Home ଓଡ଼ିଶା ମହିଳାଙ୍କ ଶବ ଉଦ୍ଧାର

ମହିଳାଙ୍କ ଶବ ଉଦ୍ଧାର

206

ସମ୍ବଲପୁର, ୨୨/୧୦ (ଓଡ଼ିଆ ପୁଅ) ଗୋଶାଳା ସିସିବି ଫାର୍ମ ପାଶ୍ୱର୍ବର୍ତ୍ତୀ ଭାଲୁଗୁଡ଼ିଆ କେନାଲ ଘାଟରେ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ଶବଟି କେନାଲ ପାଣିରେ ଭାସି ଯାଉଥିବା ବେଳେ କେତେକ ବାଳକ ଏହା ଦେଖିପାରି ପାଟିକରି ଅନ୍ୟମାନଙ୍କୁ ଡାକିଥିଲେ। କିଛି ଲୋକ ପହଞ୍ଚି ସମ୍ମିଳିତ ଭାବରେ ଶବଟିକୁ ଉଦ୍ଧାର କରିଥିଲେ। ମହିଳା ଜଣକ ପ୍ରାୟ ୫୫ ବର୍ଷ ବୟସ୍କା ବୋଲି ଅନୁମାନ କରାଯାଉଛି। ଏ ବାବଦରେ ପୋଲିସକୁ ସୂଚନା ଦେବାପରେ ପୋଲିସ ପହଞ୍ଚି ଶବଟିକୁ ଜବତ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପରେ ପୋଷ୍ଟମର୍ଟମ ସକାଶେ ପଠାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.