହ୍ମପୁର,୦୯/୦୯,(ଓଡ଼ିଆ ପୁଅ ପି ନାଏକ): ଗଞାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗାଁରେ ଚାଲିଥିବା ବେଆଇନ ବାଣ କାରଖାନା ଉପରେ ଆସିକା ପୁଲିସର ଅଚାନକ ଚଢାଉ। ଏହି ଚଢାଉରେ ତିନି ଜଣ ବାଣ...





