Home ଓଡ଼ିଶା କାଠ ଚୋରା ଚାଲାଣ ବେଳେ ୩ ଗିରଫ

କାଠ ଚୋରା ଚାଲାଣ ବେଳେ ୩ ଗିରଫ

236

ବଲାଙ୍ଗିର,୨୩/୧୦,(ଓଡ଼ିଆ ପୁଅ ପି ନାୟକ): କାଠ ଚୋରା ଚାଲାଣ ବେଳେ ଧରାପଡ଼ି ଛନ୍ତି ୩ କାଠ ମାଫିଆ । ଗତକାଲି ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ବନବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ଏହା ଉପରେ ନଜର ପଡ଼ିଥିଲା । ଏକ ଟାଟା ମ୍ୟାଜିକରେ କାଠ ସବୁ ଚାଲାଣ କରାଯାଉଥିଲା । ପରେ ୩ ଜଣଙ୍କୁ କରିଛି ବନବିଭାଗ ।  ଗିରଫ କାଠ ମାଫିଆମାନେ ତୁରେକେଲାର ବନି ପାତ୍ର ବୁଡିବାହାଲ ଗାଁର ଗଣେଷ ରଣା, କାମେଶ୍ୱର ରଣା ବୋଲି ସୂଚନା ମିଳିଛି । ଏବେ ଏ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.