Bureau
ସୁନାକୋଶୀ ନଦୀରେ ଖସିଲା ଯାତ୍ରୀବାହୀ ବସ୍ ୮ ମୃତ – ୩୪ ଯାତ୍ରୀ ଥିଲେ...
କାଠମାଣ୍ଡୁ ୩-୧୧ (ଓଡ଼ିଆ ପୁଅ) ପଡ଼ୋଶୀ ଦେଶ ନେପାଳରେ ଏକ ବଡ଼ ଦୁର୍ଘଟଣାର ଖବର ସାମନାକୁ ଆସିଛି। ଦେଶର ରାଜଧାନୀ କାଠମାଣ୍ଡୁ ନିକଟରେ ଏକ ବସ ସୁନାକୋଶୀ ନଦୀରେ ଭାରସାମ୍ୟ ହରାଇ ଖସିପଡ଼ିଛି।...
ଭାରତ-ବାଙ୍ଗ୍ଲାଦେଶ T20 ବର୍ତ୍ତମାନ ପର୍ଯ୍ୟନ୍ତ ରଦ୍ଦ କରାଯାଇନାହିଁ – ଏବେ ନିର୍ଣ୍ଣୟ ନେବା...
ନୂଆ ଦିଲ୍ଲୀ ୩-୧୧ (ଓଡ଼ିଆ ପୁଅ) ଦିଲ୍ଲୀର କେତେକ ସ୍ଥାନରେ ବାୟୁର ପ୍ରଦୁଷଣ ସ୍ତର ଅର୍ଥାତ୍ ବାୟୁର ଗୁଣବତ୍ତାର ସୂଚକାଙ୍କ (ଏୟାର କ୍ୱାଲିଟି ଇଣ୍ଡେକ୍ସ) ୧,୦୦୦ ଉପରେ ପହଁଞ୍ଚି ସାରିଛି। ଏହା ସତ୍ତ୍ୱେ...
୫ ସ୍କୁଲ ଛାତ୍ର ନିଖୋଜ
ଗଜପତି, ୦୩/୧୧, (ଓଡ଼ିଆ ପୁଅ ପି ନାୟକ): ଗତକାଲିଠୁ ସ୍କୁଲ ଯାଇ ଆଉ ଫେରିନାହାଁନ୍ତି ୫ ଛାତ୍ର। ଏହି ଘଟଣା ଗଜପତି ଜିଲ୍ଲା ଗୋସାଣି ବ୍ଲକ ଗୁରାଣ୍ଡି ଜଙ୍ଗଲପାଡୁ ଗାଁରେ ଘଟିଛି। ୫ଜଣ...
ରୋଷେଇ ବେଳେ ସିଲିଣ୍ଡର ଫାଟି ୬ ଗୁରୁତର
ହିଞ୍ଜିଳିକାଟୁ, ୦୩/୧୧, (ଓଡ଼ିଆ ପୁଅ ପି ନାୟକ): ହିଞ୍ଜିଳିକାଟୁ କେଉଟ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ଯୁଧିଷ୍ଟିର ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘର ପ୍ରତିଷ୍ଠା ଉତ୍ସବରେ ରୋଷେଇ ଚାଲୁଥିବା...
ସମ୍ବଲପୁରରେ ଆଡମ୍ବର ସହ ଛଟ୍ ପୂଜା ପାଳିତ
ସମ୍ବଲପୁର, ୦୩/୧୧, (ଓଡ଼ିଆ ପୁଅ ପି ନାୟକ): ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଖରଲା ନଦୀ ଘାଟରେ ବିହାରୀ ସମାଜ ପକ୍ଷରୁ ଛଟ ପୂଜା ଅତି ଧୁମଧାମରେ ପାଳିତ ହୋଇଯାଇଛି।ଏହି ଛଟ ପର୍ବକୁ...
ପୋଲ ତଳକୁ ଖସିଲା କାର; ଜଣେ ମୃତ
ତାଳଚେର, ୦୩/୧୧, (ଓଡ଼ିଆ ପୁଅ ପି ନାୟକ): ପୋଲ ତଳକୁ ଖସିଲା କାର। ତାଳଚେର ଥାନା ଅନ୍ତର୍ଗତ ଗୋଡିବନ୍ଧ ନିକଟସ୍ଥ ଶିବରାମପୁର-କନ୍ଧବେରେଣି ରାସ୍ତାରେ ଗତକାଲି ରାତିରେ ଏକ ମାରୁତି ଅଲ୍ଟୋ କାର ଭାରସାମ୍ୟ...
ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ହାତୀପଲ, ଚିନ୍ତାରେ ଚାଷୀ
କଟକ, ୦୩/୧୧, (ଓଡ଼ିଆ ପୁଅ ପି ନାୟକ): କଟକ ବନଖଣ୍ଡ ଚୌଦ୍ୱାର ବ୍ଲକ କହ୍ନେଇପୁର ଗାଁରେ ପ୍ରାୟ ୨୦୦ ହାତୀ ପଲ ଆତଙ୍କ ରଚାଇଛନ୍ତି। ସ୍ଥାନୀୟ ଲୋକଙ୍କ ଘର ଦ୍ବାର ଭାଙ୍ଗିବା ସହ...
କେନ୍ଦ୍ରାପଡା ପୌରାଞ୍ଚଳ ୧୩ନମ୍ବର ୱାର୍ଡରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ
କେନ୍ଦ୍ରାପଡା ୩/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ପୈାରାଚଂଳର ୧୩ ନମ୍ବର ୱାର୍ଡରେ ବିଜୁ ଜନତା ଦଳର ପ୍ରାଥମିକ ସଭ୍ୟ ସଂଗ୍ରହ ଅଭିଯାନ ବିଜେଡି ରାଜ୍ୟ ଆଇନଜୀବି ସାମୁଖ୍ୟର ସଦସ୍ୟ ସଞ୍ଜୟ...
ପ୍ରଦୂଷଣ ରୋକିବାକୁ ‘ମୋ ସାଇକେଲ’ ରାଲି
କଟକ, ୦୩/୧୧, (ଓଡ଼ିଆ ପୁଅ ପି ନାୟକ):କଟକରେ ଆଜି ଦେଖିବାକୁ ମିଳିଛି ମୋ ସାଇକେଲ ରାଲି। ତେବେ ଚଳିତବର୍ଷ ବାଲିଯାତ୍ରାକୁ ପ୍ରଦୂଷଣମୁକ୍ତ କରିବାକୁ ଏବେ କଟକ ସହରରେ ଏହି ସଚେତନତା ରାଲି ଆରମ୍ଭ...
ପୋଲିସରେ ଅଭିଯୋଗ ନ କରିବାକୁ ଦୁଷ୍କର୍ମ ପୀଡ଼ିତାଙ୍କ ଉପରେ ଚାପ ପ୍ରୟୋଗ
କଳାହାଣ୍ଡି, ୦୩/୧୧, (ଓଡ଼ିଆ ପୁଅ ପି ନାୟକ):ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରି ବିବାହିତ ଯୁବକଙ୍କ ନାଁ ରେ ଅଭିଯୋଗ ହୋଇଛି। ଏବେ ଯୁବତୀ ୭ ମାସର ଗର୍ଭବତୀ ଥିବା ମଧ୍ୟ ଜଣାପଡିଛି।...
ଦାଦନ ଖଟିବାକୁ ଯାଇଥିବା ରାମ ସିଂ ଙ୍କ ମୃତ ଦେହ ଉଦ୍ଧାର
ବାରିପଦା, ୦୩/୧୧, (ଓଡ଼ିଆ ପୁଅ ପି ନାୟକ):ବାରିପଦା ସ୍ଥିତ କଲିକତା ବସଷ୍ଟାଣ୍ଡ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଶରୀର ଉଦ୍ଧାର କରାଯାଇଛି। ମୃତକ ଜଣକ ମୟୁରଭଞ୍ଜ ଜିଲ୍ଲାର ରାମ ସିଂ ବୋଲି ଜଣାପଡିଛି। ସେ...
ଜେଲ ଭିତରେ ଚାଲିଛି ଜୁଆ ଖେଳ !
ଗଞ୍ଜାମ, ୦୩/୧୧, (ଓଡ଼ିଆ ପୁଅ ପି ନାୟକ):ଜେଲରେ ଚାଲିଛି ଜେଲ କର୍ତ୍ତୁପକ୍ଷଙ୍କ ମନମାନି। ଜେଲରେ ବିଭିନ୍ନ ନିଶାଦ୍ରବ୍ୟ କାରବାର ସହ ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟକଳାପ ଚାଲିଥିବା ଅଭିଯୋଗ ହୋଇଛି। ତେବେ ଭଞ୍ଜନଗର...
କେନ୍ଦୁଝରରେ ପୁଣି ଉଦ୍ଧାର ହେଲା ନବଜାତ ଶିଶୁ
କେନ୍ଦୁଝର, ୦୩/୧୧, (ଓଡ଼ିଆ ପୁଅ ପି ନାୟକ): ପୁଣି ଉଦ୍ଧାର ହୋଇଛି ନବଜାତ ଶିଶୁପୁତ୍ର। କେହି କୁଆଁରୀ ନାରୀ ପିଲାଟିକୁ ଜନ୍ମଦେଇ ଛାଡି ଚାଲିଯାଇଥିବା କୁହାଯାଉଛି। ତେବେ ଏହି ଘଟଣା କେନ୍ଦୁଝର ଜିଲ୍ଲା...
ଧନୁଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ
ବରଗଡ଼, ୦୩/୧୧, (ଓଡ଼ିଆ ପୁଅ ପି ନାୟକ):ଆସନ୍ତା ଡିସେମ୍ବର ୩୧ରୁ ଜାନୁଆରୀ ୧୧ ପର୍ଯ୍ୟନ୍ତ ଆରମ୍ଭ ହେବାକୁ ଯାଉଛି ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରା। ଚଳିତବର୍ଷ ୭୧ ତମ ବରଗଡ଼ ଧନୁଯାତ୍ରା ପାଇଁ...
ଗୁଜୁରାଟ ଉପକୂଳ ଆଡକୁ ଅଗ୍ରସର ହେଉଛି ‘ମାହା’
ନୂଆଦିଲ୍ଲୀ, ୦୩/୧୧, (ଓଡ଼ିଆ ପୁଅ ପି ନାୟକ):ଧିରେ ଧିରେ ପାଖେଇ ଆସୁଛି ଆରବ ସାଗରରେ ସୃଷ୍ଟି ବାତ୍ୟା 'ମାହା'। ସମୁଦ୍ରପଥରେ ଏବେ ଗୁଜୁରାଟ ଉପକୂଳ ଆଡକୁ ଗତି କରୁଛି 'ମାହା'। ତେବେ ଆଜି...
ଜମ୍ମୁ କାଶ୍ମୀର ପ୍ରସଙ୍ଗରେ ବ୍ୟାଙ୍ଗକକରେ ମୋଦିଙ୍କ ଉଦବୋଧନ
ନୂଆଦିଲ୍ଲୀ, ୦୩/୧୧, (ଓଡ଼ିଆ ପୁଅ ପି ନାୟକ):ଏବେ ଥାଇଲାଣ୍ଡ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଥାଇଲାଣ୍ଡ ଯାଇ ଏବେ ବ୍ୟାଙ୍ଗକକରେ ମୋଦି ପହଞ୍ଚିଛନ୍ତି। ଗତକାଲି ସେଠାରେ ପହଞ୍ଚିବା ପରେ ସେଠାରେ ଥିବା...
ସୁରକ୍ଷା ବଳଙ୍କ ଗୁଳିରେ ଜଣେ ନକ୍ସଲ ସଫା
ଝାଡ଼ଖଣ୍ଡ, ୦୩/୧୧: (ଓଡ଼ିଆ ପୁଅ ପି ନାୟକ):ଗତକାଲି ଝାଡ଼ଖଣ୍ଡ ଛତରା ଜିଲ୍ଲା ନାବାଡିହି ଜଙ୍ଗଲରେ କେନ୍ଦ୍ରୀୟ ରିଜର୍ଭ ସୁରକ୍ଷା ବଳ ଓ ପୋଲିସର ମିଳିତ ସର୍ଚ୍ଚ ଅପରେସନ ହୋଇଛି। ଫଳରେ ଏହି ଅପରେସନ...
ସିଂଗାପୁର ସନ୍ତରଣ ପ୍ରତିଯୋଗୀତାରେ ସମ୍ବଲପୁରର ପ୍ରତିଯୋଗୀଙ୍କୁ ୫ ପଦକ
ସମ୍ବଲପୁର, ୦୧/୧୧ (ଓଡ଼ିଆ ପୁଅ) ସିଂଗାପୁର ଠାରେ ଅନୁଷ୍ଟିତ ଓପନ ସନ୍ତରଣ ପ୍ରତିଯୋଗୀତାରେ ସମ୍ବଲପୁରର ମାଷ୍ଟର୍ସ ସନ୍ତରଣକାରୀମାନେ ତିନୋଟି ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ସହିତ ପାଂଚୋଟି ପଦକ ହାସଲ କରିଛନ୍ତି। ଆଜି...
ଫନି ବାତ୍ୟାଜନିତ ପ୍ରସ୍ତୁତ ୩ଲକ୍ଷ ୮୯ହଜାର ଘର ଭଙ୍ଗା ତାଲିକାରେ ବ୍ୟାପକ ଜାଲିଆତି :...
ଫନି ବାତ୍ୟାଜନିତ ଘରଭଙ୍ଗା ତାଲିକାରେ ହୋଇଥିବା ବ୍ୟାପକ ଜାଲିଆତି ପ୍ରସଙ୍ଗରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ
- ପ୍ରସ୍ତୁତ ହୋଇଥିବା ତାଲିକାକୁ ସାର୍ବଜନୀନ କରାଯାଉ
- ପ୍ରକୃତ କ୍ଷତିଗ୍ରସ୍ତ ତାଲିକା...
ଟ୍ରାକ୍ଟର ଓଲଟି ୨୫ ଆହତ
ଗଜପତି, ୦୨/୧୧, (ଓଡ଼ିଆ ପୁଅ ପି ନାୟକ): ଟ୍ରାକ୍ଟର ଓଲଟି ୨୫ ଆହତ। ଆଜି ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ଡ଼ରାବ ଗ୍ରାମ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ...





