Bureau
ଆଜି ଶ୍ରୀଜିଉଙ୍କ ବନକଲାଗୀ ନୀତି
ପୁରୀ,୨୩/୧୦,(ଓଡ଼ିଆ ପୁଅ ପି ନାଏକ):ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି । ପ୍ରଥମେ ମଧ୍ୟାହ୍ନ ଧୂପ ସରି ପଛ ଭୋଗମଣ୍ଡପ ବଢିବା ପରେ ଦତ୍ତମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କର...
ସ୍କ୍ରାଟ ବୋଝେଇ ଟ୍ରକ ଜବତ
କେନ୍ଦୁଝର,୨୩/୧୦,(ଓଡ଼ିଆ ପୁଅ ପି ନାୟକ): ସ୍କ୍ରାପ ବୋଝେଇ ଟ୍ରକ ଜବତ କଲା ଯୋଡ଼ା ପୋଲିସ । ଅନ୍ୟ ରାଜ୍ୟକୁ ଚୋରା ସ୍କ୍ରାପ ଚାଲାଣ ହେଉଥିବା ଖବର ପାଇ ପଶ୍ଚିମବଙ୍ଗ ପଞ୍ଜିକୃତ ଗାଡ଼ି ଜବତ...
ପୋଲିସ ଖାଇଲା ଚକମା
ବଲାଙ୍ଗୀର,୨୩/୧୦,(ଓଡ଼ିଆ ପୁଅ ପି ନାଏକ): ପୋଲିସକୁ ଚକମା ଦେଇ ଫେରାର ହେଲା ଅଟକ ଯୁବକ । ଏହି ଘଟଣା ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନାରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଗତକାଲି...
କାଠ ଚୋରା ଚାଲାଣ ବେଳେ ୩ ଗିରଫ
ବଲାଙ୍ଗିର,୨୩/୧୦,(ଓଡ଼ିଆ ପୁଅ ପି ନାୟକ): କାଠ ଚୋରା ଚାଲାଣ ବେଳେ ଧରାପଡ଼ି ଛନ୍ତି ୩ କାଠ ମାଫିଆ । ଗତକାଲି ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ବନବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ଏହା ଉପରେ...
ଜଳ ସଂପର୍କୀତ ବସିଥିବା ବୈଠକରେ କ୍ୟୁରେସି କହିଲେ କିଛି ଏମିତି
ନୂଆଦିଲ୍ଲୀ,୨୩/୧୦,(ଓଡ଼ିଆ ପୁଅ ପି ନାୟକ): ଭାରତ ଯଦି ପାକିସ୍ତାନରେ ପ୍ରବାହିତ ହେଉଥିବା ନଦୀର ଜଳପଥକୁ ପରିବର୍ତ୍ତନ କରିବାକୁ ଚାହିଁବ,ତେବେ ଏହାକୁ ପ୍ରବର୍ତ୍ତାଇବା ରୂପରେ ଦେଖାଯିବ ବୋଲି ଗତକାଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ସାହ...
ଏବେ ଗ୍ରାମାଞ୍ଚଳରେ ହେବ ଟ୍ୟାପ ବ୍ୟବସ୍ଥା
ଭୁବନେଶ୍ୱର,୨୨/୧୦: ଆସନ୍ତା ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ପ୍ରତ୍ୟେକଙ୍କ ଘରେ ପାଣି ଟ୍ୟାପ୍ ଲାଗିବ । ଯାହା ଫଳରେ ଲୋକଙ୍କୁ ଆଉ ଘର ବାହାରକୁ ଆସି ନଳକୂପ କିମ୍ବା ରାସ୍ତାକଡରେ ଥିବା ଟ୍ୟାପ୍ରୁ ପାଣି...
ମହିଳାଙ୍କ ଶବ ଉଦ୍ଧାର
ସମ୍ବଲପୁର, ୨୨/୧୦ (ଓଡ଼ିଆ ପୁଅ) ଗୋଶାଳା ସିସିବି ଫାର୍ମ ପାଶ୍ୱର୍ବର୍ତ୍ତୀ ଭାଲୁଗୁଡ଼ିଆ କେନାଲ ଘାଟରେ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ଶବଟି କେନାଲ ପାଣିରେ ଭାସି ଯାଉଥିବା ବେଳେ କେତେକ ବାଳକ...
ରାଜ୍ୟ ସ୍କୁଲ ବ୍ୟାଡ଼ମିଣ୍ଟନ ଓ ସନ୍ତରଣ ପ୍ରତିଯୋଗିତା ଉଦଘାଟିତ
ସମ୍ବଲପୁର, ୨୨/୧୦ (ଓଡ଼ିଆ ପୁଅ) ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ୬୫ତମ ରାଜ୍ୟ ବ୍ୟାଡ଼ମିଂଟନ ଓ ସନ୍ତରଣ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଛି। ଏଥିରେ ରାଜ୍ୟର ଛବିଶଟି ଶିକ୍ଷା ଜିଲ୍ଲାରୁ ଚଉଦ ବର୍ଷ...
ଉତ୍କୋଚ ନେବା ବେଳେ ଇଏସଆଇ କର୍ମଚାରୀ ଗିରଫ
ସମ୍ବଲପୁର, ୨୨/୧୦ (ଓଡ଼ିଆ ପୁଅ) କର୍ମଚାରୀ ଭବିଷ୍ୟନିଧି ପାଣ୍ଠି-ଇଏସଆଇର ରାଉରକେଲା ଇଏସଆଇ ଜୋନାଲ ହସପିଟାଲର ଏକାଉଣ୍ଟସ ସେକ୍ସନର ବରିଷ୍ଠ କିରାଣୀ ଗୋବିନ୍ଦ ଚରଣ ମଲ୍ଲିକ ବିଭାଗୀୟ ଆମ୍ବୁଲାନ୍ସ ଚାଳକ ବୈରାଗୀ ବେହେରାଙ୍କ ଠାରୁ...
ଜଳ ଶକ୍ତି ସଂରକ୍ଷଣ ପାଇଁ ମାରାଥନ
ସମ୍ବଲପୁର, ୨୨/୧୦ (ଓଡ଼ିଆ ପୁଅ) ସ୍ୱଛତା ପକ୍ଷ ପାଳନ ଅବସରରେ ସମ୍ବଲପୁର ଭାରତୀୟ ପ୍ରବଂଧନ ସଂସ୍ଥାନ (ଆଇଆଇଏମ) ପକ୍ଷରୁ ଆଜି ଏକ ମାରାଥନ ଆୟୋଜନ କରାଯାଇଥିଲା। ଜଳ ଶକ୍ତି ଅଭିଯାନ ବାବଦରେ ସଚେତନତା...
ବିରୋଧ ଯୋଗୁ ଚାଷୀ ସଚେତନତା କାର୍ଯ୍ୟକ୍ରମ ଅଧାରୁ ବାତିଲ
ସମ୍ବଲପୁର, ୨୨/୧୦ (ଓଡ଼ିଆ ପୁଅ) ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟ ଠାରେ ଆୟୋଜିତ କୃଷକ ସଚେତନତା କାର୍ଯ୍ୟକ୍ରମ ଚାଷୀମାନଙ୍କ ପ୍ରବଳ ବିରୋଧ ଯୋଗୁ ବନ୍ଦ ହୋଇଯାଇଛି। ଫସଲ ବୀମା ଆଦି ଦାବି ନେଇ ଆନ୍ଦୋଳନ...
ଅନିର୍ଦ୍ଦିଷ୍ଟକାଳ ପାଇଁ ଚାଷୀଙ୍କ ଅନଶନ ଆରମ୍ଭ
ସମ୍ବଲପୁର, ୨୨/୧୦ (ଓଡ଼ିଆ ପୁଅ) ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ପକ୍ଷରୁ ପୂର୍ବ ଘୋଷଣା ଅନୁଯାୟୀ ଆଜିଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳୀନ ରିଲେ ଅନଶନ ଆରମ୍ଭ କରାଯାଇଛି। ପ୍ରଥମ ଦିବସରେ...
ଏସଟିଏଫ ଜାଲରେ ପଡ଼ିଲେ ହୋମଗାର୍ଡ
ଖୋର୍ଦ୍ଧା,୨୨/୧୦,(ଓଡ଼ିଆ ପୁଅ ପି ନାୟକ): ଆଜି ପୁଣି ଏସଟିଏଫ ଜାଲରେ ପଡିଛନପଡ଼ି ଆଉ ଜଣେ ହୋମଗାର୍ଡ । ଜମି ମାଫିଆଙ୍କ ସହ ଲିଙ୍କ ଥିବା ନେଇ ତାଙ୍କୁ ଏସଟିଏଫ ଗିରଫ କରିଥିବା ସୂଚନା...
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜେପି ମୋର୍ଗାନ ଅନ୍ତର୍ଜାତୀୟ ପରିଷଦର ସଦସ୍ୟ
ନୂଆ ଦିଲ୍ଲୀ ୨୨-୧୦ (ଓଡ଼ିଆ ପୁଅ) ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜେପି ମୋର୍ଗାନ ଅନ୍ତର୍ଜାତୀୟ ପରିଷଦର ସଦସ୍ୟମାନଙ୍କୁ ଭେଟିଛନ୍ତି। ୨୦୦୭ ପରେ ପ୍ରଥମ ଥର ଲାଗି ଭାରତରେ ଅନ୍ତର୍ଜାତୀୟ...
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ – ଆନ୍ଧ୍ର ବ୍ୟାଙ୍କ କର୍ମଚାରୀମାନଙ୍କ ପକ୍ଷରୁ ୩.୫୮ କୋଟି...
ଭୁବନେଶ୍ୱର, ୨୨.୧୦ (ଓଡ଼ିଆ ପୁଅ) ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ତିନୋଟି ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି। ଆନ୍ଧ୍ର ବ୍ୟାଙ୍କ କର୍ମଚାରୀମାନଙ୍କ ପକ୍ଷରୁ...
କୁକୁର କାମୁଡ଼ାରେ ରାଜମିସ୍ତ୍ରୀ ମୃତ
ନୂଆଦିଲ୍ଲୀ,୨୨/୧୦,(ଓଡ଼ିଆ ପୁଅ ପି ନାଏକ): ଉତ୍ତର ପ୍ରଦେଶର ଏଟା ଅଞ୍ଚଳରେ ବୁଲା କୁକୁରଙ୍କ ଆତଙ୍କ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ତେଜ୍ ସିଂ ନାମକ ଜଣେ ରାଜମିସ୍ତ୍ରୀକୁ ବୁଲା କୁକୁରମାନେ ଝୁଣି...
ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ : ମନ୍ତ୍ରୀମାନେ ଜିଲ୍ଲା ଗସ୍ତ ସମୟରେ ସ୍କୁଲ, ଅନାଥାଶ୍ରମ ଆଦି ଯାଞ୍ଚ...
ଭୁବନେଶ୍ୱର ୨୨-୧୦ (ଓଡ଼ିଆ ପୁଅ) ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟରେ ଜିଲ୍ଲା ଗସ୍ତ କରୁଥିବା ବେଳେ ମନ୍ତ୍ରୀମାନେ ବାହାରେ ମଧ୍ୟାହ୍ନ ଭୋଜନ ନ କରି ଅନାଥାଶ୍ରମ, ଭିନ୍ନକ୍ଷମ ଏବଂ ଶିଶୁ ମାନଙ୍କ ଯତ୍ନ...
୫ ଦିନିଆ ବିଦେଶ ଗସ୍ତର ପ୍ରଥମ ଦିନରେ କେନ୍ଦ୍ରମନ୍ତ୍ରୀ ଭାରତ-ଋଷ ପ୍ରସ୍ତାବିତ ଯୁଗ୍ମ ପ୍ରକଳ୍ପ...
- ଋଷ ପୂର୍ବାଂଚଳରେ ହାତକୁ ନିଆଯାଇଥିବା ବିଭିନ୍ନ ଯୁଗ୍ମ ତୈଳ ଏବଂ ଗ୍ୟାସ ପ୍ରକଳ୍ପର ସମୀକ୍ଷା
- ଜେଭେଜ୍ଡା ସ୍ଥିତ ସର୍ବବୃହତ ଜାହାଜ ନିର୍ମାଣ ପ୍ରକଳ୍ପ ପରିଦର୍ଶନ
- ଭାରତ ଏବଂ ଋଷର ଜଳପଥକୁ ବିକଶିତ...
ଅନୁସୁଚିତ ଜାତିର ହୋମଗାର୍ଡ ରଂଜନ ମଲ୍ଲିକଙ୍କୁ ନ୍ୟାୟ ଦେବା ଦାବିରେ କେନ୍ଦ୍ର ସାମାଜିକ ନ୍ୟାୟ...
ପ୍ରିଭେନସନ ଅଫ ଆଟ୍ରୋସିଟିସ ଆକ୍ଟ ଅନୁଯାୟୀ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ହୋମଗାର୍ଡଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ:ବିଜେପି
ଭୁବନେଶ୍ୱର, ୨୨/୧୦ (ଓଡ଼ିଆ ପୁଅ) : ଯାଜପୁର ଜିଲ୍ଲା ବରି ବ୍ଲକର ଔପଡା ଗାଁର ଜଣେ...
ମାତିଛନ୍ତି ବୁଲା କୁକୁର
ଭଦ୍ରକ,୨୨/୧୦,(ଓଡ଼ିଆ ପୁଅ ପି ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଳକ ଅନ୍ତର୍ଗତ ମଞ୍ଜୁରୀରୋଡ ଅଞ୍ଚଳରେ ମାତିଛନ୍ତି ବୁଲା କୁକୁର । ସେମାନେ ସମସ୍ତଙ୍କୁ କାମୁଡୁଥିବା ଦେଖିବାକୁ ମିଳିଛି । ଫଳରେ ଏଥିରେ ୧୫...






