Bureau
ଓଡ଼ିଶା ଡାକମଣ୍ଡଳର ୭୪ତମ ପ୍ରତିଷ୍ଠା ଦିବସ
ଭୁବନେଶ୍ୱର ୨୨-୧୧ (ଓଡ଼ିଆ ପୁଅ) ଓଡ଼ିଶା ଡାକ ମଣ୍ଡଳର ୭୪ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରସ୍ଥିତ ପ୍ରଧାନ ମହାଡାକପାଳଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନ ମହାଡାକପାଳ ଡ....
୩ ଲାଞ୍ଚୁଆ ଅଧିକାରୀ ନିଲମ୍ବିତ
ଭୁବନେଶ୍ୱର ୨୨-୧୧ (ଓଡ଼ିଆ ପୁଅ) ୩ ଲାଞ୍ଚୁଆ ଜେଇ ନିଲମ୍ବିତ ହୋଇଛନ୍ତି। ସେସୁ ସିଇଓ ଅରୁଣ ବୋଥ୍ରା ସେମାନଙ୍କୁ ନିଳମ୍ବିତ କର୍ବା ପାଇଁ ଆଦେଶ ଦେଇଛନ୍ତି। ସେହି ତିନିଜଣ ଲାଞ୍ଚୁଆ ଅଧିକାରୀମାନେ ହେଲେ...
ବିଶ୍ୱ ଜୈବ-ଭାରତ ୨୦୧୯ ସମ୍ମିଳନୀର ଉଦଘାଟନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି...
- ଜୈବ ଅର୍ଥନୀତିର ବିକାଶ ପାଇଁ ଭାରତ ପାଖରେ ଅପାର ସମ୍ଭାବନା ଅଛି
- ଉର୍ଜାର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ପାଇଁ ଜୈବ ଉର୍ଜା ଉପରେ ଭାରତ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି
-...
ନୂଆଦିଲ୍ଲୀରେ ଡା. ହରେକୃଷ୍ଣ ମହତାବଙ୍କ ୧୨୦ତମ ଜୟନ୍ତୀ ପାଳିତ ରାଷ୍ଟ୍ରୀୟ ସ୍ତରରେ ଓଡିଶାର ନେତୃତ୍ୱକୁ...
- ଜଣେ ସଫଳ ବ୍ୟକ୍ତିତ୍ୱ ଓ ବିଚାରଧାରାର ପୃଷ୍ଠପୋଷକ ଥିଲେ ମହତାବ
- ସମସ୍ତେ ମହତାବଙ୍କ ସାମାଜିକ ଓ ରାଜନୈତିକ ଆଦର୍ଶରେ ଅନୁପ୍ରାଣିତ
- ଗଡଜାତ ମିଶ୍ରଣରେ ନୀଳଗିରିକୁ ୧ ନମ୍ବର କରିଥିଲେ ମହତାବ
ନୂଆଦିଲ୍ଲୀ/ଭୁବନେଶ୍ୱର, ନଭେମ୍ବର...
ରାଜ୍ୟସ୍ତରୀୟ ଡଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ
ଭୁବନେଶ୍ୱର ତା ୨୧.୧୧ (ଓଡ଼ିଆ ପୁଅ) – ଆଜି ୧୨୦ତମ ଡ. ହରେକୃଷ୍ଣ ମହାତାବ ରାଜ୍ୟ ସ୍ତରୀୟ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି। ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟ ଅତିଥିଭାବେ ଡ. ହରେକୃଷ୍ଣ...
ଆଗାମୀ ୨୭ ନଭେମ୍ବର ଶ୍ରମ କମିଶନର କାର୍ଯ୍ୟାଳୟ ଘେରାଉ ସଫଳ କରିବାକୁ ଆହ୍ୱାନ
ଭୁବନେଶ୍ୱର, ୨୧.୧୧ (ଓଡ଼ିଆ ପୁଅ) : ଏ.ଆଇ.ଟି.ୟୁ.ସି. ସହବନ୍ଧିତ ଓଡ଼ିଶା ଫରେଷ୍ଟ ଉଡ୍ ଏଗି୍ରକଲଚର୍ ଏଣ୍ଡ୍ ବିଲଡିଙ୍ଗ୍ କନ୍ଷ୍ଟ୍ରକ୍ସନ୍ ୱାର୍କରସ୍ ୟୁନିୟନ୍, ଖୋର୍ଦ୍ଧା ଜିଲ୍ଲା କମିଟିର ବୈଠକ ଅନୁଷ୍ଠିତ ହୋଇ ନିର୍ମାଣ ଶ୍ରମିକ...
ହଷ୍ଟେଲରୁ ନାବାଳିକା ଛାତ୍ରୀ ଫେରାର, ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ବାପା
ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷ କଳାଛାତ୍ରୀ ହଷ୍ଟେଲରେ ରହୁଥିବା ସମୟରେ ଫେରାର ହେବା ନେଇ ଟାଉନ...
ଶିକ୍ଷକଙ୍କ ବଗିଚାରେ ଫୁଟିଲା ତିନୋଟି ବ୍ରହ୍ମକମଳ ଫୁଲ
ବାଲିଗୁଡା ୨୧-୧୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ନୁଆସାହିର ଗାୟତ୍ରୀ ନଗର ନିବାସୀ ଶିକ୍ଷକ କୃଷ୍ଣ ଚନ୍ଦ୍ର ବେହେରାଙ୍କ ଘର ବାରି ବଗିଚାରେ ଗୁରୁବାର ସନ୍ଧ୍ୟା ୭ଟା ବେଳେ...
ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ଆଦାନୀ ଡିଏଭି ପବ୍ଲିକ ସ୍କୁଲରେ ‘ଆଶାୟେଁ’ ଆୟୋଜିତ ୭୦...
ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୁଣାତ୍ମକ ଶିକ୍ଷାର ପ୍ରସାର ସହିତ ସୃଜନଶୀଳତାର ବୃଦ୍ଧି ନିମନ୍ତେ ଆଦାନୀ ଡିଏଭି ପବ୍ଲିକ ସ୍କୁଲରେ ବାର୍ଷିକ ପ୍ରଦର୍ଶନୀ ‘ଆଶାୟେଁ’...
ନିତିନ ଗଡକରୀ କହିଲେ- ୧ ଡିସେମ୍ବରରୁ ଟୋଲରେ ସମୟ ନଷ୍ଟ କରିବାକୁ ପଡ଼ିବ ନାହିଁ,...
ନୂଆଦିଲ୍ଲୀ ୨୧-୧୧ (ଓଡ଼ିଆ ପୁଅ) ୧ ଡିସେମ୍ବର ୨୦୧୯ ରୁ ସମସ୍ତ ରାଜମାର୍ଗ ଉପରେ ଥିବା ଟୋଲ ପ୍ଲାଜାର ସମସ୍ତ ଲେନ ଫାଷ୍ଟାଗ୍ (Fastag)ସହ ଯୋଡ଼ାଯିବ। କେନ୍ଦ୍ରୀୟ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ...
ଶର୍ମାଙ୍କ ବିରୁଦ୍ଧରେ ତଦନ୍ତ ଡ୍ରାମା : ୩ୟ ମହଲା ଇସାରାରେ ହୋଇଛି ମାରିକ୍ ଲୋକପାଳ...
ଭୁବନେଶ୍ୱର ୨୧.୧୧ (ଓଡ଼ିଆ ପୁଅ) – ବିଭିନ୍ନ ସମୟରେ ନବୀନ ପଟ୍ଟନାୟକଙ୍କ ସରକାର ଡି.ଜି. ପୋଲିସମାନଙ୍କ ବିରୁଦ୍ଧରେ ଚଲାଉଥିବା ତଦନ୍ତ କେବଳ ଲୋକ ଦେଖାଣିଆ। ନବୀନ ବାବୁଙ୍କ ସରକାର ଗୋଟିଏ ପଟେ ବରିଷ୍ଠ...
ଜେଏନୟୁ ମାମଲାରେ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ଭବାନୀ ଶଙ୍କର ହୋତାଙ୍କ ଦାବି
ସରକାରଙ୍କ ଦୋମୁହାଁ ନୀତି ବିରୁଦ୍ଦରେ ଜେଏନୟୁ ଛାତ୍ରଙ୍କ ଆନ୍ଦୋଳନ : ଭବାନୀ ଶଙ୍କର ହୋତା
ସମ୍ବଲପୁର, ୨୧/୧୧ (ଓଡ଼ିଆ ପୁଅ) ନୂଆଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସମସ୍ୟାର ସମାଧନ ପାଇଁ କେନ୍ଦ୍ର...
ଭୁବନେଶ୍ୱର ଓ ୟୁଏଇ ସ୍ଥିତ ରାସ୍-ଅଲ୍-ଖଇମା ସହର ମଧ୍ୟରେ ସିଧାସଳଖ ବିମାନ ସେବା ପାଇଁ...
ଭୁବନେଶ୍ୱର, ନଭେମ୍ବର ୨୧ (ଓଡ଼ିଆ ପୁଅ) – ଭୁବନେଶ୍ୱର ଓ ୟୁଏଇ ସ୍ଥିତ ରାସ୍-ଅଲ୍-ଖଇମା ସହର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ...
ଗୁଆଝରରେ ପାଉକ ପ୍ରତିଯୋଗିତା ଅନୁଷ୍ଠିତ
ଭୁବନେଶ୍ୱର ୨୦.୧୧ (ଓଡ଼ିଆ ପୁଅ) ୧୨୦ତମ ରାଜ୍ୟସ୍ତରୀୟ ମହତାବ ଜୟନ୍ତୀ କମିଟି ପକ୍ଷରୁ ଆଜି କେଦ୍ରଗୌରୀସ୍ଥିତ ଗୁଆଝର ପ୍ରାଙ୍ଗଣରେ ପାଇକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା ଉତ୍ସବକୁ ପୂର୍ବତନ ମନ୍ତ୍ରୀ ତଥା...
ପୋଷ୍ୟ ସନ୍ତାନ ସଚେତନତା ସପ୍ତାହ ପାଳନ
ବାଲିଗୁଡା, ୧୯/୧୧ (ଓଡ଼ିଆ ପୁଅ/ସଞ୍ଜୟ କୁମାରୀ ପାଣିଗ୍ରାହୀ) ଜିଲ୍ଲା ଶିଶୁ ସୁରକ୍ଷା ସମିତି, କନ୍ଧମାଳ ଶାଖା ଓ ବନବାସୀ ସେବା ସମିତିର ମିଳିତ ଉଦ୍ୟମରେ ଚାଲିଥିବା ପୋଷ୍ୟ ସନ୍ତାନ ସଚେତନତା ସପ୍ତାହ ପାଳନ...
ଗାନ୍ଧୀଆନ ଚାଲେଞ୍ଜ ପ୍ରତିଯୋଗିତାର ଫଳାଫଳ ଘୋଷିତ : ବିଜେତାଙ୍କ ମଧ୍ୟରେ ଜଣେ ଓଡ଼ିଆ ଛାତ୍ର
- ବିଜୟୀ ୩୦ ପ୍ରତିଯୋଗୀଙ୍କ ମଧ୍ୟରେ ଜଣେ ଓଡ଼ିଆ ଛାତ୍ର
ନୂଆ ଦିଲ୍ଲୀ ୨୦-୧୧ (ଓଡ଼ିଆ ପୁଅ) ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଜୟନ୍ତୀ ଅବସରରେ ଅଟଳ ନବୋନ୍ମେଷ ମିଶନ, ନୀତି ଆୟୋଗ, ୟୁନିସେଫ ଏବଂ...
ଭିଡ଼ ହିଂସା ସୃଷ୍ଟିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟଗୁଡ଼ିକୁ ପରାମର୍ଶ ଜାରି କରାଯାଇଛି...
- ଅପରାଧ ନିୟନ୍ତ୍ରଣ ଓ ଅପରାଧୀ ଦମନ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ଅଧୀନ
ନୂଆ ଦିଲ୍ଲୀ ୨୦-୧୧ (ଓଡ଼ିଆ ପୁଅ) ଭିଡ଼ ହିଂସା ମାମଲାରେ ଆଜି ଲୋକସଭାରେ ବିସ୍ତୃତ ଉତର ରଖିଛନ୍ତି କେନ୍ଦ୍ର ଗୃହ...
କନ୍ଧମାଳ ହଳଦୀ ପତ୍ରର ଚାହିଦା ବୃଦ୍ଧି ପାଉଛି
ବାଲିଗୁଡା, ୨୦-୧୧ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ )କନ୍ଧମାଳ ଜିଲ୍ଲାରେ ଖାଲି ଗୋଟା ଓ ଗୁଣ୍ଡ ହଳଦୀର ଚାହିଦା ନୁହେଁ, ବରଂ ଏହାର ପତ୍ର ମଧ୍ୟ ବେଶ ଚାହିଦା ରହିଛି। କଟକ,...
ଲୋକସଭାର ଶୂନ୍ୟକାଳରେ ଚାଷୀ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ
ନୂଆଦିଲ୍ଲୀ, ୧୯/୧୧ - (ଓଡ଼ିଆ ପୁଅ) ଗତକାଲି ଲୋକସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଚଳିତ ଅଧିବେଶନର ଦ୍ୱିତୀୟ ଦିନରେ ଗୃହରେ ଶୁଭିଛି ଓଡ଼ିଶାର ମୂଳତଃ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ପ୍ରଭୃତି ଜିଲ୍ଲାର...
ଫାଶୀ ଦିବସରେ ଜଗ୍ଗୁ ଦେୱାନ ଓରଫ ଜଗବନ୍ଧୁ ପଟ୍ଟନାୟକଙ୍କୁ ଚକ୍ରଧରପୁରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ସମ୍ବଲପୁରର...
ସମ୍ବଲପୁର, ୧୯/୧୧ - (ଓଡ଼ିଆ ପୁଅ) ଐତିହାସିକ ତଥା ସାମ୍ବାଦିକ ଦୀପକ କୁମାର ପଣ୍ଡାଙ୍କ ନେତୃତ୍ୱରେ ସମ୍ବଲପୁରର ବିଭିନ୍ନ ସଂଗଠନର ଏକ ୫ ଜଣିଆ ପ୍ରତିନିଧି ଦଳ ଆଜି ଝାଡ଼ଖଣ୍ଡ ରାଜ୍ୟର ଚକ୍ରଧରପୁର...







