Bureau
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ୍ ଆରୋହୀ ମୃତ
ଆନନ୍ଦପୁର,୧୧/୦୯,(ଓଡ଼ିଆ ପୁଅ ପି ନାଏକ): ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥର ଶାଳପଡା ଓଭର ବ୍ରିଜ୍ ଠାରେ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ...
ଏବେ ସମସ୍ତ ବିଧାୟକ ନେବେ ଟ୍ରେନିଂ
ଭୁବନେଶ୍ଵର,୧୧/୦୯,(ଓଡ଼ିଆ ପୁଅ ପି ନାୟକ): ରାଜ୍ୟର ସମସ୍ତ ବିଧାୟକ ନେବେ ଟ୍ରେନିଂ । ଆସନ୍ତା ୧୩ ଓ ୧୪ ତାରିଖରେ ବିଧାନସଭାରେ ବିଧାୟକମାନଙ୍କୁ ଟ୍ରେନିଂ ଦିଆଯିବ । ପାର୍ଲିଆମେଣ୍ଟରୁ କେନ୍ଦ୍ରୀୟ ୬ ଜଣିଆ...
ମୋଦିଙ୍କ ପ୍ରମୁଖ ସଚିବ ହେଲେ ଏହି ଓଡ଼ିଆ ଆଇଏଏସ ଅଧିକାରୀ
ନୂଆଦିଲ୍ଲୀ,୧୧/୦୯,(ଓଡ଼ିଆ ପୁଅ ପି ନାଏକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ପ୍ରମୋଦ କୁମାର ମିଶ୍ର । ୧୯୭୨ ବ୍ୟାଚ୍ ର ଗୁଜୁରାଟ...
୧୧ରୁ ୧୪ ଭିତରେ ପ୍ରବଳ ବର୍ଷିବ
ଭୁବନେଶ୍ଵର,୧୧/୦୯,(ଓଡ଼ିଆ ପୁଅ ପି ନାଏକ): ଛତିଶଗଡ଼ ଓଡ଼ିଶା ଝାଡ଼ଖଣ୍ଡ ସୀମାର ସ୍ଥଳଭାଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।...
ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଯୁବତୀ ଗୁରୁତର
ଢେଙ୍କାନାଳ,୧୧/୦୯,(ଓଡ଼ିଆ ପୁଅ ପି ନାଏକ): ଢେଙ୍କାନାଳ ୫୫ନଂ ଜାତୀୟ ରାଜପଥର ଢେଙ୍କାନାଳ ବାଏପାସରେ ଏକ ସ୍କୁଟିକୁ ଟ୍ରକ୍ ଧକ୍କା ଦେଇଛି । ସଡକ ଦୁର୍ଘଟଣାରେ ସ୍କୁଟିରେ ଯାଉଥିବା ଯୁବତୀ ଗୁରୁତର ହୋଇଛନ୍ତି ।...
ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗାଲୁରୁକୁ ଉଡିବ ବିମାନ
ଭୁବନେଶ୍ଵର,୧୧/୦୯,(ଓଡ଼ିଆ ପୁଅ ପି ନାଏକ): ଝାରସୁଗୁଡା ବିମାନବନ୍ଦରରୁ ଉଡିବ ଆଉ ୨ଟି ବିମାନ । ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗାଲୁରୁକୁ ଉଡିବ ବିମାନ ।ପୂର୍ବରୁ ଝାରସୁଗୁଡା ଏୟାରପୋର୍ଟରୁ ୫ଟି ବିମାନ ଚଳାଚଳ କରୁଛି...
ଜଳବନ୍ଦୀ ଘେରରେ ପଟ୍ଟାମୁଣ୍ଡାଇ ବ୍ଲକ
ପଟ୍ଟାମୁଣ୍ଡାଇ,୧୧/୦୯,(ଓଡ଼ିଆ ପୁଅ ପି ନାଏକ): କେନ୍ଦ୍ରାପଡା ଜିଲ୍ଲା ବ୍ରାହ୍ମଣୀ ଖରସ୍ରୋତା ଓ କାଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ । ଧୋୟା ଅଞ୍ଚଳରେ...
ବନ୍ଦ ହେଲା ୬ଟି ଗେଟ
ସମ୍ବଲପୁର,୧୧/୦୯,(ଓଡ଼ିଆ ପୁଅ ପି ନାଏକ): ହୀରାକୁଦ ଜଳଭଣ୍ତାରେ ବନ୍ଦ ହେଲା ୬ ଟି ଗେଟ । ଛତିଶଗଡ ଅଂଚଳରେ ଗତ କିଛି ହେବ ଲଗାଣ ବର୍ଷା ଯୋଗୁଁ ଜଳଭଣ୍ତାରକୁ ଅଧିକ ଜଳ ପ୍ରବେଶ...
ବନ୍ଧୁକ ଦେଖାଇ ଲୁଟ
ବାଲେଶ୍ଵର,୧୧/୦୯,(ଓଡ଼ିଆ ପୁଅ ପି ନାଏକ): ବନ୍ଧୁକ ଦେଖାଇ ଲୁଟ୍ । ଖନ୍ତାପଡା ଥାନା ବାହାନଗା ଗୋପାଳପୁର ରାସ୍ତା କୁଦମ୍ବ ନିକଟରୁ ଲୁଟ୍ ହୋଇଛି । ଗୋପାଳପୁର ଥାନା ପୋଲିସର ତଦନ୍ତ ଜାରି ।
ସୂଚନାଯୋଗ୍ୟ...
ପୁଣି ବୁହା ହେଲେ ରୋଗୀ
ରାୟଗଡ଼ା,୧୧/୦୯,(ଓଡ଼ିଆ ପୁଅ ପି ନାଏକ): ପୁଣି ଦୋଳାରେ ବୁହାହେଲେ ରୋଗୀ । ରାୟଗଡା ଜିଲ୍ଲାର ବରଜାଖାଲ ଗାଁରେ ଦେଖିବାକୁ ମିଳିଛି ସ୍ବାସ୍ଥ୍ୟ ସେବାର ଏହି ଦୟନୀୟ ଦୃଶ୍ୟ । ଗାଁକୁ ରାସ୍ତା ନଥିବାରୁ...
ଆଜି ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ଡାକରା
ନୂଆପଡ଼ା,୧୧/୦୯,(ଓଡ଼ିଆ ପୁଅ ପି ନାଏକ): ଆଜି ୧୨ ଘଣ୍ଟିଆ କୁଚିଣ୍ଡା ଉପଖଣ୍ଡ ବନ୍ଦ ଡାକରା ଦିଆଯାଇଛି । ନୂଆପଡ଼ା ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲା ଓକିଲ ସଂଘ...
କଟକରେ ପୋଲିସର ଏନକାଉଣ୍ଟର
କଟକ,୧୧/୦୯,(ଓଡ଼ିଆ ପୁଅ ପି ନାଏକ): କଟକରେ ଏନକାଉଣ୍ଟର । ଗୁଳିମାଡ଼ରେ ଟିଟୋର ସହଯୋଗୀ ବୁଦ୍ଧିଆ ଦାସ ଆହତ । ତାର ଡାହାଣ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ କଟକ SCBରେ...
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା
ଭୁବନେଶ୍ୱର,୧୧/୦୯,(ଓଡ଼ିଆ ପୁଅ ପି ନାଏକ): ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ରଙ୍ଗମାଟିଆ ଅଞ୍ଚଳରେ । ମୃତ...
ଜାମ୍ମୁ-କାଶ୍ମୀର : ସୁରକ୍ଷାବଳଙ୍କ ଦ୍ୱାରା ଲସ୍କରର ଟପ ଆତଙ୍କୀ ଆସିଫ ନିହତ
ଜାମ୍ମୁ-କାଶ୍ମୀର ୧୧-୯ (ଓଡ଼ିଆ ପୁଅ) ଜାମ୍ମୁ-କାଶ୍ମୀରର ସୋପୋରରେ ସୁରକ୍ଷାବଳ ଏବଂ ଲସ୍କର ଏ ତୈୟବାର ଟପ ଆତଙ୍କୀମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଆତଙ୍କୀ ଆସିଫ ସୁରକ୍ଷା ବଳର ଗୁଳିରେ ନିହତ...
ଓ.ଏମ୍.ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଷଷ୍ଠ ସଂଧ୍ୟାରେ ଦେଖିବାକୁ ମିଳିଥିଲା ଓଡ଼ିଶୀ...
ଭୁବନେଶ୍ୱର ୧୦.୯ (ଓଡ଼ିଆ ପୁଅ) : ସୃଜନ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଷଷ୍ଠ ସଂଧ୍ୟା ଥିଲା ଓଡ଼ିଶୀର ସଂଧ୍ୟା। ଓଡ଼ିଶୀ କଣ୍ଠ ସଙ୍ଗୀତରେ ଚମ୍ପୁ,...
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସେଂଟ ଭିନସେଂଟ ଓ ଗ୍ରେନେଡାଇନ୍ସର ପ୍ରଧାନମନ୍ତ୍ରୀ
ନୂଆ ଦିଲ୍ଲୀ ୧୦-୯ (ଓଡ଼ିଆ ପୁଅ) ଆଜି ସେଂଟ ଭିନସେଂଟ ଓ ଗ୍ରେନେଡାଇନ୍ସର ପ୍ରଧାନମନ୍ତ୍ରୀ ମାନନୀୟ ଡ. ରାଲ୍ଫ ଏଭରାର୍ଡ ଗୋନସାଲଭିସ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ସେଂଟ ଭିନସେଂଟ...
ଦକ୍ଷିଣ ଏସିଆର ପ୍ରଥମ ସୀମାପାର ପେଟ୍ରୋଲିୟମ ପାଇପଲାଇନ୍ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ନୂଆ ଦିଲ୍ଲୀ ୧୦-୯ (ଓଡ଼ିଆ ପୁଅ) ଭିଡିଓ କନଫରେନ୍ସ ଜରିଆରେ ଭାରତର ମୋତିହାରିରୁ ନେପାଳର ଅମଲେଖଗଞ୍ଜ ପର୍ଯ୍ୟନ୍ତ ଦକ୍ଷିଣ ଏସିଆର ପ୍ରଥମ ସୀମାପାର ପେଟ୍ରୋଲିୟମ ଉତ୍ପାଦ ପାଇପଲାଇନକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର...
ଭାରତ ଉର୍ଜା ନ୍ୟାୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି – ଧର୍ମେନ୍ଦ୍ର ପ୍ରଧାନ
୮ତମ ଏସୀୟ ଶକ୍ତି ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
- ଓଡିଶାର ଚଣ୍ଡିଖୋଲ ଠାରେ ଋଣନୈତିକ ତୈଳ ଭଣ୍ଡାର କାମରେ ୟୁଏଇ ଦ୍ୱିତୀୟବାର ଅଂଶଗ୍ରହଣ କରିବାକୁ ଅନୁରୋଧ
- ତୈଳ ଉତ୍ପାଦନ ଓ ରପ୍ତାନୀକୁ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ସପ୍ତାହକୁ ସେବା ସପ୍ତାହ ରୂପେ ପାଳନ କରିବ ବିଜେପି:...
ସେପ୍ଟେମ୍ବର ୧୪-୨୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ ସେବା ସପ୍ତାହ
- ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା, ଚକ୍ଷୁ ପରୀକ୍ଷା ଏବଂ ଔଷଧ ବଂଟନ କରାଯିବ
- ମୋଦୀଙ୍କ କାର୍ଯ୍ୟଶୈଳୀ ସଂର୍ପକୀତ...
ଚାଷୀଙ୍କୁ ଦୁଗ୍ଧ ଲିଟର ପିଛା ୩୦ ଟଙ୍କା ଦେବା ଦାବିରେ କୃଷିମନ୍ତ୍ରୀଙ୍କୁ ସ୍ମାରକ ପତ୍ର...
ଭୁବନେଶ୍ୱର, ତା ୧୦ା୯ (ଓଡ଼ିଆ ପୁଅ) : ରାଜ୍ୟ ସରକାରଙ୍କ ତରଫରୁ ଆଜି କୃଷି ଭବନଠାରେ ଆୟୋଜିତ କର୍ମଶାଳା - ଗୋ ସମ୍ପଦ ବିକାଶରେ ଉଦ୍ୟୋଗପତିଙ୍କ ଭୂମିକା ଅବସରରେ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ...






