Home ଓଡ଼ିଶା ଦକ୍ଷୀଣପୂର୍ବ ରେଳବାଇର ସୂଚନା : ଆସନ୍ତା କାଲି ବାତିଲ ହେବ ଏହି ୪ ଟ୍ରେନ

ଦକ୍ଷୀଣପୂର୍ବ ରେଳବାଇର ସୂଚନା : ଆସନ୍ତା କାଲି ବାତିଲ ହେବ ଏହି ୪ ଟ୍ରେନ

457

କୋଲକାତା ୧୬-୧୨ (ଓଡ଼ିଆ ପୁଅ) ଆସନ୍ତା କାଲିର ନିମ୍ନ ଲିଖିତ ଟ୍ରେନଗୁଡ଼ିକୁ ବାତିଲ କରିଛି ଦକ୍ଷୀଣପୂର୍ବ ରେଳବାଇ। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି ଦକ୍ଷୀଣପୂର୍ବ ରେଳବାଇ।
୨୨୮୨୫ ଶାଲିମାର-ଏମଜିଆର ଚେନ୍ନାଇ ଏକ୍ସପ୍ରେସ
୧୨୮୪୧ ହାୱଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ
୧୮୦୪୭ ହାୱଡ଼ା-ବାସ୍କୋ ଅମରାବତୀ ଏକ୍ସପ୍ରେସ
୨୨୬୪୨ ଶାଲିମାର- ତିରୁବନନ୍ତପୁରମ ଏକ୍ସପ୍ରେସ

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.