Bureau
ଲେଫ୍ଟନାଂଟ ଜେନେରାଲ ଏମଏମ ନରୱାନେଙ୍କୁ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି – ପଢ଼ନ୍ତୁ...
- ଡିସେମ୍ବର ୩୧ରୁ ଦାୟିତ୍ୱ ଗ୍ରହଣ କରିବେ ଜେନେରାଲ ନରୱାନେ -
ନୂଆ ଦିଲ୍ଲୀ ୧୭-୧୨ (ଓଡ଼ିଆ ପୁଅ) ସ୍ଥଳସେନା ଉପମୁଖ୍ୟ ଲେଫ୍ଟନାଂଟ ଜେନେରାଲ ମନୋଜ ମୁକୁନ୍ଦ ନରୱାନେଙ୍କୁ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଭାବେ...
ବରଗଡ଼ ଜିଲ୍ଲାର ୯ ଜଣ ଜିଲ୍ଲା ପରିଷଦ ସଦସ୍ୟ ଦଳ ବଦଳ ଆଇନ ଅନୁସାରେ...
ଭୁବନେଶ୍ୱର, ୧୭/୧୨ (ଓଡ଼ିଆ ପୁଅ) : ଶାସକ ବିଜେଡି ଗଣତନ୍ତ୍ରକୁ ହତ୍ୟା କରିଛି। ଯେଉଁ ଦଳ ବଦଳ ଆଇନ ବିଜେଡି ସରକାର ଆଣିଥିଲା ସେହି ଆଇନକୁ ଖୋଦ୍ ଉଲ୍ଲଘଂନ କରିଛି ବିଜେଡି। ବିଜେପିର...
‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହେଲା ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି...
ଭୁବନେଶ୍ୱର ୧୭.୧୨ (ଓଡ଼ିଆ ପୁଅ) ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହୋଇଛି ମହିଳା, ଶିଶୁବିକାଶ ଓ ମିଶନ ଶକ୍ତି ବିଭାଗ। ଏହି ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ହିତାଧିକାରୀ ମାନଙ୍କ...
ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ଭୟରେ ଜନତା, ଅଚିନ୍ତାରେ ମୁଖ୍ୟମନ୍ତ୍ରୀ :ପ୍ରଦିପ୍ତ ନାଏକ
ଭୁବନେଶ୍ୱର, ତା.୧୭/୧୨ (ଓଡ଼ିଆ ପୁଅ) : ରାଜ୍ୟରେ ଯେଉଁଭଳି ଭାବେ ମହିଳା ବିରୋଧୀ ହିଂସା ବିଶେଷ ଭାବରେ ବଳାକ୍ରାର ବଢିବାରେ ଲାଗିଛି ଦେଖିଲେ ଲାଗୁଛି ଯେ ରାଜ୍ୟରେ ଗୃହ ବିଭାଗ ନାହିଁ। ରାଜ୍ୟରେ...
ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରବେଜ ମୁଶାର୍ରଫଙ୍କୁ ଫାଶୀଦଣ୍ଡ
ନୂଆ ଦିଲ୍ଲୀ ୧୭-୧୨ (ଓଡ଼ିଆ ପୁଅ) ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରବେଜ ମୁଶାର୍ରଫଙ୍କୁ ଦେଶଦ୍ରୋହ ମାମଲାରେ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି କୋର୍ଟ। ଇସ୍ଲାମାବାଦର ସ୍ପେଶାଲ କୋର୍ଟ ମୁଶର୍ଫଙ୍କୁ ପାଶୀ ଦଣ୍ଡ ଶୁଣାଇଛନ୍ତି। ପୂର୍ବତନ ରାଷ୍ଟ୍ରପତି...
ଶ୍ରୀଧର ପାତ୍ର ହେଲେ ନାଲ୍କୋର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ
ନୂଆ ଦିଲ୍ଲୀ ୧୭-୧୨ (ଓଡ଼ିଆ ପୁଅ) ଶ୍ରୀଧର ପାତ୍ର ହେଲେ ନାଲ୍କୋର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ। ତାଙ୍କର ନିଯୁକ୍ତିକୁ ଖଣି ମନ୍ତ୍ରାଳୟର ପ୍ରସ୍ତାବ ଉପରେ ମୋହର ମାରିଛି ଆପଏଣ୍ଟମେଣ୍ଟ କମିଟି ଅଫ୍...
ରଣବୀର ଏବଂ ଆଲିୟାଙ୍କର ‘ଗଲୀ ବଏ’ ଓସ୍କାର ଆୱାର୍ଡ୍ସରୁ ବାହର
ମୁମ୍ବାଇ ୧୭-୧୨ (ଓଡ଼ିଆ ପୁଅ) : ଜ଼ୋୟା ଅଖତାରଙ୍କ ଦ୍ଵାରା ନିର୍ଦ୍ଦେଶିତ, ରଣବୀର ସିଂହ ଏବଂ ଆଲିୟା ଭଟ୍ଟଙ୍କ ଅଭିନୀତ ଫିଲ୍ମ 'ଗଲୀ ବଏ' ଓସ୍କାର ଆୱାର୍ଡ୍ସରୁ ବାହର ହୋଇଛି। ଏକାଡମୀ ଅଫ...
ପଶ୍ଚିମ ବଙ୍ଗର ହାୱାଡ଼ା ଜିଲ୍ଲାରେ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ
କୋଲକାତା ୧୭-୧୨ (ଓଡ଼ିଆ ପୁଅ) ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ହେଉଛି। ବିଶେଷ କରି ପଶ୍ଚିମବଙ୍ଗରେ ଏହି ବିରୋଧ କେତେକ ସ୍ଥାନରେ ଉଗ୍ର ହୋଇଥିଲା।...
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଲେ ଲୋକସଭାର ଆସନସଂଖ୍ୟା ବଢ଼ାଇ ୧୦୦୦ କରିଦେବା ଆବଶ୍ୟକ
ନୂଆ ଦିଲ୍ଲୀ ୧୭-୧୨ (ଓଡ଼ିଆ ପୁଅ) : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସୋମବାରଦିନ ଲୋକସଭାର ଆସନସଂଖ୍ୟା ୫୪୩ ରୁ ବଢ଼ାଇ ୧୦୦୦ କରିବା ଏବଂ ରାଜ୍ୟସଭାର ଆସନ ମଧ୍ୟ ବୃଦ୍ଧି କରିବା...
ଦକ୍ଷୀଣପୂର୍ବ ରେଳବାଇର ସୂଚନା : ଆସନ୍ତା କାଲି ବାତିଲ ହେବ ଏହି ୪ ଟ୍ରେନ
କୋଲକାତା ୧୬-୧୨ (ଓଡ଼ିଆ ପୁଅ) ଆସନ୍ତା କାଲିର ନିମ୍ନ ଲିଖିତ ଟ୍ରେନଗୁଡ଼ିକୁ ବାତିଲ କରିଛି ଦକ୍ଷୀଣପୂର୍ବ ରେଳବାଇ। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି ଦକ୍ଷୀଣପୂର୍ବ ରେଳବାଇ।
୨୨୮୨୫ ଶାଲିମାର-ଏମଜିଆର ଚେନ୍ନାଇ ଏକ୍ସପ୍ରେସ
୧୨୮୪୧...
ଆସନ୍ତା କାଲି ଏହି ୯ ଟ୍ରେନ ବାତିଲ୍ – ପୂର୍ବ ରେଳବାଇ ସୂଚନା
କୋଲକାତା, ୧୬ ଡିସେମ୍ବର, ୨୦୧୯ (ଓଡ଼ିଆ ପୁଅ) ପୂର୍ବ ରେଳବାଇର ମାଲଦା ଡିଭିଜନର ନ୍ୟୁ ଫରକ୍କା - ଆଜିମଗଞ୍ଜ ଅଞ୍ଚଲରେ ଚାଲୁଥିବା ଆନ୍ଦୋଳନ ଏବଂ ଆଇନ୍ ବ୍ୟବସ୍ଥାକୁ ନଜରରେ ରଖି ୧୭.୧୨.୨୦୧୯ ରେ...
ଡିଜିଟାଲ ଅର୍ଥବ୍ୟବସ୍ଥା, ଫିନ୍ଟେକ୍ ଓ ଷ୍ଟାର୍ଟଅପ ପ୍ରତିନିଧିଙ୍କ ସହିତ ଅର୍ଥମନ୍ତ୍ରୀଙ୍କ ପ୍ରଥମ ପ୍ରାକ୍-ବଜେଟ୍ ଆଲୋଚନା
ନୂଆ ଦିଲ୍ଲୀ ୧୬-୧୨ (ଓଡ଼ିଆ ପୁଅ) ୨୦୨୦ ସାଧାରଣ ବଜେଟ ପୂର୍ବରୁ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀ ଠାରେ ବିଭିନ୍ନ ଅଂଶୀଦାର ଗୋଷ୍ଠୀଙ୍କ...
ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରବାଣେ ହେବେ ସେନା ପ୍ରମୁଖ : ଜେନେରାଲ ବିପିନ...
ନୂଆ ଦିଲ୍ଲୀ ୧୬-୧୨ (ଓଡ଼ିଆ ପୁଅ) ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରବାଣେ ଭାରତୀୟ ସେନାର ନୂଆ ମୁଖ୍ୟ ହେବେ। ସେପ୍ଟେମ୍ବର ମାସରେ ସେ ଭାଇସ୍ ଚିଫ ଅଫ ଆର୍ମୀ ଷ୍ଟାଫର ଦାୟିତ୍ୱ...
ମୋଦି ସରକାରରେ ଅର୍ଥନୀତିରେ ଅଣାଯାଇଥିବା ନୂଆ ସଂସ୍କାର ଇସ୍ପାତ୍ କ୍ଷେତ୍ରକୁ ସୁଦୃଢ କରିବ –...
ନୂଆଦିଲ୍ଲୀ/ଭୁବନେଶ୍ୱର, ଡିସେମ୍ବର ୧୬ (ଓଡ଼ିଆ ପୁଅ) – ମୋଦି ସରକାରରେ ଭାରତୀୟ ଅର୍ଥନୀତିରେ ଅଣାଯାଇଥିବା ନୂତନ ସଂସ୍କାର ଇସ୍ପାତ୍ କ୍ଷେତ୍ରକୁ ମଜବୁତ୍ କରିବାରେ ସହାୟକ ହେବ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଭାରତୀୟ...
ଶିଳ୍ପ ବିପ୍ଲବ ୪.୦ରେ ମାଲିକ ହେବେ ଭାରତୀୟ – ଧର୍ମେନ୍ଦ୍ର ପ୍ରଧାନ
ଭାରତ କେମିକାଲ ଇଞ୍ଜିନିୟରିଂ କଂଗ୍ରେସର କେମକନ୍ ୨୦୧୯ର ଉଦ୍ଘାଟନ ସମାରୋହରେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର, ଡିସେମ୍ବର ୧୫ (ଓଡ଼ିଆ ପୁଅ) – ବିଶ୍ୱ ଜ୍ଞାନ ଆଧାରିତ ଅର୍ଥନୀତି ଆଡକୁ ବଢୁଥିବା ବେଳେ ଶିଳ୍ପ ବିପ୍ଲବ ୪.୦ରେ...
ଆନ୍ଦୋଳନ ଯୋଗୁଁ ବାତିଲ୍ ହେଲା ଏହି ଟ୍ରେନ୍
ନୂଆ ଦିଲ୍ଲୀ ୧୬-୧୨ (ଓଡ଼ିଆ ପୁଅ) ପୂର୍ବୋତ୍ତର ସୀମାନ୍ତ ରେଲୱେର କଟିହାର ଡିବିଜନରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କାରଣରୁ ୧୨୦୪୨ ଡାଉନ ନ୍ୟୁ ଜଲପାଇଗୁଡ଼ୀ- ହାୱଡ଼ା ଶତାବ୍ଦୀ ଏକ୍ସପ୍ରେସ ଏବଂ ୧୨୦୪୧ ଅପ...
ଜାମିୟାରେ ହିଂସାକୁ ନେଇକରି ବ୍ୟାକଫୁଟରେ ଦିଲ୍ଲୀ ପୋଲିସ : ଗିରଫ ହୋଇଥିବା ଛାତ୍ରଙ୍କୁ ଛାଡ଼ିଲା,...
ନୂଆ ଦିଲ୍ଲୀ ୧୬-୧୨ (ଓଡ଼ିଆ ପୁଅ) ଛାତ୍ରମାନେ ପୋଲିସ ଉପରେ ଜାମିୟା ୟୁନିଭର୍ସିଟି ଭିତରେ ପଶି ଛାତ୍ରମାନଙ୍କୁ ମାରିବା ଅଭିଯୋଗ କରିଥିଲେ। ପୋଲିସ କହିଛିଯେ, ଆମେ କେବଳ ପଥର ଫୋପାଡ଼ୁଥିବା ପ୍ରଦର୍ଶନକାରୀମାନଙ୍କୁ ଖୋଜିବା...
ନାଗରିକତା ଆଇନ୍ ର ବିରୁଦ୍ଧରେ ଦିଲ୍ଲୀରେ ଉଗ୍ର ପ୍ରଦର୍ଶନ : ୩ ବସରେ ନିଆଁ...
ନୂଆ ଦିଲ୍ଲୀ ୧୫-୧୨ (ଓଡ଼ିଆ ପୁଅ) ନାଗରିକତା ଆଇନ୍ ବିରୁଦ୍ଧରେ ଦିଲ୍ଲୀରେ ହିଂସା, ଉଗ୍ର ପ୍ରଦର୍ଶନ କରିଛନ୍ତି ଆନ୍ଦୋଳନକାରୀ। ୩ଟି ବସରେ ନିଆଁ ଲଗାଇଦେଇଛନ୍ତି। ସୁଖଦେବ ବିହାର ଏବଂ ଆଶ୍ରମ ମେଟ୍ରୋ ଷ୍ଟେସନ...
IIT ଛାତ୍ରୀ ଫାତିମା ଲତୀଫଙ୍କର ଆତ୍ମହତ୍ୟା ମାମଲାର ଜାଞ୍ଚ କରିବ CBI
ଚେନ୍ନାଇ ୧୫-୧୨ (ଓଡ଼ିଆ ପୁଅ) ତାମିଲନାଡୁରେ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲଜୀ (IIT) ର ଛାତ୍ରୀ ଫାତିମା ଲତୀଫର ଆତ୍ମହତ୍ୟା ମାମଲାର ଜାଞ୍ଚ ଏବେ କେନ୍ଦ୍ରୀୟ ଜାଞ୍ଚ ବ୍ୟୁରୋ (ସିବିଆଇ) କରିବ। ଏହି ମାମଲାର...
ଦିଲ୍ଲୀରେ ଅନ୍ତରାଷ୍ଟ୍ରୀୟ ଶ୍ରୀଜଗନ୍ନାଥ ମହୋତ୍ସବ ଉଦଯାପିତ
ନୂଆ ଦିଲ୍ଲୀ ୧୫/୧୨ (ଓଡ଼ିଆ ପୁଅ) : ଅନ୍ତରାଷ୍ଟ୍ରୀୟ ଶ୍ରୀଜଗନ୍ନାଥ ମହୋତ୍ସବର ଅନ୍ତିମ ଦିବସରେ ଶୁକ୍ରବାର ଦିନ ମଙ୍ଗଳ ଆରତୀ, ନଗର ସଙ୍କୀର୍ତ୍ତନ, ଶ୍ରୀ ଜଗନ୍ନାଥ ଭକ୍ତି ସରିତା, ସ୍କନ୍ଦ ପୁରାଣ ପାଠ...





